WATCH VIDEO : ଭାଇରଲ ଭିଡ଼ିଓ ଖୋଲିଦେଲା DFO ଙ୍କ ଅସଲ ମୁଖା….

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଡି.ଏଫ୍.ଓ ବହୁତ୍ ପରିମାଣ ରେ ଅ-ବ-ହେ-ଳି-ତ ଓ ମି-ଛୁ-ଆ ପ୍ରମାଣିତ ହୋଇଛନ୍ତି ଏହି ଘଟଣା ରୁ । ତେବେ କଣ ରହିଛି ସେହି ଘଟଣା ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଡି.ଏଫ୍.ଓ ସୌମ୍ୟ ରଞ୍ଜନ ଙ୍କ ମ-ର-ଣ ଘଟଣା ଧୀରେ ଧୀରେ ବହୁତ୍ ଗଭୀର କୁ ଯାଉଛି ଓ ବହୁତ୍  ରୋମାଞ୍ଚକ ହୋଇ ଯାଉଛି । ଏହି କଥା ଟି କୁ ଯେତିକି ଯାଞ୍ଚ କରା ଯାଉଛି ସେତିକି ସେତିକି ଗୁମର ଫିଟି ଚାଲିଛି । ସୋମ୍ୟ ରଞ୍ଜନ ଓ  ବିଦ୍ୟାଭାରତି ଉଭୟ ପତି ଓ ପତ୍ନୀ ଥିଲେ । ଉଭୟ ମଧ୍ୟ ଘର ଲୋକ ଙ୍କ ରାଜି ରେ ବିବାହ କରିଥିଲେ । ହେଲେ ବିବାହର ବର୍ଷେ ବିତିଛି କି ନାହିଁ ସୌମ୍ୟ ରଞ୍ଜନ  ଆର ପାରିକୁ ଚାଲି ଯାଇଛନ୍ତି । ଯେମିତି ଲାଗିଛି କି ତାଙ୍କ ମରିବା ଖବର  ଟି ଖୁବ୍ ରହସ୍ୟମୟ । ତାଙ୍କ ମ-ରି-ବା ଘଟଣା ଟି ଦିନକୁ ଦିନ ବହୁ ଭିତରକୁ ଟାଣି ନେଉଛି ସେ ପାରଳା ଖେମୁଣ୍ଡି ବନ ବିଭାଗୀୟ ଥିଲେ ହେଲେ ଆରକ୍ଷୀ ଅଧିକାରୀ ତଦନ୍ତ ଅନୁସାରେ ଯାହା ଜଣା ପଡ଼ିଛି ସମ୍ୟ ରଞ୍ଜନ ଓ ତାଙ୍କ ସ୍ତ୍ରୀ ବିଦ୍ୟାଭାରତି ଙ୍କ ସମ୍ପର୍କ ଭଲ ନଥିବା ଖବର ଆସିଛି । 

 

କହିବା କଥା ହେଉଚି କି ଡି.ଏଫ୍.ଓ  ଯେ କହୁଥିଲେ କି ବିଦ୍ୟା ଭାରତୀ ଙ୍କୁ ଚିହ୍ନି ନାହାନ୍ତି ଏହା ସମ୍ପୂର୍ଣ ମି-ଥ୍ୟା କଥା ସେ କହୁଛନ୍ତି କାରଣ ସେହି ଜଗୁଆଳି ଜଣଙ୍କ କହିଛନ୍ତି କି ସେ ରାତି ରେ କରୁଥିବା ଡିଉଟି ସମୟରେ ଅଫିସ ର ପଛ ଦେଇ ଡି.ଏଫ୍.ଓ ଅଫିସର ପଛ ରେ ଥିବା ସୌମ୍ୟ ରଞ୍ଜନ ଙ୍କ ଘରକୁ ଯିବାର ଦେଖିଥିଲି । ବିଦ୍ୟା ଭାରତୀ ମଧ୍ୟ ସକାଳେ ଓ ସନ୍ଧ୍ୟା ବେଳେ ଚାଲିବା ପାଇଁ ଯିବା ସମୟରେ ଡି.ଏଫ୍.ଓ ମଧ୍ୟ ତାଙ୍କ ଛାତ ଉପରେ ଛିଡା ହୋଇ ଲକ୍ଷ କରିଥାନ୍ତି । ଆଉ ସେ କହୁଥିବା କଥା ଗୁଡ଼ିକ ସମ୍ପୂର୍ଣ ରୂପେ ମି-ଥ୍ୟା । 

 

ଏବେ କିନ୍ତୁ ପ୍ରକୃତ ଘଟଣା ହେଉଛି କି ଡି.ଏଫ୍.ଓ ବହୁତ୍ ହିଁ ଅବହେଳିତ ଲୋକ ବୋଲି ବିବେଚିତ ହୋଇ ଯାଇଛନ୍ତି । ଏବେ ସୁଦ୍ଧା ସୌମ୍ୟ ରଂଜନ ଙ୍କ ପ-ର-ଲୋ-କ ଗମନ କଥା ଟି ସମ୍ପୂର୍ଣ ରୂପେ ସମାଧାନ ହୋଇ ପାରିନାହିଁ । ଆରକ୍ଷୀ ଅଧିକାରୀ ଓ CBO ଏବେ ଅଡ଼ୁଆ ସୂତା ର ଖିଅ ଖୋଜୁଛନ୍ତି କେମିତି ଭାବେ ଏହାର ସମାଧାନ ହୋଇ ପାରିବ । ଡି.ଏଫ୍.ଓ ମଧ୍ୟ ଏଥିରେ ସ-ନ୍ଦେ-ହ ଘେର ରେ ଅଛନ୍ତି ହେଲେ ସେ କେମିତି ଭାବେ ଏମିତି ବୁଲି ପାରିଛନ୍ତି ତାହା ହିଁ ବୁଝି ହେଉ ନାହିଁ । ପ୍ରକୃତ ଘଟଣା ହେଉଛି କି ଯେତେବେଳେ ଡି.ଏଫ୍.ଓ ଙ୍କୁ ପଚରା ହୋଇଥିଲା କି ଆପଣ ସୌମ୍ୟ ରଞ୍ଜନ ଙ୍କ ମ-ର-ଣ ବିଷୟରେ କଣ ସବୁ ଜାଣିଛନ୍ତି ସେ ସେହି ସମୟରେ କି କହିବା ପାଇଁ ମନା କରି କହିଥିଲେ କି ନା ମୁ ଅଫିସ କାମରେ ବହୁତ୍ ବ୍ୟସ୍ତ ରହୁଛି ଏମିତି ବହୁତ୍ କିଛି କଥା କହି ଘଟଣା ଟି କୁ ଆଡେଇ ଦେଇଥିଲେ ହେଲେ ଦେଖା ଦେଇଛି ସେ ତାଙ୍କ ପରିବାର ଓ ଅଫିସର୍ ଙ୍କ ସହିତ ହାତୀ ଜଳ ପ୍ରପାତ  କୁ ପିକନିକ କରିବା ପାଇଁ ଯାଇଛନ୍ତି । ସେ ନିଜ ବେକ ରେ ଏକ ଡିଏସ୍ଲାର୍ ପକାଇ ପରିବାର ସହିତ ବହୁତ୍ ମଜା ମସ୍ତି କରିଥିବା ର ଫଟୋ ମଧ୍ୟ ଭା-ଇ-ରା-ଲ୍ ହୋଇଛି । ଆହୁରି ମଧ୍ୟ ସେ ସେହିଠାରେ ହସ ଖୁସି ରେ ଖୁବ୍ ମସଦୁର ରହିବା ପରି ଦେଖା ଯାଉଥିଲେ । ତେବେ ଆପଣ ମାନେ ଭାବି ଦେଖନ୍ତୁ ଡି. ଏଫ୍.ଓ କେତିକି ବଡ଼ ଅ-ବ-ହେ-ଳି-ତ ବ୍ୟକ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *