ମୋଦି ହେଲେ କି ଫେରାର । ବିନା ସିକୁରୁଟି ରେ ହାତରେ ଲଗେଜ ବ୍ୟାଗ ଧରେ RAILWAY ଷ୍ଟେସନ ରେ….

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ହଠାତ୍ ମୁମ୍ବାଇର ରେଳଷ୍ଟେସନରେ ଦେଖିବାକୁ ମିଳିଲା ନରେନ୍ଦ୍ର ମୋଦୀଙ୍କୁ, ଦେଖନ୍ତୁ ମୋଦୀ ହାତରେ ଟ୍ରଲି ବ୍ରିଫକେସ୍ ଧରି କୁଆଡେ ଯାଉଥିଲେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜିର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରାରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସାଇଟ୍ ରେ ବିଜି। ଏବେବି ସୋ-ସି-ଆ-ଲ୍ ମି-ଡି-ଆ-ରେ ଦେଶ ବିଦେଶ କୁ ନେଇ ବହୁତ ଏପରି କିଛି ଫଟୋ, ଭିଡିଓ, ଖବର ଆଦି ପ୍ରକାଶ ପାଉଛି ଯେଉଁଥିରେ କି ଲୋକମାନେ ଅନେକ ଜିନିଷ ଶିଖିବାକୁ ମଧ୍ୟ ପାଉଛନ୍ତି।ତେବେ ଏବେ ସୋ-ସି-ଆ-ଲ୍ ମି-ଡି-ଆ-ରେ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖି ଲୋକମାନେ ହୋଇ ରହି ଯାଇଛନ୍ତି। ଆଶ୍ଚର୍ଯ୍ୟ ବା ହେବେନି କିପରି ଏହା ଏମିତି ସେମିତି ଭିଡିଓ ନୁହେଁ ଦେଶର ପ୍ରଧାନମନ୍ତ୍ରୀଙ୍କର ଭିଡିଓ। ଆପଣମାନେ ବି ନିଶ୍ଚିତ ଭାବେ ଏହା ସମ୍ବନ୍ଧରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆଶାୟୀ ହୋଇଯିବେଣି, ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ ସମ୍ପର୍କରେ। 

 

ମୁମ୍ବାଇର ଦାଦର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ, ଯାହାକୁ ଦେଖି ଷ୍ଟେସନରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ତ ହୋଇଗଲେ ଆଉ କିଛି ଜାଣି ମଧ୍ୟ ପାରିଲେ ନାହିଁ କି ଏଠାରେ ହେଉଛି କଣ। ହାତରେ ଟ୍ରଲି ବିଫ୍କେସ୍ ଧରି ରେଳଷ୍ଟେସନରେ ଯିବାର ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଙ୍କୁ, ନା ସାଙ୍ଗରେ ଥିଲେ ସୁରକ୍ଷାକର୍ମୀ, ନା ଥିଲା ଭିଡ ଏକା ଏକା ଚାଲିଥିଲେ ମୋଦୀ। ହଠାତ୍ ଦେଖିବାକୁ ମିଳିଥିଲା ମୋଦୀଙ୍କୁ, ଆଉ ସେ ହାତରେ ଏକ ଟ୍ରଲି ବ୍ୟାଗ୍ ଧରି ଚାଲିଥିଲେ। ତେବେ ଏହା ଯାହା ଶୁଣୁଛନ୍ତି ଆପଣମାନେ ତାହା ସତ୍ୟ ନୁହେଁ, କାହିଁକି ନା ଲୋକମାନେ ଷ୍ଟେସନରେ ଯାହାକୁ ଦେଖିଥିଲେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୁହଁନ୍ତି,ସେ ତାଙ୍କପରି ଦେଖାଯାଉଥିବା ଆଉ ଜଣେ ବ୍ୟକ୍ତି। ତାଙ୍କୁ ଯିଏ ବି ହଠାତ୍ ଦେଖିବ ସିଏ ଧୋକା ଖାଇଯିବ, କାହିଁକି ନା ତାଙ୍କ କେବଳ ଚେହେରା ମୋଦୀ ଙ୍କ ସହ ମିଶିନଥାଏ, ସେ ମୋଦୀଙ୍କ ଦାଢି ରଖିଛନ୍ତି, ତାଙ୍କ ଚାଲିଚଳନୀ ମୋଦୀଙ୍କ ପରି ଆଉ ସେ ଡ୍ରେସ୍ ମଧ୍ୟ ମୋଦୀ ଙ୍କ ପରି ପିନ୍ଧି ଥାଆନ୍ତି। ଏଥିପାଇଁ ତାଙ୍କୁ ନେଇ ଅନେକ ସମୟରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଦେଖାଯାଉଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ଲାଲାଜୀ ଦେୱାରିୟା,ଅନେକ ସମୟରେ ଲୋକମାନେ ତାଙ୍କୁ ଦେଖି ଧୋକା ପାଇ ଯାଇଥାଆନ୍ତି। ସେ ଅବିକଳ ମୋଦୀଙ୍କ ପରି ଦେଖିବାକୁ। ସେ ଲମ୍ବା ଦାଢୀ ରଖିଛନ୍ତି, ଏହି ଲମ୍ବା ଦାଢି ହିଁ ତାଙ୍କୁ ମୋଦୀଙ୍କ ପରି ଦିଶିବା ପାଇଁ ବାଧ୍ୟ କରେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *