କବିତା ମାଗୁଛି ଆପଣଙ୍କୁ ଜୀବନ ର ଭିକ । ଥରେ ପଢିଲେ ଛାତି ଫାଟିଯିବ….

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କିଡନୀ ରୋଗ ରେ ପୀଡ଼ିତ ୧୩ ବର୍ଷ ର ଝିଅ କବିତା । ତାଙ୍କ ଦୁଃଖ ର କଥା ଶୁଣିଲେ ଆପଣ ଭି କାନ୍ଦି ପକାଇବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଦୁନିଆରେ ବହୁତ୍ ପ୍ରକାର ଘଟଣା ଦୁ-ର୍ଘ-ଟ-ଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁ-ର୍ଘ-ଟ-ଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣ ମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବ କଣ ଏହି ପରି ହୋଇ ପାରେ ?ଏମିତି ହେବାର କାରଣ କଣ ?

 

ଭଗବାନ କଣ ପାଇଁ ଦୁଃଖୀ ଜୀବନ ରେ ଅଧିକ ଦୁଃଖ ଲେଖି ଥାଆନ୍ତି । କଣ ଦୁଃଖୀ ଟି ଦୁଃଖ ପାଇବା ପାଇଁ ହିଁ ଜନ୍ମ ହୋଇଥାଏ । କଥା ରେ ଅଛି ଗରିବ କୁ ଦୈବ ସାହା । ବେଳେ ବେଳେ ଜୀବନ ରେ ଏପରି କିଛି ଅକୁହା ବିପଦ ମାଡି ଆସିଥାଏ ଯାହା ନା କାହା ପାଖରେ କହି ହୁଏ ନ ସହି ହୁଏ । ଲାଗେ ବେଳେ ବେଳେ ଏମିତି ଦୁଃଖ ଆସିଛି ତା ଘର ଦ୍ବାର ବନ୍ଧୁ ବାନ୍ଧବ ଙ୍କୁ ନେଇ ଆସିଛି  । ସତରେ ଆଜ୍ଞା ଆପଣ ଯଦି ଏହି ଘଟଣା ବିଷୟରେ ଜାଣିବେ ଆପଣ ଭି ଆଶ୍ଚର୍ୟ୍ଯ ହୋଇଯିବେ । ବାଲେଶ୍ୱର ଖଇରା ବ୍ଲକ ଅନ୍ତର୍ଗତ ଝିଙ୍କିରିଆ ଗାଁ ର ଉପେନ୍ଦ୍ର ଦାସ ଙ୍କ ୧୩ ବର୍ଷ ର ଝିଅ ୧୦ ବର୍ଷ ହେବ କିଡନୀ ଜନିତ ରୋଗ ରେ ପୀଡ଼ିତ ହୋଇ ଅଛନ୍ତି । 

 

କବିତା ଙ୍କୁ ୩ ବର୍ଷ ହୋଇଥିବା ସମୟରେ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଯାହା ପାଇଁ ଘର ଲୋକେ ତାଙ୍କୁ ଡକ୍ଟର ଙ୍କ ପାଖକୁ ନେଇ ଯାଇଥିଲେ  ସେଇଠୁ ହିଁ ଜାଣିଥିଲେ କି କବିତା କିଡନୀ ରୋଗ ରେ ପୀଡ଼ିତ । ବୟସ ଯେତିକି ଯେତିକି ବଢ଼ି ବଢ଼ି ଚାଲିଛି ରୋଗ ମଧ୍ୟ ବଢ଼ି ଚାଲିଛି । ଚିକିତ୍ସା କରିବା ପାଇଁ ଘର ର ସମସ୍ତ ଜାଗା ,ବାଡ଼ି ,ସୁନା ଗହଣା ବିକ୍ରି କରିସାରିଲେଣି ବାପା ଆଉ ମାଆ । ହେଲେ ଆଉ ସମ୍ବଳ ନାହିଁ ପାଖରେ । ଉପେନ୍ଦ୍ର ଜଣେ ଦିନ ମଜୁରିଆ ଯାହା ପାଆନ୍ତି  ଦୁଇ ମୁଠା ଖାଦ୍ୟ ପାଇଁ ଭି ନିଅଣ୍ଟ । ସେ ଭି ଜଣେ ଆକାଶମାରି ବାତ ରେ ପୀଡ଼ିତ ବ୍ୟକ୍ତି ଦିନେ କାମ କରିଲେ ଦୁଇ ଦିନ ଘରେ ରୁହନ୍ତି । ତେବେ ବାପା ଓ ମା ଉଭୟ ସମସ୍ତଙ୍କ ଠାରେ ମିନତି କରି କହୁଛନ୍ତି କି ସହାୟତା କିଛି କରିଲେ ପିଲାଟିର ଚିକିତ୍ସା କରେଇ ପାରିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *