Big Breaking : ଅରିନ୍ଦମ ଙ୍କ ଭଉଣୀ ଓଡିଶା ବାସୀ ଙ୍କୁ କଲେ ଏହି ଅନୁରୋଧ । Tweet କରି କହିଲେ ଏମିତି…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ପୋର୍ଟାଲ କୁ ଆଜି ଆମେ ଜାଣିବା ଓଡିଶା ବାସୀଙ୍କୁ କି ଅନୁରୋଧ କଲେ ରେପୋର୍ଟେର ଅରିନ୍ଦମ ଙ୍କ ଭଉଣୀ ।

ଅରିନ୍ଦମ ଯିବାପରେ ତାଙ୍କୁ ନେଇ ବିଭନ୍ନ ପ୍ରକାର ଖବର ଖବର ଦେଖା ଦେଉଛି । କିଛି ସତ୍ୟତା ଥିଲେ କିଛି ଗୁଜବ ମଧ୍ୟ କରାଯାଉଛି । ଅରିନ୍ଦମ ଙ୍କ ପରିବାର ର ଆର୍ଥିକ ପରିସ୍ଥିତି ବହୁତ ସ୍ୱଚ୍ଛଳ । ତାଙ୍କ ବାପା ଚାଲିଯାଇଥିଲେ ବି ତାଙ୍କ ପରିବାର ର କିଛି ଅସୁବିଧା ନାହିଁ ଆର୍ଥିକ କ୍ଷେତ୍ରରେ ।

ଅରିନ୍ଦମ ଙ୍କ ନାଁ ରେ ନିକଟରେ ଏକ ଗୁଜବ ପ୍ରସାରଣ ହୋଇଥିଲେ ଯେ ଅରିନ୍ଦମ ଙ୍କ ପରିବାର କୁ ସାହାଯ୍ୟ ଦରକାର । ଅରିନ୍ଦମ ଙ୍କ ପରିବାର ଏବେ ଅସୁବିଧାରେ । ଏହି ଖବର ବେଶ Viral ହୋଇଥିଲା ଏହା ଯେତେବେଳେ ଅରିନ୍ଦମ ଙ୍କ ପରିବାର ଜାଣିବାକୁ ପାଇଲେ । ଅରିନ୍ଦମ ଙ୍କ ଭଉଣୀ ଟ୍ୱିଟ କରି କହିଛନ୍ତି ।

ଆମର କୌଣସି ଆର୍ଥିକ ସହାୟତା ଦରକାର ନାହିଁ । ଆମେ ଆମ ସଂସାର ଚଲେଇବା ପାଇଁ ବେଶ ସକ୍ଷମ । ତେଣୁ ସୋସିଆଲ ମିଡ଼ିଆ ରେ ଯେଉଁ ଗୁଜବ କରୁଛନ୍ତି । ଅରିନ୍ଦମ ଙ୍କ ପରିବାର ଲୋକ ଙ୍କୁ ସାହାଯ୍ୟ ଆବଶ୍ୟକ ସେ ସବୁ ଦୟାକରି ବନ୍ଧ କରିବାକୁ ଅନୁରୋଧ କରିଛନ୍ତି ଅରିନ୍ଦମ ଙ୍କ ଭଉଣୀ ।

ଦୟାକରି ଏପରି ଗୁଜବ କୁ ବିଶ୍ୱାସ ନକରିବାକୁ ଅନୁରୋଧ । ଅରିନ୍ଦମ ଙ୍କ ପରିବାର ର ଏଭଳି ସମୟରେ କିଛି ମିଥ୍ୟା ପ୍ରଚାର କରନ୍ତୁ ନାହିଁ । ଖବର ଟି କୁ ସେୟାର କରି ଲୋକମାନଙ୍କୁ ଏ ଗୁଜବ ର ସତ୍ୟତା ଜଣାନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *