ଦେଖ Video : କଣ ପାଇଁ ସେଦିନ ବୁଡ଼ିଲା Boat ଆସନ୍ତୁ ଶୁଣିବା ସେ ଦିନ ଲୋମ ଟାଙ୍କୁରା କାହାଣୀ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସେହି ଦିନ ର ଦୃଶ୍ୟ କୁ କହିବା ବେଳେ ନିଜ ର  କୋହ କୁ ସମ୍ଭାଳି ପାରୁନାହାନ୍ତି ଜଣେ ବନ କର୍ମଚାରୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ Video ଦେଖନ୍ତୁ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

ଅରିନ୍ଦମ ଙ୍କ ର ଏହି ପରି ଚାଲିଯିବା ଅତ୍ୟନ୍ତ ଦୁଃଖଦ ଅଟେ । କେହି କେବେ ଭାବି ନଥିଲେ କି ଲୋକ ଙ୍କ ହିତ ରେ ସର୍ବଦା ରହୁଥିବା ଅରିନ୍ଦମ ଙ୍କ ର କେବେ ଏହି ପରି ହେବ।ଅରିନ୍ଦମ ଙ୍କ ଭଳି ଆଗ ଧାଡ଼ିର ଜଣେ ଦକ୍ଷ ସାମ୍ବାଦିକ କୁ ହରେଇ ସାରା ଓଡିଶା ଆଜି କ୍ଷତି ସହିଛି । ବନ୍ୟା ବାତ୍ୟା ହେଉ କି ଆଉ କୌଣସି ଅଭାବନୀୟ ଘଟଣା ଯେମିତି ବି ପ୍ରତିକୂଳ ପରିସ୍ଥିତି ହେଉ ନ କାହିକି  ଅରିନ୍ଦମ ସବୁଥିରେ ଆଗରେ ଥାନ୍ତି ।

ଅରିନ୍ଦମ ଙ୍କ ବିଷୟ ରେ ତା କହିଲେ ଉଣା ହେବ ତାଙ୍କ ଭଳି ଜଣେ ଭଲ ଚରିତ୍ର ର ପିଲା ଓ ସହୃଦୟ ବ୍ୟକ୍ତି ଆଉ ମିଳିବେନି । ଓଟିଭି ପାଈ ସେ ଏକ ବଡ଼ ଗର୍ବ ଥିଲେ। ଓଟିଭି କୁ ବଡ଼ ବଡ଼  ଖବର ଯୋଗାଉ ଥିବା ଜଣେ ଓସ୍ତାତ୍ ଥିଲେ । ହେଲେ କିଏ ଜାଣିଥିଲା ତାଙ୍କ ସହିତ ଏହିପରି ଘଟଣା ଘଟି ଯିବ ବୋଲି।

ଜଣେ ବନ ବିଭାଗ ର କର୍ମଚାରି ହୋଇ ମଧ୍ୟ ନିଜ ଜୀବନ କୁ ପଛରେ  ପକାଇ ସେ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ । କିଛି ନ ଭାବି କିଛି ନ ଶୁଣି ଡଙ୍ଗା ଧରି ଗଭୀର ପାଣି କୁ ପାଇଯାଇଥିଲେ  ସେ ।ଏହା ହେଉଛି ଅରିନ୍ଦମ ଙ୍କ ପ୍ରତି ତାଙ୍କର ଭଲ ପାଇବା । ଏହା ହେଉଛି ଅରିନ୍ଦମ ଙ୍କ ର ଲୋକପ୍ରୀୟତା। ଯାହା ବି ହେଉ ଏହିସବୁ ଭିତରେ ଧନ୍ୟବାଦ୍ ଦେବା କୁ ପଢିବ ବନ କର୍ମ ଚାରି ଙ୍କୁ। 

ତେବେ ଜଣେ ବନ ବିଭାଗ କର୍ମଚାରୀ  ଛଳ ଛଳ ଆଖିରେ କହିଲେ ଅରିନ୍ଦମ ଭାଇ ଥିଲେ ଆମର ପ୍ରିୟ ରିପୋର୍ଟର ଥିଲେ।ଅରିନ୍ଦମ ଭାଇ କୁ ମୁ ବହୁତ ଚେଷ୍ଟା କରି ଥିଲି ତାଙ୍କୁ ବଞ୍ଚାଇବା ପାଇଁ । ମୁଁ ଭାବୁଥିଲି ସେ ବି କାହା ବାପା କାହା ପୁଅ  ଆଉ କାହା ସ୍ବାମୀ ହୋଇଥିବେ ।ସେଥିପାଇଁ ଆପଣ ଚେଷ୍ଟା କରିଥିଲି ବଞ୍ଚାଇବା କୁ । ଯେତେବେଳେ ମୁଁ ଦେଖିଲି ସେ ବଞ୍ଚି ଛନ୍ତି ମୁ ତାଙ୍କୁ କୂଳ କୁ ଆଣିବାକୁ କୁ ବହୁତ ଚେଷ୍ଟା କଲି। ମୁଁ ମୋ ଡଙ୍ଗା କୁ ଉଠେଇଲି ଆଉ ତାଙ୍କୁ କୂଳକୁ ମଧ୍ୟ ଆଣିଲି । ଆଉ ଯେତେବେଳେ ଜାଣିଲି ଆଉ  ସେ ଆଉ ଏହି ଦୁନିଆ ରେ ନାହାଁନ୍ତି ମୁ ମୋ ନିଜ କୁ ସମ୍ଭାଳି ପାରିଲିନି। ଏମିତି କହି ଭୋ ଭୋ ହୋଇ ନିଜ ଲୁହ ଏବଂ କୋହ କୁ ସମ୍ଭାଳି ପାରିଲେନି ବନ ବିଭାଗ ର କର୍ମଚାରୀ ମାନସ ବେହେରା।  ଦେଖ Video ।

     

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *