ସବ୍ୟସାଚୀ ଖାଇଲେ ନିଜ ମା ଙ୍କ ପାଖରୁ ମାଡ଼ ଦେଖ ଏହି ଭାଇରଲ ଭିଡ଼ିଓ..

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଓଲିଉଡ଼ ଅଭିନେତା ସବ୍ୟସାଚୀ ଙ୍କୁ ବାଡ଼େଇଲେ ତାଙ୍କ ମା’, ଦେଖନ୍ତୁ ଭିଡ଼ିଓ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ଜଗତ ଅନେକ ନାମ କମେଇ ପାରିଛି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ସମସ୍ତ କଳାକାର ବହୁ ପରିଶ୍ରମ ଫଳରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିଛନ୍ତି । ଘରେ ଘରେ ପରିଚିତ ହୋଇ ଥାନ୍ତି । ନିଜର ପରିଶ୍ରମ ବଳ ରେ ଅଧିକ ରୁ ଅଧିକ ନିଜ ଫ୍ୟାନ କରିଥାନ୍ତି । ନିଜର ଭିନ୍ନ ଭିନ୍ନ ଷ୍ଟାଇଲ ଓ ଲୁକ୍ ପାଇଁ ସେମାନେ ସୁପର୍ ଷ୍ଟାର୍ ହୋଇ ପାରନ୍ତି । ଆଜିର ବିଷୟ ରେ ଯୋଗ ଦେଇଛନ୍ତି ଓଲିଓଡ ଜଗତ ର ଷ୍ଟାର୍ ସବ୍ୟସାଚୀ ମିଶ୍ର ।

 

ସିନେମା ରେ ଆମେ ଅନେକ ଯୋଡ଼ି ଦେଖିବାକୁ ପାଇଥାଉ । କିଛି ଯୋଡ଼ି ଆମକୁ ବହୁତ ପସନ୍ଦ ଆସି ଥାଏ । ସେହି ଯୋଡ଼ି ଅଭିନୟ କରୁ କରୁ ରିଏଲ୍ ଲାଇଫ ରେ ବିବାହ କରିଥାନ୍ତି । ତେବେ ଅର୍ଚ୍ଚିତା ଓ ସବ୍ୟ ଙ୍କ ଯୋଡ଼ି ସମସ୍ତଙ୍କୁ ବହୁତ୍ ପସନ୍ଦ । ସେମାନେ ଅଭିନୟ କରୁ କରୁ ପ୍ରେମ କରି ଗତ ବର୍ଷ ବିବାହ କରିଥିଲେ । ବୈବାହିକ ଜୀବନ ମଧ୍ୟ ବେଶ୍ ଖୁସି ରେ କଟୁଛି । ସୋ-ସି-ଆ-ଲ ମି-ଡି-ଆ ରେ ସବ୍ୟ ଓ ଅର୍ଚ୍ଚିତା ଙ୍କ ଭିଡ଼ିଓ ବେଶ୍ ଭା-ଇ-ରା-ଲ ହୋଇ ଥାଏ । ବର୍ତ୍ତମାନ ମଧ୍ୟ ଭିଡ଼ିଓ ଭା-ଇ-ରା-ଲ ହେବାରେ ଲାଗିଛି । କୁହାଯାଏ ଓଡ଼ିଶା ଏକ ଧର୍ମ ପୂର୍ଣ୍ଣ ରାଜ୍ୟ ।  ବାଉନ କୋଟି ଭୋଗ ବଡ଼ ଠାକୁର ଙ୍କ ପାଖରେ ଲାଗିଥିବା ବେଳେ ଅନେକ ଓଷା ଓ ପର୍ବପର୍ବାଣୀ ଲୁଚି ରହିଛି । ନିକଟ ରେ ସଠି ଓଷା ପାଳିତ ହୋଇଛି । ଏହି ଓଷା ରେ ମା ମାନେ ପୂଜା କରି ପୁଅ ମାନଙ୍କୁ ଗଛ ରେ ଝାଡି ଦେଇଥାନ୍ତି । ସବ୍ୟସାଚୀ ଙ୍କ ମା ମଧ୍ୟ ଏହି ଓଷା କରି ସବ୍ୟସାଚୀ ଙ୍କୁ ଝାଡୁଥିବା ର ନଜର ଆସିଛନ୍ତି ଏକ ଭିଡ଼ିଓ । ଏହି ଭିଡ଼ିଓ କୁ ସବ୍ୟ ନିଜ ସୋ-ସି-ଆ-ଲ ମି-ଡ଼ି-ଆ ଆକାଉଣ୍ଟ୍ ରେ ସେୟାର କରି କ୍ୟପ୍ସନ ଦେଇଥିଲେ ,”ଓଡ଼ିଆ ପର୍ବ ପର୍ବାଣୀ ର ମଜା ଖୁବ ନିଆରା ଏବଂ ଓଡ଼ିଆ ପର୍ବ ପର୍ବାଣୀ ସବୁବେଳ ପାଇଁ ଜୀବିତ ହୋଇ ରହିଥିବ । ତେବେ ଆପଣ ମାନେ ମଧ୍ୟ କିଏ କିଏ ନିଜ ମାଆ ଙ୍କ ଠାରୁ ମା-ଡ଼ ଖାଇଛନ୍ତି ନିଶ୍ଚିତ କମେଣ୍ଟ ବକ୍ସ ରେ ଜଣାଇବେ । ଅନେକ ଫୋଟୋ ମଧ୍ୟ ସେୟାର କରିଥିଲେ । ଯାହାକୁ ଦେଖି ଫ୍ୟାନ ମାନେ ଅନେକ ଭଲ ପାଇବା ଦେଇଛନ୍ତି । କିଛି ୟୁଜର ଲେଖିଛନ୍ତି ଯେ ସବ୍ୟ ଙ୍କ ଏହି ଭିଡ଼ିଓ ଦେଖି ଓଡ଼ିଆ ର ସଂସ୍କୃତି ପରମ୍ପରା ଓ ପର୍ବ ର ସ୍ମୃତି ପୁଣି ତାଜା ହୋଇ ଯାଉଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *