DFO ଙ୍କ ପାଇଁ ସବୁ ବାଟ ଖୋଲିଲେ ସରକାର….

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଡି.ଏଫ୍.ଓ ଙ୍କ ନାମ ରେ ଆଉ କଣ ଶୁଣିବାକୁ ପାଇଲେ ସିବିଆଇ ସୁରାକ ପାଇ ପାରିବ ତାହା ଏବେ ଚର୍ଚ୍ଚା ର ବିଷୟ ସାଜିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୌମ୍ୟ ଙ୍କ ମ-ର-ଣ ପରେ ପରେ ତଦନ୍ତ ଖୁବ୍ ଜୋର୍ ଧରିଥିଲା । ତାଙ୍କ ମ-ରି-ବା ସମୟରେ ତାଙ୍କ ଶରୀର ର ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା । ଯାହା କିରୋସିନ ଢାଳି ହୋଇଥିଲା ବୋଲି ସେ ନିଜେ ବୟାନ ଦେଇଥିଲେ ହେଲେ ଏବେ ସବୁ କିଛି ତଦନ୍ତ ପରେ ଯାହା ଜଣା ପଡ଼ୁଛି ସୌମ୍ୟ ଙ୍କ ମ-ର-ଣ ପଛରେ କିଛି ନା କିଛି ରହସ୍ୟ ରହିଛି । କାରଣ  ସୌମ୍ୟ ଙ୍କ ଶରୀର ସମ୍ପୂର୍ଣ ରୂପେ ପୋଡ଼ି ଯାଇଥିବା ବେଳେ ତାଙ୍କ ଶରୀର କେବଳ ଦୁଇଟି ଅଂଶ ରେ କୌଣସି ଦାଗ ନ ଥିଲା ।  ହାତ ଓ ପାଦ ଦୁଇଟି ଯାକ ସମ୍ପୂର୍ଣ ଫାଙ୍କା ଥିଲା ସେ ସେହିଭଳି ମଧ୍ୟ ହାତ ରେ ମୁଦି ପିନ୍ଧିଥିଲେ । କହିବା କଥା ଅନୁସାରେ ଶରୀର ର ଯେତିକି ପରିମାଣ ରେ କିରୋସିନ ଢଳା ହୋଇଥିଲା ତାହା ନିଶ୍ଚିତ ଭାବେ ତାଙ୍କ ହାତ ପାପୁଲି କୁ ଆସି  ମୁଦି ପାଖରେ ଅଟକି କି ରହିଥାନ୍ତି ଓ ନିଆଁ ଖୁବ୍ ଜୋର୍ ରେ ଧରି ଥାଆନ୍ତା ହେଲେ ତାହା ହୋଇନାହିଁ ।

 

ଡି.ଏଫ୍.ଓ ଙ୍କ ବିଷୟରେ ମୁହଁ ଖୋଲିଲେ ତାଙ୍କ ଅଫିସ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀ । ଯାହାଙ୍କୁ ଡି.ଏଫ୍.ଓ ଅଫିସ ରୁ ବାହାର କରିଦେଇଛନ୍ତି ବହୁତ୍ ଦିନ ହେବ । ସେହି କାର୍ଯ୍ୟ କରୁଥିବା ଅଫିସର୍ ଙ୍କ ସହିତ ଡି.ଏଫ୍.ଓ ଆହୁରି ମଧ୍ୟ ୫ଜଣଙ୍କୁ ବାହାର କରି ଦେଇଛନ୍ତି ଅଫିସ ରୁ । ତା ପରେ ସେହି ଅଫିସର୍ ଜଣଙ୍କ ଅଟୋ ଚଳାଇଥିଲେ ବୋଲି ଆଜି ମୁହଁ ଖୋଲିଛନ୍ତି । ସେ ମଧ୍ୟ କହିଛନ୍ତି ଯଦି ଏହି କଥା ଗୁଡ଼ିକୁ ତାଙ୍କୁ ଆରକ୍ଷ ଅଧିକାରୀ ହୁଅନ୍ତୁ ଅବା କ୍ରାଇମ୍ ବ୍ରାଞ୍ଚ ଅଫିସର ଯିଏ ଭି ପଚାରନ୍ତୁ ସେ ସତ ସତ କହିଦେବେ । ସେ କହିବା କଥା ହେଉଚି କି ଡି.ଏଫ୍.ଓ  ଯେ କହୁଥିଲେ କି ବିଦ୍ୟା ଭାରତୀ ଙ୍କୁ ଚିହ୍ନି ନାହାନ୍ତି ଏହା ସମ୍ପୂର୍ଣ ମିଥ୍ୟା କଥା ସେ କହୁଛନ୍ତି କାରଣ ସେହି ଅଫିସର୍ ଜଣଙ୍କ କହିଛନ୍ତି କି ସେ ରାତି ରେ କରୁଥିବା ଡିଉଟି ସମୟରେ ଅଫିସ ର ପଛ ଦେଇ ଡି.ଏଫ୍.ଓ ଅଫିସର ପଛ ରେ ଥିବା ସୌମ୍ୟ ରଞ୍ଜନ ଙ୍କ ଘରକୁ ।

 

ଡି.ଏଫ୍. ଓ ଙ୍କ ନାମ ରେ ବଡ଼ ଅଭିଯୋଗ ଏବେ ଏବେ ଦେଖିବା ପାଇଁ ମିଳୁଛି । ସେ ଚୋରା ଚନ୍ଦନ କାଠ ସବୁ ଜଙ୍ଗଲ ରୁ ବିକ୍ରି କରି ଦେଇଥିବା ଘଟଣା ଚାରି ଆଡେ଼ ବ୍ୟାପି ଗଲାଣି । ଡି.ଏଫ୍.ଓ ମଧ୍ୟ  ବଡ଼ ବଡ ଦଲାଲ ଙ୍କୁ ହାତ ରେ ରଖି ସବୁ କାଠ ଗୁଡ଼ିକ ଚଢ଼ା ଦର ରେ ବିକ୍ରି କରିଦେଇଥିଲେ ଓ ସେଠିକାର ସମସ୍ତ ବ୍ୟବସାୟିକ ମାନଙ୍କୁ ମଧ୍ୟ ବହୁତ୍ ଫାଇନ କରି ଦେବା ପାଇଁ  ସେହି ଛୋଟିଆ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ର ସମସ୍ତ ଜିନିଷ ପତ୍ର ନେଇଯିବା ସହିତ ତାଙ୍କୁ ଥାନା ରେ ପୁରେଇ ଦେଇଥିଲେ । ସେଥି ପାଇଁ ଏବେ ବହୁତ୍ ପରିମାଣ ରେ ଡି.ଏଫ୍. ଓ ଙ୍କୁ ଜେରା କରା ହେଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *