ଗଞ୍ଜେଇ କାରବାର ବେଳେ ଧରା ପଡିଲେ ରାନୀ ପଣ୍ଡା ରାନୀ ପଣ୍ଡା । ଆସନ୍ତୁ ଜାଣିବା ସେ ବିଷୟରେ ସମ୍ପୂର୍ଣ ଖବର … 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗଞ୍ଜେଇ କାରବାର କରି ଜେଲ ଗଲେ ଦୁ-ର୍ଦ୍ଦା-ନ୍ତ ଅ-ପ-ରା-ଧୀ ରାନୀ ପଣ୍ଡା । ଆସନ୍ତୁ ଜାଣିବା ସେ ବିଷୟରେ ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଗ-ଞ୍ଜେ-ଇ ଚାଲାଣ କରୁଥିବା ସମୟ ରେ ଧରା ପଡିଲେ ରାନୀ ପଣ୍ଡା , ବର୍ତ୍ତମାନ ସମୟ ର ଏହା ବଡ ଖବର ଯେ ଗ-ଞ୍ଜେ-ଇ ଚାଲାଣ କରୁଥିବା ସମୟ ରେ ରାଣୀ ପଣ୍ଡାଙ୍କୁ ଗି-ର-ଫ କରିଛି ଆରକ୍ଷୀ ଅଧିକାରୀ । ତାହେଲେ ବନ୍ଧୁଗଣ ରାନୀ ପଣ୍ଡା ଗି-ର-ଫ ହେବା ପରେ ତା ପାଖରୁ ୨୦ କେଜି ଗ-ଞ୍ଜେ-ଇ ଜ-ବ-ତ ସହ ବାଇକ ମଧ୍ୟ ଜ-ବ-ତ ହୋଇଛି । ତାହେଲେ ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ସମୟରେ ଆପଣ ମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କିଏ ଏହି ରାନୀ ପଣ୍ଡା ତାହେଲେ ଆସନ୍ତୁ ଏହି ରାନୀ ପଣ୍ଡା ବିଷୟରେ ଜାଣିବା । 

 

ରାଣୀ ପଣ୍ଡା ହେଉଛି ଜଣେ ଗୁଣ୍ଡା , ଗ-ଞ୍ଜେ-ଇ ଚାଲାଣ କରିବା ସହ ଲୋକଙ୍କୁ ଡରାଇ ଧମକାଇ ବଟି ଅଦାୟ କରିବା ତାର ପେସା । ଆଉ ଯେଉଁ ମାନେ ବଟି ଦେଉ ନଥିଲେ ସେମାନଙ୍କୁ ଲୋକ ପଠାଇ ମ-ର-ଣା-ନ୍ତ-କ ଆ-କ୍ର-ମ-ଣ କରୁଥିଲା ରାନୀ ପଣ୍ଡା । ତେବେ ବନ୍ଧୁଗଣ ବାରମ୍ବାର ଆରକ୍ଷୀ ଅଧିକାରୀଙ୍କର ଆଖିରେ ଧୂଳି ଦେଇ ଚକମା ମାରି ଖସି ଯାଉଥିଲା ରାନୀ ପଣ୍ଡା । କିନ୍ତୁ ଆଜି ରାନୀ ପଣ୍ଡା ଙ୍କୁ ବ୍ରହ୍ମପୁର ବଡ ବଜାର ଉତ୍ତରାମୁଖୀ ଠାରେ ଆରକ୍ଷୀ ଅଧିକାରୀ ତାକୁ ଗି-ର-ଫ କରିଛି । 

 

ଗତ ଏଠାରେ କହି ରଖୁଛୁ କି ଏଇ କିଛି ଦିନ ତଳେ କୈଳାସ ନଗରରେ ଗୋପାଳ କୃଷ୍ଣ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଫୋନରେ ଧ-ମ-କ ଦେଇ ବଟି ମାଗିଥିଲା କିନ୍ତୁ ସେ ନ ଦେବାରୁ ରାନୀ ପଣ୍ଡା ଲୋକ ପଠାଇ ଗୋପାଳ କୃଷ୍ଣ ଙ୍କୁ ଖଣ୍ଡା ରେ ଆ-କ୍ର-ମ-ଣ କରିଥିଲେ । ଯାହା ନେଇ ପରେ ଥାନାରେ ଅଭିଯୋଗ ଦର୍ଜ୍ କରାଯାଇଥିଲା ଏବଂ ବୋମାମାଡ ଘଟଣାରେ ରାନୀ ଗି-ର-ଫ ହୋଇ ଜେଲ ଯାଇଥିଲେ । କିଛିଦିନ ହେଲା ସେ ଜାମିନରେ ଆସିଥିଲେ । ରାନୀଙ୍କ ନା’ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଆରକ୍ଷୀ ଅଧିକାରୀ କହିଛନ୍ତୀ । 

 

ତେବେ  ସୂଚନା ମୁତାବକ ରାନୀ ପଣ୍ଡା ନାମ ରେ ୭ ରୁ ଅଧିକ ମାମଲା ରହିଛି । ତେବେ ବର୍ତ୍ତମାନ ସମୟରେ ଆରକ୍ଷୀ ଅଧିକାରୀ ରାନୀ ପଣ୍ଡା ଙ୍କୁ ଗି-ର-ଫ କରିଛି । ବ୍ରହ୍ମପୁର ବଡ଼ବଜାର ଥାନା ଅଧିକାରୀ ଏହି କୁଖ୍ୟାତ ଗଞ୍ଜେଇ ଚାଲାଣକାରୀ ରାନୀ ପଣ୍ଡାଙ୍କୁ ଗି-ର-ଫ କରି ଶୁକ୍ରବାର କୋର୍ଟ ଚାଲାଣ କରିବାର ସୂଚନା ରହିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଆରକ୍ଷୀ ଅଧିକାରୀ ପକ୍ଷରୁ କୁହାଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *