ସା-ପକୁ ଦେଖି ଡରି ପାଟି କରିବାରୁ ସାପ ମାରିଲା ଚୋଟ….

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସାପ ଟି ଆସି ପିଲା ଟି ବେକ ରେ ୧ଘଣ୍ଟା ଗୁଡେ଼ଇ ହୋଇ ରହି ଦଂ-ଶୀ ଦେଇ ଚାଲିଗଲା । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଘଟଣା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ବହୁତ୍ ପ୍ରକାର ର ସାପ ଦେଖିଥିବେ । ଆପଣ  ମାନେ  ସାଧାରଣତଃ  ଜାଣିଥିବେ ସାପ ର ବହୁତ୍ ବହୁତ୍ ବିଷ ରହିଥାଏ ସାପ ମଧ୍ୟ ବହୁତ୍ ଭ-ୟା-ନ-କ  ଲାଗିଥାନ୍ତି । ସାପ ର ଗର୍ଜନ ଶୁଣିଲେ ଆମେ ସମସ୍ତେ ବହୁତ୍ ଭୟ କରିଥାଉ । ସାପ ବହୁତ୍ ଜାତି ର ରହିଥାଏ । କଥା ରେ ଅଛି ଛୋଟ ସାପ ର ମଧ୍ୟ ବିଷ ରହିଛି ବଡ଼ ସାପ ର ମଧ୍ୟ ବିଷ ରହିଛି । ଉଭୟ ବହୁତ୍ ଭ-ୟା-ନ-କ ହୋଇ ଥାଆନ୍ତି । ଏମିତି ଗୋଟେ ଗୋଟେ ସାପ ମଧ୍ୟ ରହିଛି ଯାହା ବହୁତ୍ ଭ-ୟା-ନ-କ ଓ ବହୁତ୍ ବି-ଷଧ-ର ହୋଇଥାନ୍ତି । ବିଷାକ୍ତ ସାପ ପାଇଁ ଲୋକେ ବହୁତ୍ ବହୁତ୍ ଡରିଥାନ୍ତି । ସାପ କୁ ଯଦି କୌଣସି କାରଣ ବଶତଃ ଅଳ୍ପ ପରିମାଣ ରେ ଆଘାତ ହୋଇଥିବ ତେବେ ସେ ମୁହଁ ନ ଖୋଲି ପାରୁଥିବାରୁ ନିଜେ ଆଉ ଜଣଙ୍କ ଉପରେ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ଦେଖାଇବା ପାଇଁ ସେ ସଙ୍ଗେ ସଙ୍ଗେ କାମୁଡି ଦେଇଥାଏ । କିଛି ସା-ପ କାମୁଡିବା ପରେ ନିଜର ବି-ଷ ଛାଡ଼ି ଦେଇଥାନ୍ତି ଓ ଆଉ କିଛି ସାପ ମଧ୍ୟ ରହିଛି ଯାହା କି ଦାନ୍ତ ମଧ୍ୟ ଛାଡ଼ି ଦେଇଥାନ୍ତି । ସାପର  ଲସିକା ଗ୍ରନ୍ଥି ପାଖରେ ବିଷ ତିଆରି ହୋଇ ଥାଏ ।

 

ଆମ ପାଖରେ ଏକ ବିରାଟ ଭ-ୟା-ନ-କ ଘଟଣା ଆସି ପହଁଚିଛି ଯାହା ଶୁଣିଲେ ଆପଣ ଭି ଆଶ୍ଚର୍ୟ୍ଯ ହୋଇଯିବେ । ତେବେ ପ୍ରକୃତ ଘଟଣା ହେଇଚି ଶନିବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲା ବୋରାଖେଡି ଗାଁରେ ବିରାଟ ବଡ ଭୟାବହତା ଘଟଣା ଦେଖିବା ପାଇଁ ମିଳିଛି । ଘଟଣା ଟି ହେଉଛି  ରାତି ପ୍ରାୟ ୧୧ଟା ବେଳେ ଗୋଟିଏ ୭ ବର୍ଷର ଝିଅଟି ତଳେ ଶୋଇଥିଲା । ସେହି ସମୟରେ ଗୋଟିଏ ନାଗ ସାପ ଘରେ ପଶି କୁନି ଝିଅଟିର ବେକରେ ଗୁଡାଇ ହୋଇଯାଇଥିଲା । ଏହାସହ ସେହି ସାପ ଟି ପ୍ରାୟତ ଏକ ଘଣ୍ଟା ପର୍ଯ୍ୟନ୍ତ ପିଲାଟିର ବେକ ରେ ଗୁଡାଇ ହୋଇ ରହିଥିଲା । ଯାହା ଜଣା ପଡୁଥିଲା ଯେମିତି କି ସା-ପ ଟି ଖୁବ୍ ଜୋର୍ ରେ ରାଗି ଯାଇଛି ସେ ସେହି ଭଳି ଭାବରେ ଗର୍ଜନ କରୁଥିଲା । 

ପିଲା ଟି ଏହି ଶବ୍ଦ ଶୁଣି ନିଦ ରୁ ଉଠି ପଡ଼ିଥିଲା ଓ ସେ ଭୟ ରେ ଥରି ଉଠି ବହୁତ୍ ଜୋର୍ ରେ ଶବ୍ଦ କରି ନିଜ ବାପା ଓ ମାଆ ଙ୍କୁ ଡାକି ଦେଇଥିଲେ ଓ ତାଙ୍କ ଶବ୍ଦ ଶୁଣି ସାପ ଟି ମଧ୍ୟ ପିଲାଟିକୁ ଦଂ-ଶି ଦେଇଥିଲା । ବାପା ଓ ମା ଉଠି ଖୁବ୍ ଜୋର୍ ରେ ଡରି ଯିବା ସହିତ ଉପାୟ ଶୂନ୍ୟ ହୋଇ ଯାଇଥିଲେ ଓ ସଙ୍ଗେ ସଙ୍ଗେ ସାପ ଧରାଳି ମାନଙ୍କୁ ଡାକିଥିଲେ ଓ ସେମାନେ ଆସି ଦେଖିଲା ବେଳକୁ ସେ ଥିଲା ନାଗ ସାପ ଯାହାର ବି-ଷ ଖୁବ୍ ତୀବ୍ରତର । କିନ୍ତୁ ସେମାନେ ସେହି ସା-ପ କୁ ଧରିବାର ସଫଳ ହୋଇ ପାରି ନ ଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *