DFO ଏବେ ସଞ୍ଜୁ ବେହେରା ସହ ଯିବେ ଜେଲ। DFO ଙ୍କ ସଞ୍ଜୁ ବେହେରା ନାଁ ରେ କଳା କାରନାମା…..

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସଞ୍ଜୁ ବେହେରା କିଏ । ଡି ଏ ଫ ଙ୍କ ସହିତ କଣ ରହିଛି ସମ୍ପର୍କ । କଣ ରହିବ ପଦକ୍ଷେପ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଘଟଣା ମୁତାବକ ଏବେ ଯାହା ଜଣା ପଡ଼ୁଛି ସୌମ୍ୟ ଙ୍କ ମ-ର-ଣ ପଛରେ ମୂଖ୍ୟ ଖେଳାଳି ହେଉଛନ୍ତି ଡି.ଏଫ୍.ଓ  କିଛି ଦିନ ହେବ ତାଙ୍କୁ ନେଇ ବହୁତ୍ କିଛି  ଘଟଣା ସାମ୍ନା କୁ ଆସୁଛି ।ଯେମିତି କି ଡି.ଏଫ୍.ଓ ସୌମ୍ୟ ରଞ୍ଜନ ଙ୍କ ମ-ର-ଣ ଘଟଣା ଧୀରେ ଧୀରେ ବହୁତ୍ ଗଭୀର କୁ ଯାଉଛି ଓ ବହୁତ୍  ରୋମାଞ୍ଚକ ହୋଇ ଯାଉଛି । ଏହି କଥା ଟି କୁ ଯେତିକି ଯାଞ୍ଚ କରା ଯାଉଛି ସେତିକି ସେତିକି ଗୁମର ଫିଟି ଚାଲିଛି । ଯେମିତି ଲାଗିଛି କି ତାଙ୍କ ମ-ର-ଣ ଟି ଖୁବ୍ ରହସ୍ୟ ମୟ ।ତାଙ୍କ ମ-ର-ଣ ଘଟଣା ଟି ଦିନକୁ ଦିନ ବହୁ ଭିତରକୁ ଟାଣି ନେଉଛି ସେ ପାରଳା ଖେମୁଣ୍ଡି ବନ ବିଭାଗୀୟ ଥିଲେ ହେଲେ ଆରକ୍ଷୀ ଅଧିକାରୀ ଙ୍କ ତଦନ୍ତ ଅନୁସାରେ ଯାହା ଜଣା ପଡ଼ିଛି ସମ୍ୟ ରଞ୍ଜନ ଓ ତାଙ୍କ ସ୍ତ୍ରୀ ବିଦ୍ୟାଭାରତି ଙ୍କ ସମ୍ପର୍କ ଭଲ ନଥିବା ଖବର ଆସିଛି ।

 

ଦି.ଏଫ୍.ଓ ଙ୍କ ବିଷୟରେ ବହୁତ୍ କିଛି ଗୁମର ଫିଟାଇଛନ୍ତି ତାଙ୍କ  ଅଫିସ ରେ ବହୁତ୍ ବର୍ଷ ଆଗରୁ କାର୍ଯ୍ୟ କରିଥିବା ଗଙ୍ଗା । ଆହୁରି ମଧ୍ୟ ଚନ୍ଦନ କାଠ କୁ ମଧ୍ୟ ସନ୍ଧାନ କରା ଯାଇଛି କିଛି କିଛି କାଠ କୁ କଟା ଯାଇ ଏହାକୁ ବଡ଼ ବଡ ସ୍ଥାନ କୁ ଉଚ୍ଚା ଦର ରେ ବିକ୍ରି କରିଛନ୍ତି । ସେ କହିବା କଥା ହେଉଚି କି ଡି.ଏଫ୍.ଓ  ଯେ କହୁଥିଲେ କି ବିଦ୍ୟା ଭାରତୀ ଙ୍କୁ ଚିହ୍ନି ନାହାନ୍ତି ଏହା ସମ୍ପୂର୍ଣ ମିଥ୍ୟା କଥା ସେ କହୁଛନ୍ତି କାରଣ ସେହି ଅଫିସର୍ ଜଣଙ୍କ କହିଛନ୍ତି କି ସେ ରାତି ରେ କରୁଥିବା ଡିଉଟି ସମୟରେ ଅଫିସ ର ପଛ ଦେଇ ଡି.ଏଫ୍.ଓ ଅଫିସର ପଛ ରେ ଥିବା ସୌମ୍ୟ ରଞ୍ଜନ ଙ୍କ ଘରକୁ ଯିବାର ଦେଖିଥିଲି । ବିଦ୍ୟା ଭାରତୀ ମଧ୍ୟ ସକାଳେ ଓ ସନ୍ଧ୍ୟା ବେଳେ ଚାଲିବା ପାଇଁ ଯିବା ସମୟରେ ଡି.ଏଫ୍.ଓ ମଧ୍ୟ ତାଙ୍କ ଛାତ ଉପରେ ଛିଡା ହୋଇ ଲକ୍ଷ କରିଥାନ୍ତି । ଆଉ ସେ କହୁଥିବା କଥା ଗୁଡ଼ିକ ସମ୍ପୂର୍ଣ ରୂପେ ମି-ଥ୍ୟା । ତେବେ ଗୋଟିଏ ପରେ ଗୋଟିଏ ଗୁମର ଫୁଟିଥିବା ବେଳେ ସରକାର କୌଣସି ପଦକ୍ଷେପ ନେଇ ନାହି । ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟା ଭାରତୀ ଙ୍କୁ ଜେଲ୍ ହୋଇ ନାହି ରୋଷେୟା ଙ୍କୁ ଭଲ ଭାବରେ ଜେରା କରା ଯାଇ ନାହି । ଡି ଏ ଫ ଙ୍କ ଉପରେ କୌଣସି ପଦକ୍ଷେପ ନିଆ ଯାଇ ନାହି ବୋଲି ଅ-ସ-ନ୍ତୋ-ଷ ପ୍ରକାଶ କରିଥିଲେ ସୌମ୍ୟ ଙ୍କ ପରିବାର ବର୍ଗ । ଏକ ନୂଆ ତଥ୍ୟ ଲାଗିଛି କ୍ରାଇମ୍ ବ୍ରାଞ୍ଚ ହାତରେ । ଡି ଏ ଫ ଏକର ଏକର ଜାଗା କିଣି ସଞ୍ଜୁ ବେହେରା ଙ୍କ ନାମ କରୁଥିଲେ  । ପରେ ସେହି ଜାଗା ଗୁଡ଼ିକ ରେ କୁକୁଡ଼ା ଚାଷ କରୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଧରା ପଡି ନାହାନ୍ତି ଡି ଏ ଫ । ସମ୍ପର୍କୀୟ ଙ୍କ ନାମ ରେ ଏହି ସବୁ କରି ଲୁଚି ବୁଲୁଛନ୍ତି । ମାତ୍ର ଏ ସଞ୍ଜୁ ବେହେରା କିଏ ବୋଲି ଉଠିଛି ବଡ଼ ପ୍ରଶ୍ନ । ଆଗାମୀ ଦିନ ରେ ଡି ଏ ଫ ଙ୍କୁ ଇନକମ୍ ଟେକ୍ସ  ରେଡ୍ ହେବାର ଶୁଣା ଯାଇଛି । ଏ ନେଇ ଆଶଙ୍କା ରହିଛି ଯେ ଆଗାମୀ ଦିନ ରେ ସଞ୍ଜୁ ଙ୍କ ପରିଚୟ ଜଣା ପଡ଼ିବ ଓ ଉଭୟ ଡି ଏ ଫ ଓ ସଞ୍ଜୁ ବେହେରା ଙ୍କ ଉପରେ ନିଆ ଯାଇ ପାରେ ପଦକ୍ଷେପ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *