ଦେଖନ୍ତୁ Dancing ନନା ଙ୍କ ଗଣେଶ ପୂଜା Dance ପୂଜା ଭିଡ଼ିଓ ଦେଖ…

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ନନା ଙ୍କ ର ନିଆରା ପୂଜାରେ ହସିହସି ଗଡ଼ି ଗଲେ ଛାତ୍ରଛାତ୍ରୀ ।ତାହାଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମାଜ ରେ ଅନେକ ଦୂର୍ବୁତ ଘଟଣା ଘଟୁଛି ।  ପ୍ରତ୍ୟେକ ଦିନ ଭଳି କି ଭଳି ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଜେତିକ କୌତିକିଆ ସେତିକ ଆଶ୍ଚର୍ଯ୍ୟ କର ମଧ୍ୟ । ଆପଣ ମାନେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଉ ଥିବ । ଏହି ସୋସିଆଲ ମିଡ଼ିଆ ଜନିତ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳି ଥାଏ । ଆଜିକାଲି ର ଯୁବ ପୀଢ଼ି ସୋସିଆଲ ମିଡ଼ିଆ ସହିତ ବେଶ୍ ଜଡ଼ିତ । ଏଥିରେ ଥିବା ଟିକି ନିକି ଖବର ବିଷୟ ରେ ସେ ବେଶ୍ ଅପଡେଟ ରହିଥାନ୍ତି । ନିକଟ ରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

 

ଏବେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି।ଯାହାକୁ ଜଣେ ଦେଖିବା ଲୋକ ଦେଖି ନିହାତି  ହସି ପକାଇବ । ଯାହା ଦେଖିଲେ ଆପଣ ବି ଆପଣ ଙ୍କର ହସକୁ ଆୟାତ କରିପାରିବେ ନାହିଁ। ଆପଣ ମାନେ ବି ଭାବିବେ କି ସତ ରେ କଣ ମଣିଷ ଏମିତି କରିପାରେ। ଏହି ଘଟଣା ଟି ଘଟିଛି ଏକ କଲେଜ ଛୁଆ ଙ୍କ ମେସରେ । ମେସରେ ଥିବା ଛୁଆ ମାନେ ମିଶି ଗଣେଶ ପୂଜା କରୁଥିଲେ ,ପୂଜାର ସବୁ ସରଞାମ କରିସାରିବା ପରେ ନନା ଆସି ସେଠାରେ ଉପସ୍ଥିତ ହୋଇ ଯାଇଥିଲେ । ପୂଜା ଆରମ୍ଭ କରିବା ର କିଛି ସମୟ ପରେ ନନା ଜଣକ କିଛି ଅଲଗା ପ୍ରକାର ରେ ପୂଜା କରିଥିଲେ । ସମସ୍ତ ନନା ମନ୍ତ୍ରପଢି ପୂଜା କଲାବେଳେ ଏହି  ନନା ଜଣକ ଗୀତଗାଇ ନାଚି ନାଚି ପୂଜା କରୁଥିଲେ। ଯାହା କି କିଛି ଅଲଗା ପ୍ରକାର ର ଥିଲା । ଆଗକୁ ଦେଖି ସେଠାରେ ଥିବା ପିଲା ମାନେ ବହୁତ ଜୋର ରେ ହସିବାକୁ ଲାଗିଥିଲେ। ତେବେ ଏହି ଘଟଣା ଟି କୁ ସେଠାରେ ଥିବା ପିଲା ମାନକ ଭିତରୁ ଜଣେ ଭିଡିଓ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛି । ଏହା ଏବେ ପ୍ରବଳ ମାତ୍ରା ରେ ଭାଇରାଲ ହୋଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *