ସାବଧାନ ଏହି ଦିନ ଠାରୁ ସମ୍ପୁର୍ଣ୍ଣ ଲକଡାଉନ । ଘରୁ ବାହାରିଲେ ଭୟଙ୍କର ପାହାର। କଣ ରହିଛି ଗାଇଡ ଲାଇନ ଆସନ୍ତୁ ଜାଣିବା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାବଧାନ ଏହି ଦିନ ଠାରୁ ସମ୍ପୁର୍ଣ୍ଣ ଲକଡାଉନ । ଘରୁ ବାହାରିଲେ ଭୟଙ୍କର ପାହାର। କଣ ରହିଛି ଗାଇଡ ଲାଇନ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ଭଳି ମହାମାରୀ ସାରା ବିଶ୍ବ ରେ ଏତେ ମାତ୍ରା ରେ ଖେଳି ଯାଇଛି ଯେ ଏଥିରୁ ବଞ୍ଚିବା କଷ୍ଟକର ହୋଇ ପଡିଛି । ସରକାର ଏଥିରୁ ବଞ୍ଚିବା ପାଇଁ ବିଭିନ୍ନ କଟକଣା ଲଗାଉଛନ୍ତି। ପୁରା ଦେଶ ଏହା ପାଇଁ ଲକ୍ ଡାଉନ୍ ହୋଇ ସଦ୍ ଡାଉନ୍ ହୋଇଥିଲା। ସାରା ଦେଶରେ କରୋନ ସଂକ୍ରମଣ କୁ ରୋକିବା ପାଇଁ ବିଭିନ୍ନ ବ୍ୟାପକ ପଦଷେପ ନିଆ ଯାଉଅଛି । ଦେଶ ର ଆର୍ଥିକ ପରିସ୍ଥିତି ଉପରେ ଖୁବ୍ ପ୍ରଭାବ ପକାଇଥିଲା । ପରେ କଟକଣା ଉପରେ କୋହଳ କରା ଯାଇଥିଲା । 

 

କରୋନା ର ସଂକ୍ରମଣ ଦୂରେଇ ନ ଥିବା ବେଳେ ଡେଲଟା ଦେଖା ଯାଇଥିଲା । ବର୍ତ୍ତମାନ ଆସିଛି ଓମିକ୍ରନ ର ଭୟ  । Covid-19 ଓମିକ୍ରିନ  ରୋଗ ଦିଲ୍ଲୀ ରେ ୩୨ ଟି ମାମଲା ସାମ୍ନା କୁ ଆସି ସାରିଛି । ପୁଣି ଭାରତ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭେରିଏଣ୍ଟ ର ୧୬୧ ରୁ ଅଧିକ ମାମଲା ରିପୋର୍ଟ ହୋଇ ସାରିଛି । ଏହା ଭିତରେ ଡେନମାର୍କ ର ବୈଜ୍ଞାନିକ ଚେତାବନୀ ଦେଇଛି ଯେ ଆଗାମୀ ସମୟ ଭୟଙ୍କର ହେବ । 

 

ଦେଶ ଦୁନିଆ ରେ ଓମିକ୍ରିନ ଭେରିଏଣ୍ଟ ର ମାମଲା ବଢ଼ି ଚାଲିଛି । ଭାରତ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭେରିଏଣ୍ଟ ର ୧୬୧ ରୁ ଅଧିକ ମାମଲା ସାମ୍ନା କୁ ଆସି ସାରିଛି । ରାଜଧାନୀ ଦିଲ୍ଲୀ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ କରନା ଭାଇରସ ର ଏହି ନୂଆ ଭେରିଏଣ୍ଟ ର ରିପୋର୍ଟ୍ ହୋଇ ସାରିଛି । ଏହା ଭିତରେ ଦୁନିଆ ଏ ଅନେକ ଦେଶ ରେ ବର୍ତ୍ତମାନ ଏହି ଭେରିଏଣ୍ଟ ର ମାମଲା ବଢି ଚାଲିଛି । ରାଜ୍ୟ ରେ ମଧ୍ୟ ଓମିକ୍ରନ ର ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ରାଜ୍ୟ ରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇ ଯାଇଛି । 

 

ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ରାଜ୍ୟ ରେ ନାଇଟ କର୍ଫ୍ୟୁ ଜାରି ରହିବ । ପୂର୍ବରୁ କରନା ପାଇଁ ରାଜ୍ୟ ରେ ସମସ୍ତ ଶିକ୍ଷା ଅନୁଷ୍ଠାନ  ସହିତ ଦର୍ଶନ ସ୍ଥଳୀ ମଧ୍ୟ ବନ୍ଦ ହୋଇ ଥିଲା । ମାତ୍ର ବର୍ତ୍ତମାନ ପରିସ୍ଥିତି ପୁଣି ସେହିପରି ହେବାକୁ ଲାଗିଛି । ଜାନୁଆରୀ ୯ ତାରିଖ ଠାରୁ ରାଜ୍ୟ ରେ ଲକ୍ ଡାଉନ୍ ଜାରି ହେବ । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଦ୍ଵାଦଶ ପର୍ଯ୍ୟନ୍ତ କ୍ଲାସ୍ ବନ୍ଦ ରହିବ ଓ ଚାଲୁଥିବା ଅଫ୍ ଲାଇନ୍ ପରୀକ୍ଷା  ଚାଲୁ ରହିବ । ଅନଲାଇନ୍ ମାଧ୍ୟମ ରେ ପଢା ଆରମ୍ଭ ହେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *