ଅବପାତ ର ରୂପ ନେଇଗଲା ଲଘୁଚାପ । ୭ ଜିଲ୍ଲାରେ ରଚିବ ତାଣ୍ଡବ…. କେଉଁ କେଉଁ ଜିଲ୍ଲା ଜାଣି ରଖ…

 

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଅବପାତର ରୂପ ନେଇ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ଦିନରେ ପ୍ରବଳ ବର୍ଷିବ । ୭ ଜିଲ୍ଲାକୁ ରେଡ୍ ୱାର୍ଣିଂ ଦିଆଯାଇଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବାତ୍ୟା ଓ ଓଡ଼ିଶା ର ସମ୍ପର୍କ ଓଡ଼ିଆଙ୍କ ଠାରୁ ଅଧିକ କିଏ ବା ଜାଣିଥିବ । ପ୍ରତିବର୍ଷ ନୂଆ ନୂଆ ରୂପ ନେଇ ଗୋଟେ ପରେ ଗୋଟେ ବାତ୍ୟା ଓଡ଼ିଶାରେ ପ୍ରଳୟ ସୃଷ୍ଟି କରିଆସିଛି । ଗୋଟେ ବାତ୍ୟାରେ ପ୍ରଭାବିତ ହୋଇଥିବା ଅଞ୍ଚଳ ଓ ଜନସାଧାରଣ କ୍ଷ-ୟ-କ୍ଷ-ତି କୁ ଭୁଲିବା ପୂର୍ବରୁ ଆଉ ଏକ ବାତ୍ୟା ମାଡିଆସେ ଓଡ଼ିଶା କୁ । ପ୍ରତିବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହୁଏ ଲଘୁଚାପ ଜନିତ ବାତ୍ୟା ଏବଂ ମାଡ଼ିଆସେ ଓଡ଼ିଶା ଉପକୂଳ ଆଡକୁ । ଅନେକ ଧନ, ଜୀବନ ଓ ଜୀବିକା ନ-ଷ୍ଟ କରି ଚାଲିଯାଏ । ତେବେ ପାଣିପାଗ ସୂଚନା ଅନୁଯାୟୀ ଆଉ ଏକ ପ୍ରଳୟଙ୍କାରୀ ବାତ୍ୟା ଓଡ଼ିଶା ଆଡକୁ ମାଡ଼ିଆସୁଛି । ସେପ୍ଟେମ୍ବର 18 ରେ କରିବ ଲ୍ୟାଣ୍ଡ୍ ଫଲ୍ । ଏନେଇ ସୂଚନା ଦେଲା ପାଣିପାଗ କେନ୍ଦ୍ର । ୧୩ ଟି ଜିଲ୍ଲା କୁ ରେଡ୍ ଜୋନ୍‌ ଭାବେ ଘୋଷଣା କରାଗଲା । ଧିରେ ଧିରେ ପାଖେଇଆସୁଛି ଆଉ ଗୋଟେ ମହା ପ୍ରଳୟଙ୍କାରୀ ବାତ୍ୟା । ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ଦିନ ଛୁଇଁବ ସ୍ଥଳଭାଗ । ୫ଟି ଜିଲ୍ଲା ରେ ରଚିବ ତାଣ୍ଡବ । ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ବାତ୍ୟାର ରୂପ ନେବା ଆରମ୍ଭ କରି ଦେଇଛି । 

 

ମାତ୍ର ଦୁଇ ଦିନ ପରେ ଓଡ଼ିଶା ଦେଖିବ ବାତ୍ୟା ର ତାଣ୍ଡବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୂଚନା ଅନୁସାରେ ପ୍ରବଳ ବର୍ଷା ସହ ବଜ୍ରପାତ ର ସମ୍ଭାବନା ରହିଛି। ଆସନ୍ତା ୧୮ ତାରିଖ ଦିନ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ l ଚିଠି ରେ ଏସ୍ ଆର୍ ସି ଉଲ୍ଲେଖ କରିଛନ୍ତି ଯେ ୟେଲୋ ୱାର୍ଣିଂ ଥିବା ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ  l ସହରାଞ୍ଚଳ ର ତଳିଆ ଅଞ୍ଚଳ ରେ ପାଣି ଜମା ହୋଇ ବିପରୀତ ପରିସ୍ଥିତି ସୃଷ୍ଟି ହୋଇପାରେ । ବର୍ଷା ପ୍ରକୋପରୁ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୮୦ କିମି ଟପିପାରେ । ତେଣୁ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ ଖୋଲାରଖିବାକୁ ନିର୍ଦ୍ଦେଶ ରହିଛି । ତେବେ ୧୮ ତାରିଖ ପରେ ବାତ୍ୟା ର ପ୍ରକୋପ ଧିରେ ଧିରେ କମିଯିବ । ଏହାକୁ ଆଖିଆଗରେ ରଖି ଗଜପତି, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ କେନ୍ଦୁଝର ଜିଲ୍ଲା କୁ ହାଇ ଆଲର୍ଟ ଘୋଷଣା କରାଯାଇଛି । ସେହିପରି ବାଲେଶ୍ଵର, କେନ୍ଦ୍ରାପଡ଼ା, ଭଦ୍ରକ ଆଦି ଜିଲ୍ଲା କୁ ରେଡ୍ ଜୋନ୍ ବୋଲି ଘୋଷଣା କରାଯାଇଛି l ବାତ୍ୟାର ପ୍ରକୋପ କମିବା ପରେ ସେପ୍ଟେମ୍ବର ୧୮ ରୁ ୨୦ ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୁରଭଂଜ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲା ରେ ବର୍ଷା ର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *