ଭଲ ନପାଇଲେ ଏମିତି କରିବି । ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ଓ ନ ପ୍ରେମ କଲେ ଏମିତି କରିବି… ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରେମ ଗୋଟିଏ ପବିତ୍ର ବନ୍ଧନ ଯାହା ଏ ଯୁଗ ନୁହଁ କେତେ ଯୁଗ ରୁ ଚାଲି ଆସିଛି । ପ୍ରେମର ଶବ୍ଦରେ ଭରିରହିଛି ନିଷ୍ଟାପରତା , ପବିତ୍ରତା ଏବଂ ବିଶ୍ୱାସ, ଭରସା । ଆଜି କାଲିର ଲୋକେ ପ୍ରେମ ନା ରେ ସମସ୍ତ ଙ୍କୁ ଠକିଛନ୍ତି, କେବଳ ନିଜର ସ୍ୱାର୍ଥ ହାସଲ କରିବା ପାଇଁ କୌଣସି ବି ସମ୍ପର୍କକୁ ବଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି । ଲୋଭ, ମୋ-ହ, କା-ମ-ନା ଓ ବା-ସ-ନାର ବଶୀଭୂତ ହୋଇ ଏବେର ମନୁଷ୍ୟ ନିଜର ହିତାହିତ ଜ୍ଞାନ ହରେଇ ବସୁଛି । ତେବେ ବର୍ତ୍ତମାନ ସମୟରେ ଯୁବପିଢୀ ମାନଙ୍କର ଏପରି କାର୍ଯ୍ୟକଳାପରେ ବହୁତ ମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । କାରଣ ଝିଅ ମାନେ କୌଣସି ବି କ୍ଷେତ୍ରରେ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅ-ପ-ବ୍ୟ-ବ-ହା-ର ସହିବାକୁ ପଡୁଛି । 

 

ତେଣୁ ଏସବୁ କ୍ଷେତ୍ରରେ ପ୍ରଶାସନ କଢା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏପରି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଯୁବକଙ୍କୁ ଉଚିତ ଶାସ୍ତି ମିଳିବା ଉଚିତ । ତେବେ ଯାଇ ଝିଅ ମାନେ ନିଜକୁ ସୁରକ୍ଷିତ ମନେ କରିବେ ଏବଂ ଅ-ନ୍ୟା-ୟ  ମଧ୍ଯ ଧୀରେ ଧୀରେ କମିବାରେ ଲାଗିବ ବୋଲି ଆଶା । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘ-ଟ-ଣା ଦେଖିବା ପାଇଁ ମିଳିଛି ଯେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ ରୋମିଓଙ୍କୁ ହେବାକୁ ପଡ଼ିଛି ହଟହଟା । ବାଟରେ ଯାଉଥିବା ବେଳେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ପରେ ରୋଡ ରୋମିଓକୁ କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ଚଲାଇ ବୁଲାଇଲେ ଛାତ୍ରମାନେ (ଅଣଛାତ୍ର) । 

 

ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ । ଏଭଳି କିଛି ଘଟଣା ଗୋପ ମହାବିଦ୍ୟାଳୟର ପରିସରୁ ଦେଖିବା ପାଇଁ ମିଳିଛି ଯେ ଏହି ମହାବିଦ୍ୟାଳୟର ଜଣେ +୨ ଛାତ୍ରୀକୁ ଗୋପ ଅଞ୍ଚଳର ଇମ୍ରାନ ଖାଁ ନାମକ ଜଣେ ଯୁବକ କଲେଜ ପରିସରରେ କମେନ୍ଟ ମାରିବା ସହ ପ୍ରେମ ନକଲେ ଏସିଡି ଫିଙ୍ଗି  ଦେବାକୁ ଧ-ମ-କ ମଧ୍ୟ ଦେଇଥିଲେ। ସେହି ସମୟରେ ଏହି ଘଟଣାକୁ ଦେଖି କଲେଜ ଛାତ୍ର ମାନେ ଯୁବକଙ୍କୁ ଧରି ଅଧକ୍ଷକଙ୍କ ନିକଟକୁ ନେଇ ଯାଉ ଥିବା ବେଳେ, ଠିକ ସେହି ସମୟରେ ବହୁତ ଲୋକ କଲେଜ୍ ଭିତରକୁ ପ୍ରବେଶ କରି ବହୁତ ମାତ୍ରାରେ ରୁଣ୍ଡ ହୋଇ ଯୁବକଙ୍କୁ ମା-ରି-ବା ସହ କଲେଜର ସମସ୍ତ ଛାତ୍ର ଓ ଛାତ୍ରୀଙ୍କ ସାମ୍ନାରେ ତାଙ୍କୁ ଆଣ୍ଠେଇ ଖୁବ ଜୋରରେ ମାଡ଼ ମାରିଥିଲେ । ତେବେ ଏଭଳି ଘଟଣାକୁ ଦେଖି କର୍ତ୍ତୃପକ୍ଷ ନିରବ ରହିବା ସହିତ ଘଟଣା ଘଟିଥିବା ସ୍ଥାନକୁ ଆସି ନଥିଲେ, ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *