ଶେଷରେ ବିଦ୍ୟାଭାରତୀ ଙ୍କ ବାପା ଏମିତି କହିଦେଲେ ନିଜ ଝିଅ ବିଷୟରେ….

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପାରଳଖେମୁଣ୍ଡି ଏ.ସି.ଏଫ୍ ସୌମ୍ୟ ରଞ୍ଜନଙ୍କ ମ-ର-ଣ ଘଟଣାକୁ କ୍ରାଇମବ୍ରାଞ୍ଚ ଟିମ୍ ହାତକୁ ନେଇଥିବା ବେଳେ ଏପଟେ ବିଦ୍ୟାଭାରତୀ ଙ୍କ ବାପା କଲେ ବଡ଼ ଖୁଲାସା । ଖୋଲିଦେଲେ ଗୁମର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ବିଷୟରେ ଜାଣିଥିବେ ନିଶ୍ଚୟ ଯେ ଗତକିଛି ଦିନ ତଳେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟ ଜନକ ଭାବେ ପୋ-ଡ଼ି ଯାଇ ମ-ରି ଯାଇଥିଲେ । ଯାହାକି ବର୍ତମାନ ସମୟରେ ସାରା ଓଡ଼ିଶାରେ ଅନେକ ଚାଞ୍ଚଲ୍ୟ ସୃଷ୍ଟି କରିଛି ।  ତେବେ ଏହି ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡ଼ିଏଫଓ ଓ ତାଙ୍କର ରୋଷେୟା ସଂପୃକ୍ତ ଅଛନ୍ତି କହି ସୌମ୍ୟଙ୍କ ପରିବାର ଲୋକେ ସେମାନଙ୍କ ଉପରେ ଅ-ଭି-ଯୋ-ଗ ଆଣିଥିଲେ । ହେଲେ କ୍ରାଇମବ୍ରାଞ୍ଜର ତଦନ୍ତ ପରେ ଡ଼ିଏଫ୍‌ଓ ଙ୍କୁ କ୍ଲିନ୍‌ଚିଟ୍ ଦିଆଯାଇଥିଲା ବେଳେ ସୌମ୍ୟଙ୍କ ପରିବାର ଲୋକ ଅ-ସ-ନ୍ତୋ-ଷ ପ୍ରକାଶ କରି ଏହି ତିନିଜଣଙ୍କ ନାମରେ ବାରମ୍ବାର ମା-ରି-ବା-ର ଅ-ଭି-ଯୋ-ଗ ଆଣୁଛନ୍ତି । ତେବେ ଏ ସି ଏଫ  ସୌମ୍ୟରଞ୍ଜନ ମହାପାତ୍ରଙ୍କ ମ-ର-ଣ କୁ ଆଜିକୁ ପ୍ରାୟ ୩୨ ଦିନ ବିତି ଯାଇଥିଲେ ମଧ୍ୟ ଏହି ଘଟଣାର ରହସ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚିତ ହୋଇପାରି ନାହିଁ ଓ ଦିନକୁ ଦିନ ଏହି ଘଟଣାର ନୂଆ ଚରିତ୍ର ଯୋଡି ହୋଇ ଚାଲିଛନ୍ତି ଓ ନୂଆ ନୂଆ ରହସ୍ୟ ଶୁଣିବାକୁ ମିଳୁଛି । ସମୟ ଯେତେ ଗଡ଼ି ଗଡ଼ି ଚାଲିଛି କେସ ସେତେ ଜଟିଳ ହୋଇ ଯାଉଅଛି । ଘଟଣା ଉପରୁ ପରଦା ଉଠିପାରୁ ନାହିଁ । ସୌମ୍ୟଙ୍କ ମ-ର-ଣ କିପରି ଘଟିଲା ତାହା ଏବେ ସମୟରେ ମଧ୍ୟ ଗୋଟେ ବଡ଼ ପ୍ରଶ୍ନବାଚୀ ହୋଇ ରହିଛି । 

 

ତେବେ ଜଣେ ଏ.ସି.ଏଫ୍ ସୌମ୍ୟ ରଞ୍ଜନଙ୍କ ମ-ର-ଣ ର ନିରପେକ୍ଷ ତଦନ୍ତ ହେଉ ବୋଲି ଦାବି କରିଥିଲେ ସୌମ୍ୟଙ୍କ ପରିବାର ଲୋକେ । ତେଣୁ ଗୋଟେ ନୂଆ କରି କ୍ରାଇମ୍ ବ୍ରାଞ୍ଚ ଟିମ୍ ଗଠନ ହୋଇ ପୁଣି ମୂଳରୁ ପଚରା ଉଚରା ଆରମ୍ଭ ହୋଇ ଯାଇଛି । ଏହି ତଦନ୍ତର ମୁଖ୍ୟ ଭାର ଗ୍ରହଣ କରିଛନ୍ତି ଏଡିଜି ସଞ୍ଜୀବ ପଣ୍ଡା । ସେ ଏହା ମଧ୍ୟ କହିଥିଲେ କି ଉପର ଅଫିସର ଡିଜି ଙ୍କ ନିର୍ଦେଶ ଅନୁସାରେ ସବୁ ଦିଗକୁ ପୁନର୍ବିଚାରକୁ ନେଇ ତଦନ୍ତ ଆରମ୍ଭ କରିବ । ସେଥିପାଇଁ ଗୋଟେ ୬ ଜଣିଆ ସାଇନ୍ଟିଫିକ୍ ଟିମ୍ ମଧ୍ୟ ଗଠନ କରାଯାଇଛି । ତେବେ ନିକଟରେ ଜେରା ସମୟରେ ମାଳି ଏବଂ ଜଗୁଆଳି ମାନିଥିଲେ କି ଘଟଣା ଦିନ ଜିଲ୍ଲାପାଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଯିଏକି ଡି.ଏଫ୍.ଓଙ୍କ ଘନିଷ୍ଠ ମିତ୍ର ମଧ୍ୟ ଥିଲେ । ତେବେ ବିଦ୍ୟା ଭାରତୀଙ୍କ ଦୂର ସମ୍ପର୍କୀୟ କୁହାଯାଉଥିବା ସଂପୃକ୍ତ ମମତାରାଣୀ ପଣ୍ଡାଙ୍କୁ ମଧ୍ୟ ଜେରା କରାଯାଇଥିଲା । ହେଲେ ଏତେ ପର୍ଯ୍ୟନ୍ତ କାହା ଚାପରେ ମୁଖ୍ୟ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ଙ୍କୁ ଜେରା କରାଯାଇ ନାହିଁ ସେନେଇ ସୌମ୍ୟଙ୍କ ପରିବାର ଲୋକେ ଅ-ସ-ନ୍ତୋ-ଷ ପ୍ରକାଶ କରୁଥିଲେ । କିନ୍ତୁ ଗତ କାଲି ଵିଦ୍ୟାଭାରତୀଙ୍କୁ ସାଢ଼େ ୬ ଘଣ୍ଟା ଜେରା କରିଥିଲା କ୍ରାଇମବ୍ରାଞ୍ଚ୍ । ସୂଚନା ମୁତାବକ ୭୦ ପ୍ରଶ୍ନରେ ପାଣି ପିଇଗଲେ ବିଦ୍ୟାଭାରତୀ । ଦରକାର ପଡ଼ିଲେ ପୁଣିଥରେ ବିଦ୍ୟାଭାରତୀଙ୍କୁ ଜେରା କରାଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *