Happy News : ମୋଦିଙ୍କ ନୂଆ ଯୋଜନା ଶୁଭାରମ୍ଭ ! ଏବେ ସବୁ ସ୍କୁଲ ପିଲାଙ୍କୁ ମିଳିବ ଏହି ବଢିଆ ସୁବିଧା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ ଯୋଜନା କୁ ମିଳିଲା ମଞ୍ଜୁର ।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକମାନଙ୍କ ପାଇଁ ସରକାର ହେଉଛି ସବୁଠାରୁ ବଡ଼ ସ୍ରଷ୍ଟା । କାହିଁକି ନା ଜନ ସାଧାରଣ ଙ୍କ ସେବା ସୁରକ୍ଷା ପାଇଁ ଦେଶ ରାଜ୍ୟରେ ସରକାର ନିୟୋଜିତ ହୋଇଛି । ତେବେ ଦେଶ ରାଜ୍ୟର ଉନ୍ନତି ତଥା ଜନ କଲ୍ୟାଣ ନିମିତ୍ତ ସରକାର ଉଦ୍ଧିଷ୍ଟ । ସେ କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର ସମସ୍ତେ ଦେଶବାସୀ ତଥା ରାଜ୍ୟବାସୀ ଙ୍କ ପାଇଁ ଉତ୍ତମ ଯୋଜନା ପଦକ୍ଷେପ ମାନ ଗ୍ରହଣ କରିଥାନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ତତ୍ତ୍ଵାବଧାନରେ କେନ୍ଦ୍ର କ୍ୟାବିନେଟ ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ର ସମାପନ ହୋଇଛି । ପୂର୍ବଭଳି ଦେଶ ରାଜ୍ୟରେ ଶିକ୍ଷାକୁ ନେଇ କିଛି କଟକଣା ନାହିଁ । ବର୍ତ୍ତମାନ ଦେଶରେ ଲକ୍ଷେରୁ ଅଧିକ ସରକାରୀ ବିଦ୍ୟାଳୟ ତଥା ସରକାରୀ ଅନୁଦାନ ବିଦ୍ୟାଳୟ ରହିଛି । 

 

ତେବେ ସରକାରୀ ସ୍କୁଲ ରେ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ ପାଇଁ କେନ୍ଦ୍ର କ୍ୟାବିନେଟ ରୁ ବିଲ୍ ପାସ୍ ମଞ୍ଜୁର ହୋଇଛି । ଏଣିକି ଦେଶର ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ର ସେବା ଲାଭ କରିପାରିବେ । ଯଦିଓ ଏହି ଯୋଜନା ଓଡ଼ିଶାରେ ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରଥମେ ଆୟୋଜିତ ହୋଇଥିଲା , ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଙ୍କ ଯୋଜନା ଅନୁଯାୟୀ ସମ୍ପୂର୍ଣ୍ଣ ଦେଶରେ ଥିବା ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଉତ୍ତମ ମଧ୍ୟାହ୍ନ ଭୋଜନ ଖାଇପାରିବେ । ଗୋଟେ ପିଲା ପାଇଁ ଉତ୍ତମ ସୁଷମ ଖାଦ୍ୟ ଏକାନ୍ତ ପ୍ରୟୋଜନ । ତେଣୁ ସରକାର ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ ଯୋଜନା ଆରମ୍ଭ କରିଛନ୍ତି ।

 

ସରକାର ଏହି ଯୋଜନା ପାଇଁ ଆଗାମୀ ୫ ବର୍ଷରେ ୧.୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ମଧ୍ୟପ୍ରଦେଶ ର ନୀମଚ ରତାଲାମ ଲାଇନ୍ ଦୋହରୀକରଣ କୁ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁର ପ୍ରଦାନ କରାଯାଇଛି । ସେହିପରି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ମୋଦି ସରକାର ରପ୍ତାନୀ ଉପରେ ବିଶେଷ ଧ୍ୟାନ ଦିଆଯାଉ ବୋଲି କହିଛନ୍ତି । ତେବେ ରପ୍ତାନୀ ଆକଳନ ଅନୁଯାୟୀ ଚଳିତବର୍ଷ ସେପ୍ଟେମ୍ୱର ମାସ ସୁଦ୍ଧା ୧୮୫ ଡଲାର ରପ୍ତାନୀ ହୋଇସାରିଛି । ତେବେ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ ଦ୍ଵାରା ଅନେକ ପିଲା ଉପଲବ୍ଧ କରିପାରିବେ । ବର୍ତ୍ତମାନ ସମୟରେ ଶିକ୍ଷା ହିଁ ହେଉଛି ମୂଳଦୁଆ ଯାହାକି ଦେଶର ଭବିଷ୍ୟତ କୁ ସୁଦୃଢ କରିପାରିବ । 

 

ଅନ୍ୟପଟେ ଏକ୍ସପର୍ଟ କ୍ରେଡିଟ ଗ୍ୟାରେଣ୍ଟି କୋର୍ପୋରେସନ ଅଫ ଇଣ୍ଡିଆକୁ ଆହୁରି ୪ ହଜାର ୪୦୦ କୋଟି ଟଙ୍କା ଦିଆଯିବ ବୋଲି କ୍ୟାବିନେଟ୍ ରେ ମଞ୍ଜୁର ପ୍ରଦାନ କରାଯାଇଛି । ଏଥିସହ ଷ୍ଟକ୍ ଏକ୍ସଚେଞ୍ଜ ରେ ଏକ୍ସପର୍ଟ କ୍ରେଡିଟ ଗ୍ୟାରେଣ୍ଟି କୋର୍ପୋରେସନ ରେ ଲିଷ୍ଟିଂ ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପଟେ NEIA କୁ ମଧ୍ୟ ୧୬ ଶହ ୫୦ କୋଟି ଟଙ୍କା ଅଧିକ ପୁଞ୍ଜି ବିନିଯୋଗ କରାଯିବ । ଫଳରେ ଦେଶର ରପ୍ତାନୀ ପ୍ରକ୍ରିୟା ଅଧିକ ଲାଭଦାୟକ ହେବ । ଏଥିସହ ଛୋଟ ଉଦ୍ୟୋଗ ତଥା କୃଷି କ୍ଷେତ୍ର ସମ୍ବନ୍ଧିତ ରପ୍ତାନୀ କୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏହାଛଡା ପୋଷଣ ଅଭିଯାନ ଯୋଗୁ ଦେଶରେ ସବୁ ପିଲା ପଢ଼ିବା ପାଇଁ ଆକୃଷ୍ଟ ମଧ୍ୟ ହେବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *