ବା-ତ୍ୟା ଗୁଲାବ ର LIVE ଭିଡ଼ିଓ : ଦେଖ କେମିତି ରଚିଲା ତାଣ୍ଡବ ବା-ତ୍ୟା GULAB ! ଦେଖ ଏହି VIDEO….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଟଳିଲା ବା-ତ୍ୟା ଭ-ୟ; ଓଡ଼ିଶାରେ ନାହିଁ ପ୍ରଭାବ, ଉପକୂଳ ଅତିକ୍ରମ କଲା ଗୁଲାବ।ଦେଖ Video କେମିତି ରଚିଲା ତାଣ୍ଡବ ବା-ତ୍ୟା ଗୁଲାବ

ସାଧାରଣ ଅକ୍ଟୋବର ମାସରେ ବଙ୍ଗସାଗର ରେ ଘୁ-ର୍ଣ୍ଣିବ-ଳୟ ସୃଷ୍ଟି ହେଇ ଅ-ବପା-ତ ରେ ପରିଣତ ହୋଇଥାଏ ।ବଙ୍ଗୋପ ସାଗରରେ ସୃଷ୍ଟି ବା-ତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ତେବେ ଟଳିଛି ବା-ତ୍ୟା ଭୟ । ଓଡ଼ିଶାରେ ନାହିଁ ବାତ୍ୟା ପ୍ରଭାବ । ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗୁଲାବ । 

 

ଆନ୍ଧ୍ର କଳିଙ୍ଗପଟ୍ଟନମ୍ ନିକଟରେ ସଂଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଉ କିଛି ସମୟ ଭିତରେ ସରିବ । ଅର୍ଥାତ୍ ଆଉ କିଛି ସମୟ ପରେ ସ୍ଥଳଭାଗ ଅତିକ୍ରମ କରିବ ଗୁଲାବ୍ । କିନ୍ତୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ଉପକୂଳରେ ପବନର ସେଭଳି ପ୍ରଭାବ ନାହିଁ ।

 

ଏବେ କଳିଙ୍ଗପଟ୍ଟନମଠାରୁ ୨୦ କିମି ଦୂରରେ ରହି ଗୁଲାବ । ବା-ତ୍ୟା ଗୁଲାବ ଆନ୍ଧ୍ର ର କଳିଂଗପଟନାମ ର ମେଟାଲି ମୋଦୀଗୁଡା ରେ ସ୍ଥ-ଳ ଭାଗ ଛୁଇଁଛି ଏହାର ପ୍ରଭାବ ରେ ପୁରୀ ରେ ୩୦/୪୦ କିଲୋମିଟର ପବନ ହେଇଛି ଓ ଗଞ୍ଜାମ ରେ ସର୍ବାଧିକ ୭୦/୯୦ କିଲୋମିଟର ରେ ପବନ ରେକର୍ଡ ହେଇଛି ।

 

ତେବେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେଉଛି । ଗୁଲାବ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୭ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରା ଯାଇଥିଲା । ସେ ସବୁ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ଓ୍ୱା-ର୍ଣ୍ଣିଂ ଜାରି କରାଯାଇଛି ଏହାବାଦ୍ ୧୦ଟି ଜିଲ୍ଲାକୁ ୟେଲୋ ଓ୍ୱା-ର୍ଣ୍ଣିଂ ଜାରି ହୋଇଛି । ସବା ଶେଷରେ ଦେଖନ୍ତୁ କେମିତି ରଚିଲା ତାଣ୍ଡବ…

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *