ତୁଷାର ମାଗୁଛି ଆପଣଙ୍କୁ ସାହାଯ୍ୟ ଭିକ୍ଷା । ଥରେ ଶୁଣିଲେ ତୁଷାର ଙ୍କ କାହାଣୀ କାନ୍ଦି ପକେଇବେ…..

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଭଗବାନ ଙ୍କ ଏହି ନିଷ୍ଠୁରତା ଦେଖିଲେ ଆପଣ ଙ୍କ ଆଖିରୁ ଭି ଲୁହ ଚାଲିଆସିବ । ଏତେ କମ୍ ବୟସର ପିଲା ତୁଷାର ଜୀବନ ମରଣ ସହ ସଙ୍ଘର୍ଷ କରୁଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସତରେ ଭଗବାନ କଣ ପାଇଁ ଏତେ ନିଷ୍ଠୁର ତାଙ୍କ ନିଷ୍ଠୁରତା କେବଳ ଏଇ ମଧ୍ୟମ ଶ୍ରେଣୀ ଲୋକ ଙ୍କ ଉପରେ କଣ ପାଇଁ ପଡ଼ିଥାଏ । ଯାହା ଭି କରିଲେ କରନ୍ତୁ ଭଗବାନ କଣ ପାଇଁ ଏମିତି କିଛି କରନ୍ତି କି ଗୋଟିଏ ବାପା ମାଆ ଙ୍କ କୋଳ ରେ ପିଲା ଟିଏ ଦେଇ ଦେଇ ତାକୁ ବହୁତ୍ ହିଁ ବେଶୀ କଷ୍ଟ ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଦୁଃଖଦ ଘଟଣା ସମ୍ପର୍କ ରେ କହିବୁ ଯାହା ଶୁଣିଲେ ଆପଣ ଙ୍କ ଆଖି ରୁ ଲୁହ ବାହାରି ଆସିବ । ଭଗବାନ ଯେ କଣ ପାଇଁ ଏମିତି ବଡ଼ ବଡ ରୋଗ ଏଇ ଦୁନିଆ କୁ ଆଣିଛନ୍ତି ତାହା ବୁଝା ପଡୁନି । ପିଲା ଟି ର ନାମ ତୁଷାର ବୟସ ମାତ୍ର ୧୩ । ଯେତେବେଳ ବାପା ଓ ମାଆ ତୁଷାର କୁ ଜନ୍ମ ଦେଇଥିଲେ ପୁଅ ଟିଏ ହୋଇଛି ବୋଲି ଖୁବ୍ ଖୁସି ହୋଇ ଯାଇଥିଲେ । ହେଲେ ଭଗବାନ ସେଇ ଖୁସି ର ଦିନ କୁ ବେଶୀ ଦିନ ରଖିଲା ନାହିଁ ।

 

ପ୍ରକୃତ ଘଟଣା ହେଉଛି ତୁଷାର ଏବେ ଏତେ କମ୍ ବୟସରେ ୭୦ ପ୍ରତିଶତ କିଡନୀ ଖରାପ ହୋଇ ଯାଇଛି । ଆଜି କୁ ପିଲା ଟିର ରୋଗ ଚିହ୍ନିବାରେ ମାତ୍ର କେଉଁଠି ୩-୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ହେଲେ ବାପା ତାଙ୍କ ପାଇଁ ଦେଢ଼ ରୁ ଦୁଇ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ସାରିଲାଣି ଓ ବାପା ଭି ଏତେ ଅର୍ଥ ଆଣିବେ ବା କେଉଁଠୁ । ବାପା ଜଣେ ଜେ ପି ଟି ଶିକ୍ଷକ । ପୁଅ ଚି-କି-ତ୍ସା କରିବା ପାଇଁ ବାପା ଙ୍କ ପାଖରେ ଆଉ ଅର୍ଥ ନାହିଁ ଯାହା ପାଇଁ ତୁଷାର ଙ୍କ ବାପା ହାତ ଯୋଡ଼ି ଦେଲେନି ସମସ୍ତଙ୍କୁ କିଛି ତା ସହାୟତା ପାଇଁ । ତୁଷାର ରଞ୍ଜନ ସା ବରଗଡ଼ ଜିଲ୍ଲା ର ବିଜେପୁର ରେ ଯୋଖିପାଲି ଠାରେ ତାଙ୍କର ଘର ।

 

ପିଲା ଟି ର ବୟସ ଆସ୍ତେ ଆସ୍ତେ ବଢ଼ିବାକୁ ଲାଗିଲା ଖୁବ୍ ହସ ଖେଳ ,ନାଚ କୁଦ କରିବା ସହିତ ବିଦ୍ୟାଳୟ ରେ ମଧ୍ୟ ପ୍ରଥମ ଥିଲା ତୁଷାର ସେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢ଼ୁଥିଲା । ଗତ ୨ତାରିଖ ରେ ତୁଷାର ଜ୍ଵର ରେ ପୀଡ଼ିତ ହେଲେ ଦେଖୁ ଦେଖୁ ଜ୍ଵର ବଢିଚାଲିଲା ଆଉ କମିବାର ନାମ ଧରିଲା ନାହିଁ । ଗୁରୁତର ହେବା ପରେ ୫ତାରିଖ ରେ ତାଙ୍କୁ ବୁର୍ଲା ହସ୍ପିଟାଲ୍ ରେ ଭର୍ତ୍ତି କରା ହୋଇଥିଲା । ତା ପରେ ଜଣା ପଡ଼ିଥିଲା ତାଙ୍କର ଅମ୍ଳଜାନ ସ୍ତର ଶରୀର ରେ ଖୁବ୍ କମ୍ ଅଛି ଓ ତା ପରେ ପରେ କଟକ ବଡ଼ ହସ୍ପିଟାଲ୍ କୁ ପଠା ହୋଇଥିଲା । ସବୁ କିଛି ର ସୁବିଧା ନ ଥିବାରୁ ତୁଷାର ଉତ୍କଳ ହ-ସ୍ପିଟା-ଲ୍ ରେ ଭର୍ତି ହୋଇଥିଲେ ଓ ସେଠି ଯାହା ଜଣା ପଡିଥିଲା ତାଙ୍କର କିଡନୀ ୭୦ ପ୍ରତିଶତ ଖରାପ ହୋଇଯାଇଛି ଯାହା ଶୁଣି ବାପା ଓ ମାଆ ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଓ ବାପା ପୁଅ ର ଚି-କି-ତ୍ସା ପାଇଁ ସମସ୍ତଙ୍କ ଥରେ ହାତ ଯୋଡ଼ି ସହାୟତା ପ୍ରାର୍ଥନା କରୁଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *