ଯଦି ଆପଣ ସୌମ୍ୟଙ୍କ ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଅରିନ୍ଦମ ଙ୍କୁ ଚିର ଆମର ରଖିବା ପାଇଁ ଆସିଲା ଏକ ନୂଆ ସଙ୍ଗୀତ “ମନେ ପଡ ତୁମେ ଅରିନ୍ଦମ ଭାଇ”।
ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତମାନ ର ସମୟ ଭାରି ଜଟିଳତର । ପ୍ରତି ଟି ମୁହୂର୍ତ୍ତ ରେ ଦୁ-ର୍ଘ-ଟ-ଣା ଆଖି ଖୋଲି ଚାହିଁ ରହିଛି । ଜୀବନ ରେ ବହୁତ୍ କିଛି ଦୁ-ର୍ଘ-ଟ-ଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ । ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । ତେଣୁ ଯେତେ ସତର୍କତା ଅବଲମ୍ବନ କରି ଯେ କୌଣସି କାର୍ଯ୍ୟ କରିବା ଉଚିତ୍ ।
ବର୍ତମାନ ର ସବୁଠାରୁ ଦୁଃ-ଖ-ଦ ଖବର ହେଉଛି କି ଅରବିନ୍ଦ ମ-ର-ଣ ର ଘଟଣା । ଏକ ନିର୍ଭୀକ ସାମ୍ବାଦିକ ଥିଲେ ସେ । ପ୍ରତିକୂଳ ପରିସ୍ଥିତି ରେ ଆମ ମାନଙ୍କୁ ସମସ୍ତ ଖବର ଦେଉଥିବା ଏହି ମଣିଷ ଜଣକ ଛାଡ଼ି ଚାଲିଗଲେ । ଗୋଟିଏ ହାତୀ କୁ ଉଦ୍ଧାର କରିବା ଖବର ସମସ୍ତ ଜନ ସାଧାରଣ ଙ୍କ ଠାରେ ପହଞ୍ଚାଇବା ପାଇଁ ଯାଇଥିଲେ । ହେଲେ ଜାଣି ନଥିଲେ ସେହି ପାଣି କୁ ଯିବା ସମୟରେ ଯେତେ ଭି ଲାଇଭ ଜାକେଟ୍ ନିଅନ୍ତୁ ନା କାହିଁକି , ତାଙ୍କୁ ସେହି ପାଣି ରେ ହିଁ ମ-ର-ଣ ଜଗି ବସିଛି । କେଉଁନ୍ଦୁଝର ଜିଲ୍ଲା ରେ ଜନ୍ମ ହେଇଥିଲେ ଏହି ସାହସୀ ସାମ୍ବାଦିକ ଅରିନ୍ଦମ ।
ଛୋଟ ବେଳୁ ଖୁବ ସାହସୀ ଥିଲେ । ପ୍ରଥମେ ଧରିତ୍ରୀ ଖବର କାଗଜ ରେ ଚାକିରୀ କରିଥିଲା ଓ ସେ ତାଙ୍କ ରିପୋର୍ଟିଂ ଅପରାଧିକ ରିପୋଟ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ତାଙ୍କ ପରିବାର ରେ ତାଙ୍କ ସ୍ତ୍ରୀ ସହ ଏକ ୩ ବର୍ଷ ର ପୁଅ ମଧ୍ୟ ରହିଛନ୍ତି | ତାଙ୍କ ଜଣେ ଭଉଣୀ ମଧ୍ୟ ଅଛନ୍ତି । ବର୍ତମାନ ତାଙ୍କ ଭାଇ ଙ୍କୁ ସେ ଅନେକ ଝୁରୁଛନ୍ତି ଏହା ସହ ତାଙ୍କ ପୁଅ ମଧ୍ୟ ଏବେ ତାଙ୍କୁ ଖୋଜୁଛନ୍ତି । ଏପରି ଦୁଃ-ଖ-ଦ ଖବର ଦେଖି ସର ଓଡ଼ିଶା ବାସୀ ଙ୍କ ଆଖି ମଧ୍ୟ ଲୁହ ରେ ଭରି ଯାଇଛି ।
ଏପରି ଏକ ସାମ୍ବାଦିକ ଙ୍କୁ ହରାଇ ଓଡ଼ିଶା ବାସୀ ଅନେକ ମର୍ମାହତ ହୋଇପଡିଛନ୍ତି । ସମସ୍ତ ଗଣମାଧ୍ୟମ ଜଗତ ମଧ୍ୟ ଏକ ଅପୂରଣୀୟ କ୍ଷ-ତି ସହୁଛି । ତାଙ୍କ ର ସବୁ କିଛି କଷ୍ଟ ପାଇଁ ଆମେ ବହୁତ୍ କିଛି ଖବର ପାଖରୁ ଦେଖି ପାରୁଥିଲୁ । ତାଙ୍କୁ ଚିର ଅମର ରଖିବା ପାଇଁ ତାଙ୍କ ନାମ ରେ ଏକ ସଙ୍ଗୀତ ରେକର୍ଡ ହୋଇ ସାରିଛି କି “ମନେ ପଡ ତୁମେ ଅରିନ୍ଦମ ଭାଇ” । ଏହି ଗୀତ ଟି କଟକ ର ଟାଇଗର ଷ୍ଟୁଡିଓ ରେ ରେକର୍ଡ ହୋଇଥିବା ବେଳେ ଏହି ଗୀତ ଟି ମାନସ କୁମାର ଲେଖିଛନ୍ତି । ଏହି ସଙ୍ଗୀତ ଟି ଲଭର୍ସ ଓଡ଼ିଆ ୟୁ ଟ୍ୟୁବ୍ ଚେନାଲ ରେ ଆସିଅଛି । ସେହି ଭିଡିଓ କୁ ବହୁତ୍ ସାରା ଭଲ ପାଇବା ଦେବା ସହିତ ଚିର ଆମର ରହିବେ ଅରିନ୍ଦମ । ତଳେ ଗୀତ ଟି ଶୁଣନ୍ତୁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।