WATCH VIDEO : ନ୍ୟା-ୟ ପାଇଁ ଭୋ ଭୋ କାନ୍ଦିଲେ ଯୁବତୀ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା….

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏହି ଝିଅ ମିଡ଼ିଆ ସାମ୍ନାରେ କାହିଁକି ନ୍ୟାୟ ପାଇଁ ଭୋ ଭୋ କାନ୍ଦିଲେ ଜାଣିବା ପ୍ରଥମେ ଖବର ଟି କୁ ପଢନ୍ତୁ ଓ ଭିଡ଼ିଓ ଟିକୁ ଦେଖନ୍ତୁ ।

 

ଦେଶ ରାଜ୍ୟରେ ଅ-ନ୍ୟା-ୟ ଅ-ତ୍ୟା-ଚା-ର ଲାଗି ରହିଛି । ସଂସାରର ରକ୍ଷାକର୍ତ୍ତା ହିଁ ସଂସାର ର ବି-ନା-ଶ କରୁଛି ଅର୍ଥାତ୍ ଡକ୍ଟର ହେଉଛନ୍ତି ଦ୍ଵିତୀୟ ଭଗବାନ । ମଣିଷଙ୍କ ଜୀବନକୁ ରକ୍ଷା କରୁଥିବାରୁ ଏମାନଙ୍କୁ ଦ୍ଵିତୀୟ ଭଗବାନ ର ଆଖ୍ୟା ଦିଆଯାଇଛି । ତେବେ ଆଜିକାଲି ଅନେକାଂଶ କ୍ଷେତ୍ରରେ ଏହି ଡାକ୍ତର ମାନେ ପ୍ରା-ଣ-ର-କ୍ଷା କରିବା ପରିବର୍ତ୍ତେ ପ୍ରା-ଣ ହ-ର-ଣ କରିନେଇଛନ୍ତି । ଦେବତା ରୁ ସିଧାସଳଖ ଦାନବ ଭଳି କାର୍ଯ୍ୟ କରୁଛନ୍ତି । ଯଦ୍ୱାରା ମାନବ ଜୀବନ ନି-ରା-ଶ-ୟ ହୋଇଗଲାଣି । ତେବେ ପ୍ରତିଦିନ କିଛି ନ କିଛି ହସ୍ପିଟାଲ ତଥା ଡାକ୍ତରଙ୍କ ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ ଆସୁଥିବାର ଶୁଣିବାକୁ ମିଳୁଛି । ତେବେ ଆଜି ମଧ୍ୟ ଆଉ ଏକ ଦୁଃ-ଖ-ଦ ଘଟଣା ଦେଖିବାକୁ ମିଳିଛି । ଆଉ ଏହି ଘଟଣାରେ ହାଇଟେକ୍ ହସ୍ପିଟାଲ ବି-ରୁ-ଦ୍ଧ-ରେ ଏକ ସ-ଙ୍ଗୀ-ନ ଅଭିଯୋଗ ଆସିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ ନଜର ପକେଇବା । ଚି-କି-ତ୍ସା ଚାଲିଥିବା ଅବସ୍ଥାରେ ରୋଗୀ ଙ୍କ ଆଖି କାଢ଼ିନେଇଛନ୍ତି ଡାକ୍ତର । ଯାହାକି ଉକ୍ତ ବ୍ୟକ୍ତିଙ୍କ ଝିଅ ମିଡ଼ିଆ ସମ୍ମୁଖରେ ବୟାନ ଦେଇଛନ୍ତି ଆଉ ଏହି ଭିଡିଓ ଅତି ଦ୍ରୁତ ଗତିରେ ଭା-ଇ-ରା-ଲ ହେବାରେ ଲାଗିଛି । କରୋନା ପରିସ୍ଥିତି ସମୟରେ ଏହିଭଳି ଦୁ-ର୍ବୃ-ତ୍ତ କାର୍ଯ୍ୟ ଦେଖିବାକୁ ମିଳୁଥିଲା । କୋଉଠି କି-ଡ-ନୀ , ଆ-ଖି , କାଢ଼ିନେଲେନିଁ ତ ପୁଣି କେଉଁଠି ଚିକିତ୍ସା ଅବହେଳା ଯୋଗୁଁ ରୋଗୀର ଜୀବନ ଚାଲିଗଲାଣି । ଡାକ୍ତରଙ୍କ ଏପରି କାର୍ଯ୍ୟକଳାପ ଯୋଗୁ ମନୁଷ୍ୟ ବି-ପ-ଦ-ରେ ସମ୍ମୁଖୀନ ହେଉଛି । 

 

ଉକ୍ତ ଘଟଣାରେ ଆଖି କଢ଼ାଯାଇଥିବା ବ୍ୟକ୍ତି ଙ୍କ ଝିଅ କହିଛନ୍ତି କି , ବାପା ଙ୍କ ଦେହ ହାତ ସମ୍ପୂର୍ଣ୍ଣ କାଲୁଆ ପଡିଯାଇଥିଲା ତାଙ୍କ ଆଖି ବନ୍ଦ ଥିଲା ହେଲେ ବାରମ୍ବାର ଆଖି ଖୋଲିବାକୁ କହିବାରୁ ଡାକ୍ତର ବାରଣ କରୁଥିଲେ । ଜୋରଜବରଦସ୍ତି ଆଖି ଖୋଲି ଦେଖିଲା ଆ-ଖି ଡୋଳା ନାହିଁ । ରୋଗୀ ଙ୍କୁ ମା-ରି-ଦେ-ଇ ସ୍ଥାନୀୟ ଡକ୍ଟର ଓ ପ୍ରଶାସନ ପରିବାର ଲୋକଙ୍କୁ ଏହି ଘଟଣାର ସଟ ଆଉଟ୍ କରିବା ପାଇଁ। କହିଥିଲେ । ପରିବାର ଲୋକ ଏହାକୁ ନ ଶୁଣିବାରୁ ହସ୍ପିଟାଲ ବିଲ୍ ଦେବା ଆବଶ୍ୟକ ନାହିଁ ବୋଲି କହିଥିଲେ । ଅନ୍ୟପଟେ ବ୍ୟକ୍ତି ଙ୍କ ଘରଲୋକ ଘୋଷଣା ସତ୍ତ୍ଵେ ବି ମେଡ଼ିକାଲ ରେ ମେଡ଼ିସିନ ଯୋଗାଣ ଚାଲିଛି । ତେବେ ଏସବୁ କେମିତି ସମ୍ଭବ । ଅନ୍ୟପଟେ ବ୍ୟକ୍ତି ଙ୍କ ସ୍ତ୍ରୀ ହାଇଟେକ୍ ହ-ସ୍ପି-ଟା-ଲ ବି-ରୁ-ଦ୍ଧ-ରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ଵାମୀ ଙ୍କ ଏପରି ଅବସ୍ଥା ପାଇଁ  କେବଳ ହସ୍ପିଟାଲ ଓ ହସ୍ପିଟାଲ କର୍ମକର୍ତ୍ତା ହିଁ ଦାୟୀ । ଗରିବ ଲୋକ ଚିକିତ୍ସା ପାଇଁ ଆସୁଛନ୍ତି ହେଲେ ଏଠାରେ ଚି-କି-ତ୍ସା ନା ରେ ଚାଲିଛି ଲୁ-ଟ କାମ । ଯାହାଦ୍ଵାରା ଗରିବ ଲୋକଙ୍କ ଜନ ଜୀବନ ନ-ଷ୍ଟ ହେବାରେ ଲାଗିଛି । ଆଜିର ଏହି ଦୁଃ-ଖ-ଦ ଘଟଣା ସତରେ ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ଜୀବନ ଦାନ ଦେବା ପରିବର୍ତେ ହ-ସ୍ପି-ଟା-ଲ ରେ ଚାଲି ଯାଉଛି ଲୋକଙ୍କ ଜୀବନ । ଏହାଠାରୁ ଲ-ଜ୍ୟା ଜନକ ବିଷୟ ଆଉ କଣ ହୋଇପାରେ । ଏହି ଡାକ୍ତରଙ୍କ ପାଇଁ ଆଜି ଅନେକ ପିଲା ବେସାହାରା ହୋଇଯାଉଛନ୍ତି । ଅର୍ଥ ପାଇଁ ମଣିଷ ଏଭଳି ଘୃ-ଣ୍ୟ କାମ କରିବାକୁ ମଧ୍ୟ ପଛାଉ ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *