ଭୟଙ୍କର ଶସ୍ତା ହେଲା ଗ୍ୟାସ । ଜାଣନ୍ତୁ ଏବେ କେତେ ଟଙ୍କା ରେ ପାଇବେ ଗ୍ୟାସ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଭୟଙ୍କର ଶସ୍ତା ଗ୍ୟାସ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସାଧାରଣତଃ ମଣିଷକୁ ସମାଜ ରେ ବସବାସ କରିବାକୁ ହେଲେ ଖାଦ୍ୟ , ବସ୍ତ୍ର , ବାସଗୃହ ଏକାନ୍ତ ପ୍ରୟୋଜନ ଅଟେ । ତେବେ ଖାଦ୍ୟ ହେଉଛି ମୁଖ୍ୟ ଯାହା ପାଇଁ ଇନ୍ଧନ ଜାଳେଣୀ ଆବଶ୍ୟକ ଅଟେ । ପୂର୍ବରୁ ଲୋକେ ବହୁ ଅଭାବ ଅ-ସୁ-ବି-ଧା ଭିତରେ ରହି ରାନ୍ଧୁଥିଲେ । ଗ୍ୟାସ ଇନ୍ଧନ ଭଳି କୌଣସି ବ୍ୟବସ୍ଥା ନଥିଲା । କିନ୍ତୁ ବର୍ତ୍ତମାନ ଦେଶ ଦୁନିଆ ଯେତିକି ଉନ୍ନତି କରୁଛି ଲୋକମାନେ ମଧ୍ୟ କିଛି ପରିମାଣରେ ସୁବିଧା ସେବା ଉପଲବ୍ଧ କରିପାରୁଛନ୍ତି । ତେବେ ବି-ବା-ଦ  ଘେରରେ ଥିବା ଏଲପିଜି ସବସିଡି କୁ ନେଇ ନୂଆ ତଥ୍ୟ ସାମ୍ନା କୁ ଆସିଛି । 

 

କେନ୍ଦ୍ର ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବସିଡି ବର୍ତ୍ତମାନ ବହୁ ନିମ୍ନ ବା ନଗଣ୍ୟ ସ୍ତରରେ ରହିଥିବାରୁ ଏହା ଗୁରୁତ୍ୱାହୀନ ହୋଇପଡିଛି । ବର୍ତ୍ତମାନ ସମୟରେ ଏଲପିଜି ର ମୁଖ୍ୟ ଆକାଶ ଛୁଆଁ । ପାଖାପାଖି ୧୦୦୦ ଟଙ୍କା ବୃଦ୍ଧି ହେବାରେ ଲାଗିଛି । ଯାହା ଫଳରେ ସାଧାରଣ ଜୀବନ ଯାପନ କରୁଥିବା ଲୋକ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଲପିଜି ୧୦୦୦ ଟଙ୍କା ବୃଦ୍ଧିକୁ ନେଇ ଗ୍ରାହକ ଙ୍କ ମନରେ ଏହା ଚିନ୍ତାର ବିଷୟ ପାଲଟିଛି । ତେବେ ଲୋକମାନେ ଅଧିକ ମୂଲ୍ୟ ଦେଇ ଏଲପିଜି କିଣୁଥିବାରୁ ଲୋକଙ୍କ ମନରେ ଅ-ସ-ନ୍ତୋ-ଷ ଭାବ ଦେଖିବାକୁ ମିଳୁଛି । ତେବେ ଏପ୍ରକାର ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଗ୍ରାହକ ଙ୍କ ପାଇଁ ଆଖି ଦୃଶିଆ ସବସିଡି ଦେବା ବିଷୟରେ ଅବଗତ କରାଇଛନ୍ତି । ଏସବୁ ପାଇଁ ଏକ ନୂଆ ସର୍ଭେ ଆରମ୍ଭ କରାଯିବ ବୋଲି ଶୁଣିବାକୁ ମିଳିଛି । 

 

ତେବେ ସରକାର ଙ୍କ ଏଭଳି ନିଷ୍ପତି ରେ କେଉଁ ମାନେ ସବସିଡି ଅଧିକାରୀ ହେବେ ତଥା କେତେ ଟଙ୍କା ସବସିଡି ମିଳିବ ଏନେଇ କୌଣସି ଧାର୍ଯ୍ୟ କରାଯାଇ ନାହିଁ । ୨୦୨୦ ମସିହାରେ ଏହି ସବସିଡି ବ୍ୟବସ୍ଥା କୁ ଉଛେଦ୍ଦ କରାଯାଇଥିଲା । ତେବେ ଗ୍ରାହକ ଙ୍କ ଅ-ସ-ନ୍ତୋ-ଷ ଭାବ ଦେଖି ସରକାର ସବସିଡି ନିମନ୍ତେ ବିଚାର ବଦ୍ଧ ହୋଇଛନ୍ତି । ବିଭିନ୍ନ ରାଜ୍ୟରେ ସବସିଡି ହାର ଭିନ୍ନ ଭିନ୍ନ ଅଟେ । ତେବେ ସର୍ବାଧିକ ୩୦ ଟଙ୍କା ସବସିଡି ମିଳୁଥିବାର ସୂଚନା ମିଳିଛି । ସେପଟେ ନୂଆଦିଲ୍ଲୀ ରେ ଏଲପିଜି ମୂଲ୍ୟ ୫୮୧  ଥିବାବେଳେ ବାରମ୍ବାର ମୂଲ୍ୟ ବୃଦ୍ଧି ପାଇ ବର୍ତ୍ତମାନ ୮୮୪ ଟଙ୍କା ୫୦ ପଇସା  ମୂଲ୍ୟରେ ଗ୍ୟାସ ବିକ୍ରି ହେଉଛି । 

 

ଅନ୍ୟପଟେ ଭୁବନେଶ୍ୱର ରେ ସିଲିଣ୍ଡର ର ମୂଲ୍ୟ ୯୧୧ ଟଙ୍କା ସର୍ବାଧିକ ମୂଲ୍ୟରେ ମିଳୁଛି । ତେବେ ଗ୍ରାହକ ଘରୋଇ ଦରରେ କିଣୁଥିବା ବହୁ ଅ-ସ-ନ୍ତୋ-ଷ ପ୍ରକାଶ କରୁଛନ୍ତି । ତ ଜଣେ ଗ୍ରାହକ ସର୍ବାଧିକ କେତେ ମୂଲ୍ୟରେ ସିଲିଣ୍ଡର କିଣିପାରିବେ ଏନେଇ ସରକାର ଏକ ସର୍ଭେ ଆରମ୍ଭ କରିଛନ୍ତି । ଦେଶରେ ଏଲପିଜି ବ୍ୟବହାର କାରୀ ଙ୍କ ସଂଖ୍ୟା ଅଧିକ ଅଟେ । ପାଖାପାଖି ୨୦.୭୨ କୋଟି ଲୋକ ହେଉଛନ୍ତି ଅଣ ଉଜ୍ଜଲା ଗ୍ରାହକ । ଗତ କିଛି ବର୍ଷ ହେବ ଏଲପିଜି ସବ୍ସିଡି ରେ ଅନେକ ପରିବର୍ତନ ଦେଖିବାକୁ ମିଳିଛି । ତେଣୁ ସରକାର ଗ୍ରାହକ ଙ୍କ ପାଇଁ ସବ୍ସିଡି ବ୍ୟବସ୍ଥା କଲେ ଗ୍ରାହକ ବେଶ୍ ଲାଭଦାୟକ ହୋଇପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *