ବଦଖୁଲାସା । ମନ୍ତ୍ରୀ ବିକ୍ରମ ଆରୁଖ ଙ୍କ ଧରମ ଝିଅ ବିଦ୍ୟାଭାରତୀ !

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବିଦ୍ୟାଭାରତି ଏବଂ DFO ହେଉଛନ୍ତି ମନ୍ତ୍ରୀ ଙ୍କ ଧରମ ପୁଅ ଝିଅ । ଆସନ୍ତୁ ଜାଣିବା ଏମିତି କଥା କାହିକି କହିଲେ ସୌମ୍ୟ ଙ୍କ ମା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୌମ୍ୟ ଙ୍କ ମ-ର-ଣ କୁ ୨ମାସ ମାସ ହୋଇଯାଇଥିଲେ ସୁଦ୍ଧା ଆରକ୍ଷ ଅଧିକାରୀ ବା କ୍ରାଇମବ୍ରାଞ୍ଚ୍ କୌଣସି ବି ନ୍ୟାୟ ଦେଇ ପରିଲାନାହି। ଗଜପତି ଆରକ୍ଷ ଅଧିକାରୀ  ମାସେ କାଳ ତଦନ୍ତ କରିବା ପରେ ମଧ୍ୟ କୌଣସି ସିଦ୍ଧାନ୍ତ ରେ ପହଞ୍ଚି ପାରିନଥିଲା । ଏହା ପରେ ତଦନ୍ତକୁ କ୍ରାଇମବ୍ରାଞ୍ଚ୍ କୁ ହସ୍ତାନ୍ତର କରାଯାଇଥିଲା ଯେତେବେଳେ ନିଉଜ ରିପୋଟର ମାନେ ସୌମ୍ୟ ଙ୍କ ମା  ବିଦ୍ୟାଭାରତୀ ଙ୍କ ବିଷୟରେ ପଚାରିଥିଲେ । ସେତେବେଳେ ସୌମ୍ୟରଞ୍ଜନ ଙ୍କ ମା କହିଥିଲେ କି ବିଦ୍ୟାଭାରତିି ହେଉଛି ମନ୍ତ୍ରୀ ଙ୍କ ର ଧରମ ଝିଅ। ଆଉ ମନ୍ତ୍ରୀ ହେଉଛନ୍ତି ବିଦ୍ୟାଭାରତିି ଙ୍କ ର ଧରମ ବାପା। ସେଥି ପାଇଁ ତା ସବୁ ଭୁଲ୍ ଜାଣି ମଧ୍ୟ ତା ପାଇଁ କିଛି ଆକ୍ସନ ନେଇ ନାହାନ୍ତି କ୍ରାଇମବ୍ରାଞ୍ଚ୍ ଆଉ କହିଛନ୍ତି ସେ କାହିକି ଆମ କଥା ବୁଝିବାକୁ ଯିବା ସେ ତା ତାର ଖୁସି ରେ ରହୁଚି ପିକନିକ କରୁଚି। ସେ କଣ ପାଇଁ ଜାଣିବାକୁ ଯିବ ଆମେ ବାପା ମା ଦୁଇଟା କେମିତି ଅଛୁ। ଆଉ ଯଦି ଏହି ସବୁ ଭିତରେ ବିଦ୍ୟାଭାରତୀର କିଛି ଭୁଲ୍ ନଥାଏ ତାହାଲେ ତ ସେ ନିହାତି ବାହାରି ଆସିକି କହିଥାନ୍ତା ନିଜ ସ୍ବାମୀ ପାଇଁ ଆସି କି ନିଜେ ତୋ ଲୋଡି ଥାନ୍ତା । ସୌମ୍ୟ କୁ ନ୍ୟାୟ ଦେବାକୁ ତ ଚେଷ୍ଟା କରିଥାନ୍ତି। ସେ ଏଥିରେ ଅଛି ସେଥିପାଇଁ ସେ ଚୁପ୍ ହୋଇ ରହିଛି । ଆଉ ଏହା ମଧ୍ୟ କହିଛନ୍ତି ଯେ ତାର ତ ବଡ଼ ହାତ ଅଛି ତାକୁ କିଏ ଥରିବ । ତାକୁ ସୁରକ୍ଷା ଦିଆଯାଉଛି ନହେଲେ ସେ କେମିତି ନିଶ୍ଚିନ୍ତ ରେ ରହିପାରିଥାନ୍ତା । ୨ ମାସ ହେଲାଣି ଆମ ପୁଅ ଚାଲିଗଲାଣି ଆମେ କେମିତି ଅଛୁ କଣ କରୁଚୁ ସେ ଚିନ୍ତା କାହାର ଅଛି । ନା ଆମ କଥା କିଏ ବୁଝୁଛି ନା ଆମ କୁ କିଏ ନ୍ୟାୟ ଦେବା କୁ ଚେଷ୍ଟା କରୁଛି । 

                    

ସବୁ ଭିତର ହାତ ରହିଛି ବଡ଼ ଲୋକ ଙ୍କ ହାତ ରହିଛି । ସେଥି ପାଇଁ କଥା କୁ ସାମ୍ନା କୁ ଆସୁ ନାହିଁ । ସବୁ ତ ବଡ଼ ବଡ଼ିଆ ଙ୍କୁ ହାତରେ ରହିଛି ଆମେ ତ ଗରିବ ଲୋକ ଆମେ କଣ ତାଙ୍କୁ ଦେଇ ପାରିବା ଯେ ସେ ଆମ କୁ ନ୍ୟାୟ ଦେବେ । ଏହି ସବୁ କଥା କହି ସେ CBI ତଦନ୍ତ କରିବାକୁ ଦାବି କରିଛନ୍ତି। ଆମକୁ ନ୍ୟାୟ ଦରକାର ଆମର ତ ଛୁଆ ଚାଲିଗଲା ସେ ତ ଆଉ ମିଳିବନି। ଆମ କୁ ନ୍ୟାୟ ଦରକାର । ଯାହା ସବୁ ଘଟଣା ଘଟିଥିଲା ସେ କଥା ମୋ ପୁଅ ମୋତେ କହିଥିଲା  ଆଉ ବହୁତ କାନ୍ଦିଥିଲା ମଧ୍ୟ । ଗଙ୍ଗା ପ୍ରଧାନ ଙ୍କ କଥା ନେଇ ବି କହିଛନ୍ତି କି ସେ ଯାହା କହିଛି ସତ କହୁଚି ।ଏହି ସବୁ କଥା କହି ସେ CBI ତଦନ୍ତ କରିବାକୁ ଦାବି କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *