ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ଅରିନ୍ଦମ ଶେଷ ଥର ପାଇଁ ଗାଁ କୁ ଯାଇଥିଲେ କେମିତି ମସ୍ତି କରିଥିଲେ ଦେଖିବା video । ତେବେ ଆସନ୍ତୁ ଜାଣିବା ଅରିନ୍ଦମ ବିଷୟରେ କେମିତି…
ଅରିନ୍ଦମ ଆଜି ଆମ ଗହଣ ରେ ସିନା ନାହାନ୍ତି ହେଲେ ତାଙ୍କ ସ୍ମୃତି ଆଉ ସେ ଯେମିତି ଅମର ହୋଇ ରହି ଯାଇଛି । କିଏ ବା ତାଙ୍କ ପାଇଁ ମନ କଷ୍ଟ ନ କରୁଛି ହେଲେ ଆଉ କିଛି ବାକି ନାହିଁ ସବୁ ସରିଯାଇଛି । ଅରିନ୍ଦମ ଙ୍କ ଭଳି ପିଲା ଓ ସାମ୍ବାଦିକ ହିସାବରେ ଓଡିଶା ରେ କେବେ ଜନ୍ମ ନେବେ ନା ନାହିଁ ତାହା ବି ସନ୍ଦେହ ।
ଅରିନ୍ଦମ ଙ୍କ ଗାଁ ହେଉଛି କେନ୍ଦୁଝର ଜିଲ୍ଲାର ଏକ ଛୋଟ ଗ୍ରାମରେ । ସେ କାମ ବେସ୍ତ ଭିତରେ ବହୁତ କମ କେନ୍ଦୁଝର ଯାଇଥାନ୍ତି ହେଲେ ଯେବେ ଯାଆନ୍ତି ସାଙ୍ଗ ଓ ସ୍ତ୍ରୀ ଗାଁ ପିଲାଙ୍କ ସହ ଖୁବ ମସ୍ତି କରିଥାନ୍ତି । ଆଜି ତାଙ୍କର ଏକ Video ଭାଇରଲ ହେଇଛି ଯେଉଁଥିରେ ଅରିନ୍ଦମ ସ୍ତ୍ରୀ ଓ ଗାଁ ପିଲାଙ୍କ ସହ ଖୁବ ମସ୍ତି କରିବାର ନଜର ଆସିଥିଲେ । ସବା ଶେଷରେ ଦେଖ Video ଅରିନ୍ଦମ କେମିତି ମସ୍ତି କରୁଥିଲେ ।
Video ତଳେ ଦେଖନ୍ତୁ ଓ ଦେଖି ସରିବା ପରେ ଯଦି ଆପଣଙ୍କୁ ଭଲ ଲାଗିବ ତାହେଲେ ତଳେ ଗୋଟିଏ ଲାଇକ ଓ ଖବର ଗୋଟିଏ share କରିବାକୁ ଆମର ଅନୁରୋଧ । ଜୟ ଜଗନ୍ନାଥ ।