ଦେଖ Video : ଗାଁ କୁ ଶେଷ ଥର ଯାଇଥିଲେ । କରିଥିଲେ ଏଭଳି ମସ୍ତି Video ଦେଖିଲେ ଆଖି ଛଳ ଛଳ ହେଇଯିବ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ଅରିନ୍ଦମ ଶେଷ ଥର ପାଇଁ ଗାଁ କୁ ଯାଇଥିଲେ କେମିତି ମସ୍ତି କରିଥିଲେ ଦେଖିବା video । ତେବେ ଆସନ୍ତୁ ଜାଣିବା ଅରିନ୍ଦମ ବିଷୟରେ କେମିତି…

ଅରିନ୍ଦମ ଆଜି ଆମ ଗହଣ ରେ ସିନା ନାହାନ୍ତି ହେଲେ ତାଙ୍କ ସ୍ମୃତି ଆଉ ସେ ଯେମିତି ଅମର ହୋଇ ରହି ଯାଇଛି । କିଏ ବା ତାଙ୍କ ପାଇଁ ମନ କଷ୍ଟ ନ କରୁଛି ହେଲେ ଆଉ କିଛି ବାକି ନାହିଁ ସବୁ ସରିଯାଇଛି । ଅରିନ୍ଦମ ଙ୍କ ଭଳି ପିଲା ଓ ସାମ୍ବାଦିକ ହିସାବରେ ଓଡିଶା ରେ କେବେ ଜନ୍ମ ନେବେ ନା ନାହିଁ ତାହା ବି ସନ୍ଦେହ ।

ଅରିନ୍ଦମ ଙ୍କ ଗାଁ ହେଉଛି କେନ୍ଦୁଝର ଜିଲ୍ଲାର ଏକ ଛୋଟ ଗ୍ରାମରେ । ସେ କାମ ବେସ୍ତ ଭିତରେ ବହୁତ କମ କେନ୍ଦୁଝର ଯାଇଥାନ୍ତି ହେଲେ ଯେବେ ଯାଆନ୍ତି ସାଙ୍ଗ ଓ ସ୍ତ୍ରୀ ଗାଁ ପିଲାଙ୍କ ସହ ଖୁବ ମସ୍ତି କରିଥାନ୍ତି । ଆଜି ତାଙ୍କର ଏକ Video ଭାଇରଲ ହେଇଛି ଯେଉଁଥିରେ ଅରିନ୍ଦମ ସ୍ତ୍ରୀ ଓ ଗାଁ ପିଲାଙ୍କ ସହ ଖୁବ ମସ୍ତି କରିବାର ନଜର ଆସିଥିଲେ । ସବା ଶେଷରେ ଦେଖ Video ଅରିନ୍ଦମ କେମିତି ମସ୍ତି କରୁଥିଲେ ।

Video ତଳେ ଦେଖନ୍ତୁ ଓ ଦେଖି ସରିବା ପରେ ଯଦି ଆପଣଙ୍କୁ ଭଲ ଲାଗିବ ତାହେଲେ ତଳେ ଗୋଟିଏ ଲାଇକ ଓ ଖବର ଗୋଟିଏ share କରିବାକୁ ଆମର ଅନୁରୋଧ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *