ରାସନ୍ କାର୍ଡ ଥିଲେ ଆପଣଙ୍କୁ ମିଳିବ ୨୫୦୦ ଟଙ୍କା ଓ ଅନ୍ୟାନ୍ୟ ରାସନ । ଜାଣନ୍ତୁ କେବେ କେମିତି ପାଇବେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାସନ୍ କାର୍ଡ ଥିଲେ ଆପଣଙ୍କୁ ମିଳିବ ୨୫୦୦ ଟଙ୍କା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜନୀତି ହେଉଛି ଏକ ପ୍ରକାର ମିଛ ଆଶ୍ଵାସନା ବୋଲି କହିଲେ ଚଳେ । ନେତା ମାନେ ରାଜନୀତି ନାମ ରେ ଅନେକ ଲୋକ ଙ୍କୁ ମିଛ ଆଶ୍ୱାସନା ଦେଇଥାନ୍ତି । ମୁଁ ଜିତିଲେ ଏହି ଅଞ୍ଚଳ ରେ ଏଇ ଉନ୍ନତି କରିବି , ସେଇ ଉନ୍ନତି କରିବି କହି ଭୋଟ ନେଇଯାଆନ୍ତି । କିନ୍ତୁ ଜିତିସରିଲା ପରେ ସେହି ନେତା ଙ୍କ ର ଆଉ ଦେଖା ମିଳେନାହିଁ । ତେବେ ବର୍ତମାନ ସୁଦ୍ଧା କିଛି କିଛି ହାତ ଗଣତି ନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତିବଦ୍ଧ । ଅର୍ଥାତ୍ ଭୋଟ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥାନ୍ତି , ସେହି ପ୍ରତିଶ୍ରୁତି ଜିତିଲା ପରେ ପୂରଣ କରିଥାନ୍ତି । 

 

ତେବେ ଯେଉଁ ସ୍ଥାନ ରେ ଭୋଟ ଆସିଥାଏ , ଅନେକ ଭୋଟ କୁ ନେତା ମାନେ ଟଙ୍କା ପଇସା ଦେଇ କିଣି ନେଇଥାନ୍ତି । ତେବେ ଏପରି ସ୍ଥାନରେ ଭୋଟର ମାନେ ଟଙ୍କା ନ ନେଇ ନିଜ ବୁଦ୍ଧି ଅନୁସାରେ ଭୋଟ ଦେବା ଉଚିତ୍ । ଗ୍ରାମ ହେଉ ବା ସହର , ସବୁଠି ଇଲେକ୍ସନ ଓ ସିଲେକ୍ସନ ହୋଇଥାଏ ଜନତା ଙ୍କ ଦ୍ଵାରା । ତେଣୁ ଜନତା ଆଶା କରିଥାନ୍ତି ଯେ ସରକାର ଗଠନ ପରେ ଜନତା ଙ୍କ ସେବା ରେ ଲଗିବେ ବୋଲି । କିନ୍ତୁ ସରକାର ଙ୍କ ଦ୍ୱାରା ଗ୍ରାମ ଉନ୍ନତି ପାଇଁ ନିଆଜାଉଥିବା ସମସ୍ତ ପଦକ୍ଷେପ ଗୁଡିକୁ ମଧ୍ୟ ସେମାନେ ସଠିକ୍ ଭାବେ ନିଭାଉ ନାହାଁନ୍ତି ।

କେବଳ ନିର୍ବାଚନ ସମୟରେ ଭୋଟ ପାଇବା ଆଶା ରେ ଲୋକ ମାନଙ୍କ ପାଖକୁ ଆସିଥାନ୍ତି । ଆଉ ଅନେକ କିଛି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି । 

 

ମାତ୍ର ନିର୍ବାଚନ ରେ ଜିତିବା ପରେ ପରେ ସବୁ ଭୁଲି ଯାଇଥାନ୍ତି । ତେବେ ଯଦି ଆପଣଙ୍କ ପାଖରେ ରାସନକାର୍ଡ ରହିଛି ତେବେ ରାଜ୍ୟ ସରକାରଙ୍କ ତରଫରୁ ଆପଣଙ୍କୁ ନଗଦ ଅଢେଇ ହଜାର ଟଙ୍କା ମିଳିବ । ରସନକାର୍ଡଧାରୀଙ୍କୁ ନଗଦ ୨ ହଜାର ୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାମୀସ୍ୱାମୀ ଶନିବାର ସମସ୍ତ କାର୍ଡଧାରକଙ୍କୁ ଟଙ୍କା ଦେବାକୁ ନିଷ୍ପତି ନେଇଛନ୍ତି । ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାମୀସ୍ୱାମୀଙ୍କ ଏହି ପ୍ୟାକେଜରେ ହିତାଧିକାରୀଙ୍କୁ ଶସ୍ତାରେ ଚିନି ସହ ୧ କିଲୋ ଚାଉଳ, ଚିନି, କିସମିସ୍, କାଜୁ, ଇଲାଇଚି ଏବଂ ଏକ କପଡା ବ୍ୟାଗ ମଧ୍ୟ ମିଳିବ । 

 

ତେବେ ପୋଙ୍ଗଲ ଉତ୍ସବ ଅବସରରେ ଟଙ୍କା ବାଂଟିବାକୁ କହିବା ସହ ଏହି ପ୍ରୋତ୍ସାହିତ ରାଶି ଜାନୁଆରୀ ୪ ତାରିଖରୁ ଦେବାକୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଆଇଏଡିଏମକେ ସରକାରଙ୍କ ତରଫରୁ ୨୦୧୪ରେ ତାଲିମନାଡୁ ବାସୀଙ୍କ ପାଇଁ ଏକ କିଲୋ ଚାଉଳ ଏବଂ ୧ କିଲୋ ଚିନି ସହ ୧୦୦ ଟଙ୍କା ଦେବା ଆରମ୍ଭ କରିଥିଲେ । ୨୦୧୮ରେ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏହାକୁ ବର୍ତମାନ ଆହୁରି ବଢାଇ ଦିଆଯାଇ ଅଢେଇ ହଜାର ଟଙ୍କା କରି କରିଦେଲେ । କିନ୍ତୁ ଏସବୁ କେତେ ଦୂର ସତ ଓ କେତେ ଦୂର ମିଛ ତାହା ଇଲେକ୍ସନ ପରେ ହିଁ ଜଣା ପଡ଼ିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *