ମା ଫେରାର ଖୋଜୁଛି 7 ବର୍ଷ ର ପୁଅ… ଦେଖ ଭିଡ଼ିଓ…

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଟଙ୍କା ନେଇ ମା ଫେରାର, ଖୋଜୁଛନ୍ତି ଅସହାୟ ବାପା ଓ ପୁଅ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସମାଜ ରେ ଅନେକ ଦୂର୍ବୁତ ଘଟଣା ଘଟୁଛି ।  ପ୍ରତ୍ୟେକ ଦିନ ଭଳି କି ଭଳି ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଜେତିକ କୌତିକିଆ ସେତିକ ଆଶ୍ଚର୍ଯ୍ୟ କର ମଧ୍ୟ । ଆପଣ ମାନେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଉ ଥିବ । ଏହି ସୋସିଆଲ ମିଡ଼ିଆ ଜନିତ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳି ଥାଏ । ଆଜିକାଲି ର ଯୁବ ପୀଢ଼ି ସୋସିଆଲ ମିଡ଼ିଆ ସହିତ ବେଶ୍ ଜଡ଼ିତ । ଏଥିରେ ଥିବା ଟିକି ନିକି ଖବର ବିଷୟ ରେ ସେ ବେଶ୍ ଅପଡେଟ ରହିଥାନ୍ତି । ଏହି ସୋସିଆଲ ମିଡ଼ିଆ ଜରିଆରେ ଅନେକ ଦୁର୍ବୃତ୍ତ ଘଟଣା ଘଟି ଯାଉଛି । ନିକଟ ରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

 

ପୁଅ ଖୋଜୁଛି ମା କୁ ପୁଣି ସ୍ବାମୀ ଖୋଜୁଛି ସ୍ତ୍ରୀ କୁ । ପୁଅ କହୁଛି ମୋ ମା ଟଙ୍କା ନେଇ ଫେରାର ହୋଇ ଯାଇଛି । ସ୍ବାମୀ କହୁଛି ମୋ ସ୍ତ୍ରୀ ୪.୫ ଲକ୍ଷ ଟଙ୍କା ନେଇ ଚଂପଟ୍ ମାରିଛି । ଭୁବନେଶ୍ୱର ଗଳିକନ୍ଦି , ଛକ, ବସ୍ ଷ୍ଟାଣ୍ଡ ଓ ବଡ଼ ବଡ଼  ହୋଟେଲ ରେ ଫୋଟୋ ଦେଖାଇ ନିଜ ସ୍ତ୍ରୀ ର ପରିଚୟ କରି ଖୋଜୁଛନ୍ତି ଅସହାୟ ବାପା ପୁଅ । ବ୍ୟକ୍ତି ଙ୍କ ନାମ ହେଉଛି ବିଶ୍ଵନାଥ ନାୟକ । ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ । ପେସା ରେ ସେ ଜଣେ ଡ୍ରାଇଭର । ୮ ବର୍ଷ ପୂର୍ବେ ପୁରୀ ଜିଲ୍ଲା ତେଇସପୁର ପ୍ରିୟା ନାୟକ ଙ୍କୁ ଭଲ ପାଇ ବିବାହ କରିଥିଲେ । ତାଙ୍କର ଏକ ୭ ବର୍ଷ ର ପୁଅ ଟିଏ ଅଛି । ସ୍ବାମୀ ଙ୍କ ଅଭିଯୋଗ ମୁତାବକ ଅନୁଯାୟୀ ବୈବାହିକ ଜୀବନ ଓ ପରିବାର ସୁରୁଖୁରରେ ଚାଲି ଥିଲା । ଉଭୟେ ପୁରୀ ରେ ବସବାସ କରୁଥିଲେ । ବିଶ୍ଵନାଥ ଗାଡ଼ି ଚଳାଉଥିବା ରୁ ନିଜର ଏକ ଗାଡ଼ି କରାଇ ଦେବେ ବୋଲି କହିଥିଲେ ଟୁଲୁ ନାମକ ଜଣେ ଯୁବକ । ତାଙ୍କ କହିବା ଅନୁଯାୟୀ ଗାଡ଼ି ପାଇଁ ୪.୫ ଲକ୍ଷ ଟଙ୍କା ଯୋଗାଡ କରିଥିଲେ ବିଶ୍ଵନାଥ । ଟୁଲୁ ସମସ୍ତ ଟଙ୍କା ନେଇ ଯାଇଥିଲେ । କିଛି ଦିନ ବ୍ୟବଧାନ ରେ ମାମୁ ଘରୁ  ସ୍ତ୍ରୀ ମଧ୍ୟ ଫେରାର ହୋଇ ଯାଇଥିଲେ ବୋଲି ଅଭିଯୋଗ  କରିଥିଲେ ସ୍ବାମୀ । ଅନ୍ୟ ପଟ ରେ ସ୍ତ୍ରୀ ଭୁବନେଶ୍ୱର ରେ ରହିଥିବା ନେଇ ଏକ ବିଶେଷ ସୂତ୍ର ରୁ ଜାଣି ପାରିଥିଲେ ସ୍ବାମୀ । ଖବର ପାଇବା ପରେ ରାଜଧାନୀ ରେ ପହଞ୍ଚି ବାପ ପୁଅ ଛକ ,ବସ୍ ଷ୍ଟାଣ୍ଡ , ରେଲୱେ ଷ୍ଟେସନ ସହିତ ଏକାଧିକ ବ୍ୟସ୍ତ ବହୁଳ ସ୍ଥାନ  ରେ ଖୋଜା ଖୋଜି କରିବା ସହିତ  କ୍ୟାପିଟାଲ ଥାନା ଆରକ୍ଷ ଅଧିକାରୀ ଙ୍କ ସହିତ ସନ୍ଦେହ ହେଉଥିବା ସ୍ଥାନ ରେ ଖୋଜିଥିଲେ । କେବେ ପୁଅ  ତାର ମାଆ ଓ ସ୍ବାମୀ ତାର ସ୍ତ୍ରୀ କୁ ଫେରି ପାଇବ ତାହା ଜଣା ପଡ଼ିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *