DFO ଙ୍କ ରେଢ଼ାଖୋଲ କେସ ହେଇଗଲା ଭାଇରଲ । ଜାଣିଲେ ମୁଣ୍ଡ ବୁଲେଇ ଦବ….

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଗଜପତି ରେ ବିରାପ୍ପାନ୍, ରେଢ଼ାଖୋଲ ରେ ଜମି ମାଫିଆ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଦେଶ ରେ ଆମ ସମାଜ ରେ ଆମ ରାଜ୍ୟ ରେ ଅନେକ ଅନ୍ୟାୟ ଅତ୍ୟାଚାର ଦେଖିବା କୁ ମିଳୁଛି। କୋଉଠି ଲୁଟ ,କୋଉଠି ମାରି ଦେଲେଣି, ତ କୋଉଠି ବି-ଶ୍ୱା-ସ-ଘା-ତ ।ତେବେ ଏହା ଦିନ କୁ ଦିନ ବଢିବା ରେ ଲାଗିଛି। କିନ୍ତୁ ଏହା କୁ ରୋକିବା ପାଇଁ ଯେତେ ଆଇନ ତିଆରି ହେଲେ ମଧ୍ୟ , ଏହାର କୌଣସି କାର୍ଯ୍ୟ କାରି ହେଉନି। ଯାହାଫଳ ରେ ଏହା ଦିନ କୁ ଦିନ ବଢିବା ରେ ଲାଗିଛି। ତେବେ ଏହି ସବୁ ଅନ୍ୟାୟ ର ଶି-କା-ର ହେଉଛନ୍ତି କିଛି ଗରିବ ଓ ମଧ୍ୟବିତ୍ ପରିବାର। ତେବେ ଏହା କୁ ରୋକ ନ ଗଲେ ଏହା ଅଧିକ ମାତ୍ରା ରେ ବଢ଼ି ଯିବ । ଆଉ ଲୋକ ମାନେ ଅନେକ୍ ଅସୁବିଧା ରେ ସମୁଖୀନ ହେବେ। ତେବେ ସେମିତି ଏକ ଘଟଣା ଦେଖିବା କୁ ମିଳିଛି।

 

ତେବେ ରେଢାଖୋଲ ର ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା। ତେବେ ଚଞ୍ଛକତା କରି ସମ୍ପର୍କୀଯ ଙ୍କ ନାମ ରେ ଲୋକ ଙ୍କ ଠୁ ଲୁଟି ନେଲେ ଜମି। ତେବେ ଏହା କରିବା ରେ ତାଙ୍କୁ ଜଣେ ଜଙ୍ଗଲ ମନ୍ତ୍ରୀ ସାହାଯ୍ୟ କରୁଛନ୍ତି ।ତେବେ ରେଢାଖୋଲ ର ପଣ୍ଡକିମାଳ ରେ ତାଙ୍କ ନାମ ରେ ଥିବା ଫାର୍ମ ହାଉସ କୁ ନେଇ ବିବାଦ୍ ସୃଷ୍ଟି ହୋଇଛି। ତେବେ ସମ୍ପର୍କିୟ ଙ୍କ ନାମ ରେ ଚଞ୍ଛକତା କରି ଏକର୍ ଏକର ଜମି ଲୁଟି ନେଇଛନ୍ତି। ଯାହା ପାଇଁ ଏବେ ତାଙ୍କ ନାମ ରେ ବିବାଦ ସୃଷ୍ଟି ହୋଇଚି। ତେବେ ରେଢାଖୋଲ ର ରାଜ ପରିବାର ଡ଼ିଏଫଓ ଙ୍କ ନାମ ରେ ଆଣିଛନ୍ତି ଅଭିଯୋଗ। ତେବେ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା ୨୦୧୯ ମସିହା ରେ ତାଙ୍କର ୨ଏକର୍ ୪୪ ଡ଼ିସମିଲ୍ ଜମିକୁ ଗଞ୍ଜାମ ଜିଲ୍ଲା ବଡ଼ବଜାର୍ ବାକଲ୍ମାରି ସାହି ର  ସଂଜୁ ବେହେରା ଙ୍କୁ ଦାନ ଆକାର ରେ ଦେଇଥିଲେ।ତେବେ ପୁଣି ସେହି ୨୦୧୯ମସିହା ରେ ବକେୟା ଅର୍ଥ ଶୁଝିବା ଦର୍ସାଇ ୫ ଟି ପ୍ଲଟ ରୁ ୩ ଏକର୍ ୬୪ ଡ଼ିସମିଲ୍ ଜମି କୁ ୯ ଲକ୍ଷ୍ୟ ୧୦ ହଜାର ଟଙ୍କା ରେ ସେହି ସଂଜୁ ବେହେରା ଙ୍କୁ ବିକି ଥିଲେ। ତେବେ ସେତେବେଳେ ସଂଗ୍ରାମ କେଶରୀ ଥିଲେ ବନ ଅଧିକରି। ତେବେ ଅଭିଯୋଗ ଅଛି କି ସଂଜୁ ବେହେରା ହେଉଛନ୍ତି ସଂଗ୍ରାମ କେଶରୀ ଙ୍କ ସମ୍ପର୍କୀୟ । ତେବେ ତାଙ୍କ ସମ୍ପର୍କିୟ ଙ୍କ ନାମ ରେ ଏକର୍ ଏକର ଜମି ହାତେଇ ଛନ୍ତି ବୋଲି ଅଭିଯୋଗ ରହିଛି। ତେବେ ସେ ତାଙ୍କ ପଦବୀ ର ଅପ ବ୍ୟବହାର୍ କରିଛନ୍ତି। ତେବେ ସେଠାରେ ରହୁ ଥିବା ଲୋକ ଙ୍କ କହି ଅନୁ ସାରେ ଡ଼ିଏଫଓ ଜୋର ଜବରଦସ୍ତ କରି , ଲୋକ ଙ୍କ ଠୁ ଜମି ହାତେ ଛନ୍ତି। ତେବେ ସେହି ହାତେଇ ଥିବା ଜମିରେ ଏବେ କରିବେ କୁକୁଡ଼ା ଫାର୍ମ । ଆଉ ଏହା ପାଇଁ ବ୍ୟାଙ୍କ ରୁ ଲୋନ ମଧ ମିଳି ଯାଇଛି।ତେବେ ତଥ୍ୟ ଅନୁଯାଯୀ ସେ ଯୋଉଠି ରହିଲେ ବିବାଦ ସୃଷ୍ଟି କରିଲେ। ଗଞ୍ଜାମ୍ ରେ ରକ୍ତ ଚନ୍ଦନ କାଠ ତ-ସ୍କ-ରି , ସୌମ୍ୟରଂଜନ ମୃତ୍ୟୁ ରେ ଦଫା ୩୦୨।  ତେବେ ସେ ତାଙ୍କର ପଦବୀ ର ଅପବ୍ଯବହାର କରିଛନ୍ତି ବୋଲି ଏହା ସମସ୍ତ ଙ୍କର ମତ ରହିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *