ଲୋକଙ୍କ ଆକାଉଣ୍ଟ କୁ ଆସିଲା ଇ-ଶ୍ରମ ଯୋଜନା ର ପ୍ରଥମ କିସ୍ତି 5000 ଟଙ୍କା । ଯଦି ଆସିନି ଆପଣଙ୍କର ଏମିତି କରନ୍ତୁ ଆବେଦେନ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲୋକଙ୍କ ଆକାଉଣ୍ଟ କୁ ଆସିଲା ଇ-ଶ୍ରମ ଯୋଜନା ର ପ୍ରଥମ କିସ୍ତି 5000 ଟଙ୍କା । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା ମାନ  ଆରମ୍ଭ କରିଛନ୍ତି । ତାହା ଲୋକଙ୍କ ପାଇଁ ହିତକର ହେଉଛି । ଅନ୍ୟ ଦେଶର ସରକାର ଙ୍କ ଅପେକ୍ଷା ଏହି ଭାରତ ଦେଶର ସରକାର ଜନସାଧାରଣଙ୍କ ପାଇଁ ଅନେକ ନୂଆ ନୂଆ ଯୋଜନା କରିଛନ୍ତି । ଆମ ଦେଶରେ ରହୁଥିବା ଅନେକ ଦରିଦ୍ର ଅଭାବୀ ମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କିଛି ଯୋଜନା ସାମ୍ନା କୁ ଆଣିଛନ୍ତି । ପିଲାଙ୍କ ପାଠ ପଢା ରୁ ଆରମ୍ଭ କରି ବୃଦ୍ଧ ମାନଙ୍କ ପେନସନ ପର୍ଯ୍ୟନ୍ତ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି ।

ସେହି ପରି ଅସଂଗଠିତ ଶ୍ରମିକଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଇ-ଶ୍ରମ କାର୍ଡ ଏକ ନୂଆ ଯୋଜନା ଆରମ୍ଭ କରି ଥିଲେ କିନ୍ତୁ ବର୍ତ୍ତମାନ ସେହି ଇ-ଶ୍ରମ କାର୍ଡ ପ୍ରଥମ କିସ୍ତି ବ୍ୟାଙ୍କ ଖାତାକୁ ଆସି ସାରିଛି ବୋଲି  ଜଣାପଡ଼ିଛି। ଆଉ ଏହାର ମୂଲ୍ୟ 5000 ଟଙ୍କା ରହିଛି।ନିଜ ବ୍ୟାଙ୍କ ଆକାଉଣ୍ଟ ର ଖାତାକୁ ଚେକ କରିବାକୁ ଲୋକଙ୍କୁ ସୂଚନା ମଧ୍ୟ ଦିଆ ଯାଇଛି।

ଯଦି ଆପଣଙ୍କ ଖାତାକୁ ପ୍ରଥମ କିସ୍ତି ଅର୍ଥାତ 5000 ଟଙ୍କା ଆସି ନାହିଁ ତେବେ ଏହି ପ୍ରଥମ କିସ୍ତି ଆସି ନାହିଁ ତେବେ ପ୍ରଥମେ ଇ-ଶ୍ରମ କାର୍ଡ ରେ ଦେଇ ଥିବା ବ୍ୟାଙ୍କ ଖାତାକୁ ଯାଞ୍ଚ କରନ୍ତୁ । ଆପଣଙ୍କ ଖାତାରେ ଯଦି କୌଣସି ଅସୁବିଧା ଅଛି ତେବେ ବ୍ୟସ୍ତ ହେବାର କିଛି ନାହିଁ କାରଣ କିଛି ଦିନ ଭିତରେ ଆପଣଙ୍କ ଆକାଉଣ୍ଟକୁ ମଧ୍ୟ ପଇସା ଆସି ଯିବ । ଆଉ ଯଦି ବ୍ୟାଙ୍କ ଖାତାରେ କିଛି ଅସୁବିଧା ଅଛି ତେବେ ବହୁତ ଜଲଦି ଇ-ଶ୍ରମ କାର୍ଡରେ ଦେଇଥିବା ଆକାଉଣ୍ଟ ନମ୍ବରକୁ ବଦଳାଇ ଭେଲିଡ଼ ଆକାଉଣ୍ଟ ନମ୍ବର ଆଡ କରିବାକୁ ପଢିବ ।

Leave a Reply

Your email address will not be published. Required fields are marked *