DSP ଅସୀମ ପଣ୍ଡା ଏମିତି କହିଲେ REPORTER ଅରିନ୍ଦମ ଙ୍କ ବିଷୟରେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଅସୀମ ପଣ୍ଡା ଡି.ଏସ. ସି ଆଜି ପର୍ଯ୍ୟନ୍ତ ଭି ବିଶ୍ୱାସ କରିପାରୁ ନାହାନ୍ତି ଅରବିନ୍ଦ ଙ୍କ ପ-ର-ଲୋ-କ ଘଟଣା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏକ ନିର୍ଭୀକ ସାମ୍ବାଦିକ ଥିଲେ ସେ । ପ୍ରତିକୂଳ ପରିସ୍ଥିତି ରେ ଆମ ମାନଙ୍କୁ ସମସ୍ତ ଖବର ଦେଉଥିବା ଏହି ମଣିଷ ଜଣକ ଛାଡ଼ି ଚାଲିଗଲେ । ଗୋଟିଏ ହାତୀ କୁ ଉଦ୍ଧାର କରିବା ଖବର ସମସ୍ତ ଜନ ସାଧାରଣ ଙ୍କ ଠାରେ ପହଞ୍ଚାଇବା ପାଇଁ ଯାଇଥିଲେ । ହେଲେ ଜାଣି ନଥିଲେ ସେହି ପାଣି କୁ ଯିବା ସମୟରେ ଯେତେ ଭି ଲାଇଭ ଜାକେଟ୍ ନିଅନ୍ତୁ ନା କାହିଁକି , ତାଙ୍କୁ ସେହି ପାଣି ରେ ହିଁ କାଳ ଜଗି ବସିଛି । କେନ୍ଦୁଝର ଜିଲ୍ଲା ରେ ଜନ୍ମ ହେଇଥିଲେ ଏହି ସାହସୀ ସାମ୍ବାଦିକ ଅରିନ୍ଦମ । 

 

ଛୋଟ ବେଳୁ ଖୁବ ସାହସୀ ଥିଲେ । ପ୍ରଥମେ ଧରିତ୍ରୀ ଖବର କାଗଜ ରେ ଚାକିରୀ କରିଥିଲା ଓ ସେ ତାଙ୍କ ରିପୋର୍ଟିଂ ଅ-ପ-ରା-ଧି-କ ରିପୋଟ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ତାଙ୍କ ପରିବାର ରେ ତାଙ୍କ ସ୍ତ୍ରୀ ସହ ଏକ ୩ ବର୍ଷ ର ପୁଅ ମଧ୍ୟ ରହିଛନ୍ତି | ତାଙ୍କ ଜଣେ ଭଉଣୀ ମଧ୍ୟ ଅଛନ୍ତି । ବର୍ତମାନ ତାଙ୍କ ଭାଇ ଙ୍କୁ ସେ ଅନେକ ଝୁରୁଛନ୍ତି ଏହା ସହ ତାଙ୍କ ପୁଅ ମଧ୍ୟ ଏବେ ତାଙ୍କୁ ଖୋଜୁଛନ୍ତି । ଏପରି ଦୁଃ-ଖ-ଦ ଖବର ଦେଖି ସାରା ଓଡ଼ିଶା ବାସୀ ଙ୍କ ଆଖି ମଧ୍ୟ ଲୁହ ରେ ଭରି ଯାଇଛି ।

 

ଅରବିନ୍ଦ ଙ୍କ ମ-ର-ଣ ଘଟଣା କୁ କେହି ଭି ବିଶ୍ୱାସ କରି ପାରୁ ନାହାଁନ୍ତି । ତାଙ୍କର ଏପରି ଅବସ୍ଥା ହୋଇଯିବ ଏହା ଭି କେହି ଭାବି ନଥିଲେ । ଆଜି ତାଙ୍କର ଅତି ଆନ୍ତରିକ ବ୍ୟକ୍ତି ଅସୀମ ପଣ୍ଡା ଭୁବନେଶ୍ଵର ରେ  ସହିଦନଗର ଥାନା ରେ ସେ କାର୍ଯ୍ୟ କରୁଥିଲେ । ଅରିନ୍ଦମ ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ସେ ବର୍ତ୍ତମାନ ବଦଳି ହୋଇ ରାଉଲକେଲା ଡି.ଏସ.ପି ହିସାବରେ କାର୍ଯ୍ୟରତ ଅଛନ୍ତି । ସେ ଆଜି କହିଛନ୍ତି କି ସେ ଆଜି ପର୍ଯ୍ୟନ୍ତ ବିଶ୍ୱାସ କରି ପାରୁନାହାନ୍ତି ଅରିନ୍ଦମ ଙ୍କ ପ-ର-ଲୋ-କ ଘଟଣା କୁ ।

 

ସେ ଓ ଅରିନ୍ଦମ ଏନ୍.ସି.ସି ରେ ହିଁ ଚିହ୍ନ ହୋଇଥିଲେ ପରେ ଉଭୟ ଙ୍କ ମଧ୍ୟରେ ଆନ୍ତରିକତା ବଢିବା ପରେ ଅସୀମ ପଣ୍ଡା ପାରିବାରିକ ବନ୍ଧୁ ହୋଇ ଯାଇଥିଲେ । ଅସୀମ ପଣ୍ଡା ଙ୍କ କହିବା ଅନୁସାରେ ଅରିନ୍ଦମ ଙ୍କ ପରି ଏତେ କମ୍ ବୟସର ବ୍ୟକ୍ତି ଏମିତି କେହି ନଥିଲେ କି ଯେଉଁ ମାନେ ଏତେ ସାହସିକତା ସହିତ ସମସ୍ତ ଖବର କୁ ଆଣି ପାରୁଥିଲେ । 

 

ସମସ୍ତଙ୍କ ର ଭଲ ମନ୍ଦ ରାତି ନାହିଁ ଦିନ ନାହିଁ ସବୁ ସମୟରେ ପହଞ୍ଚି ପାରୁଥିଲେ । ହେଲେ ତାଙ୍କର ସେହି ପରି ଆଗତ କାର୍ଯ୍ୟ କୁ ଦେଖି ବାତ୍ୟା ସମୟରେ ଅସୀମ ପଣ୍ଡା ମଧ୍ୟ ମନା କରିଥିଲେ । ହେଲେ ଏତେ ଭଲ ବ୍ୟକ୍ତି ଆଉ ଏହି ଦୁନିଆରେ ନାହାନ୍ତି । ବାସ୍ତବରେ କେବଳ ରେ ତାଙ୍କୁ ତାଙ୍କ ବନ୍ଧୁ ଝୁରୁଛନ୍ତି ତାହା ନୁହଁ ସମଗ୍ର ଓଡ଼ିଶା ବାସୀ ତାଙ୍କୁ ଝୁରୁଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *