ନିଜେ DFO ଫସିଗଲେ ନିଜେ ଖୋଲିଥିବା ଗାତରେ…..ଖବର ଜାଣିଲେ ଆପଣ ଖୁସି ହେବେ…..

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ରକ୍ତ ଚନ୍ଦନ କାଠ ମାଫିଆ ରୁ ଜମି ମାଫିଆ ସାଜିଛନ୍ତି DFO ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

   

ନିଜ ମିଛର ଜାଲ ରେ ଧୀରେ ଧୀରେ ଫସୁନାହାଁନ୍ତି ତ DFO । DFO ଙ୍କ ର ଗୋଟିଏ ପରେ ଗୋଟିଏ ଗୁମର ର ଖୋଲି ଚାଲିଛି । କୋଟି କୋଟି ଟଙ୍କାର ରକ୍ତ ଚନ୍ଦନ ଗଛ  କୁ କାଟି ଜଙ୍ଗଲ ମାଫିଆଙ୍କୁ ବିକ୍ରି କରିଦେଇଛନ୍ତି  କି DFO ? ଏମିତି ଅନେକ ପ୍ରଶ୍ନ ଉଠୁଛି DFO ଙ୍କ ବିଷୟ ରେ । ପୂର୍ବତନ ଜଗୁଆଳୀ ଗଙ୍ଗା ପ୍ରଧାନ ଙ୍କ ବୟାନ ଅନୁସାରେ ରାତି ରେ ବିଦ୍ୟା ଏବଂ DFO ଙ୍କ ସମ୍ପର୍କର ଖୁଲାସା ହେବା ପରେ ବନ ବିଭାଗ ଏକ ଷ୍ଟେଟମେଣ୍ଟ ଜାରି କରି କହିଛି । ଆଉ କହିଛି କି ଗଙ୍ଗା ପ୍ରଧାନଙ୍କୁ ୨୦୨୦ ମସିହାରୁ ବିନା ଦରମା ରେ ଚାକିରୀ ରୁ ବାହାର କରି ଦିଆ ଯାଇଥିଲା । ଆଉ ସେ ଚାକିରୀ ରେ ନଥିଲେ।ଏଥିରୁ ଜଣା  ପଡ଼ୁଚି କି ଗଙ୍ଗା  ପ୍ରଧାନ ଙ୍କ DFO ବି-ରୁ-ଦ୍ଧ ରେ ଦେଇଥିବା ବୟାନ କୁ ଭୂ-ଲ ଏବଂ ମି-ଛ ପ୍ରମାଣିତ କରିବାକୁ ଚାଲିଛି ପ୍ରା-ଣ-ମୂ-ର୍ଚ୍ଚା ଉଦ୍ୟମ କିନ୍ତୁ ସୌମ୍ୟଙ୍କ ମ-ର-ଣ ପାଖରୁ  ଠାରୁ ଚୁପ ବସିଥିବା ବନ ବିଭାଗର ଏଇ DFO ପ୍ରୀତି କାହିଁକି । କାହିଁକି DFO ଙ୍କୁ ବଞ୍ଚାଉଛି ସରକାର । ଦୋଷ ଥାଇ ବି କାହିଁକି ଘଣ୍ଟା ଘଡାଉଚି ସରକାର । DFO ସଂଗ୍ରାମ ବେହେରା ଆଉ ସରକାର କି ସୁନା ପୁଅ ହାରି ଯାଇନାହାନ୍ତି । 

     

ଅନ୍ୟ ପଟେ  ସୌମ୍ୟ ରଞ୍ଜନ ଙ୍କ ର ମ-ର-ଣ ମାମଲା ରେ ଆସିଲାଣି ନୂଆ ମୋଡ଼। ତଥାପି ଗି-ର-ଫ କରୁନାହିଁ ଆରକ୍ଷ୍ୟ ଅଧିକାରୀ । ରକ୍ତ ଚନ୍ଦନ କଥା ମାଫିଆ ରୁ ବର୍ତ୍ତମାନ ଜମୀମାଫିଆ ବନିଛନ୍ତି DFO ସଂଗ୍ରାମ ବେହେରା। ରେଢ଼ାଖଲ ଡିଭିଜନ ରେ ଥିବା ବେଳେ  ନିଜ ସଂପର୍କୀୟ ନାମ ରେ ନେଇଛନ୍ତି ଜମି । ନିଜକୁ କହୁଥିବା ଜଙ୍ଗଲ ରାଜା DFO ସଂଗ୍ରାମ ବେହେରା ଆଜି ସାଜିଛନ୍ତି ରେଢ଼ାଖଲ ରେ ଜମି ମାଫିଆ । ସଞ୍ଜୁ ବେହେରା ନାମ ରେ କିଣିଚନ୍ତି ଜମି । ସେହି ଜମି ରେ କରିଛନ୍ତି କୁକୁଡ଼ା ଫାର୍ମ । ଆଉ ଏବେ ବି-ବା-ଦ ଘେରରେ କୁ ଆସିଛନ୍ତି DFO ସଂଗ୍ରାମ ବେହେରା । ସୂଚନା ରୁ ଜଣାପଡିଛି କି ସେହି ଜମି କୁ ସେ ତାଙ୍କର ସମ୍ପର୍କୀୟ ସଞ୍ଜୁ ବେହେରା ଙ୍କ ନାମ ରେ କିଣି ଥିଲେ। ପ୍ରଥମେ ବିଦ୍ୟା ଆସୁ ତାପରେ ସଞ୍ଜୁ । ସଞ୍ଜୁ ଙ୍କ ଜାଲରେ ଫସି ଯାଇଛନ୍ତି କି DFO । ଏହି ସଂଜୁ କିଏ ତାକୁ ବାହାର କରିବା କି ଆରକ୍ଷୀ ଅଧିକାରୀ । ନା ତ କେବଳ ସଞ୍ଜୁ ବେହେରା ଙ୍କ ର ହେଲେ ସବୁ ଜମି DFO ସଂଗ୍ରାମ ବେହେରା ଙ୍କ ର । ସେଥି ପାଇଁ ସରକାର ଙ୍କ ପାଖରୁ କୋଟି କୋଟି ଲୋନ୍ ଆଣିଛନ୍ତି DFO ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *