ପୁଅ ମାନଙ୍କ ବିଷୟରେ ଏମିତି କହିଦେଲା ଏହି ଝିଅ ତାପରେ….

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁରୁଷ ମାନଙ୍କ ବିଷୟରେ ଏପରି କିଛି କଥା କହିଛନ୍ତି ଗୋଟିଏ ଭଉଣୀ । ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ୟ୍ଯ ହୋଇ ଯିବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭଗବାନ ଙ୍କ ସୃଷ୍ଠି ରେ ଦୁଇଟି ଶ୍ରେଷ୍ଠ ବିକଳ୍ପ ହେଉଛି ନାରୀ ଓ ପୁରୁଷ । ନାରୀ ଓ ପୁରୁଷ କେହି କାହା ବିନା ବଞ୍ଛି ପାରିବେ ନାହିଁ । ନାରୀ ଟେ ପୁରୁଷ ଉପରେ କିଛି କାରଣ ପାଇଁ ନିର୍ଭର କରିଥିବା ବେଳେ ପୁରୁଷ ଟି ମଧ୍ୟ କିଛି କଥା ପାଇଁ ନାରୀ ଉପରେ ନିର୍ଭର କରିଥାଏ । ଉଭୟ ଉଭୟ ଙ୍କ ଉପରେ ନିର୍ଭରଶୀଳ । ହେଲେ ବହୁତ୍ ସମୟରେ ଆମ ସମୟଙ୍କ ମନ ରେ ଗୋଟିଏ କଥା ରହି ଯାଇଥାଏ ନାରୀ ଟି ସଦା ସର୍ବଦା କହୁଥାଏ ମୁ ଘର ଭିତର ଟାର ବହୁତ୍ କିଛି କାମ କରି କରି ଅଣ ନିଶ୍ବାସୀ ହୋଇ ଗଲିଣି । ପୁରୁଷ ଭି ସେମିତି କହୁଥାଏ କି ମୁଁ ବାହାର କାମ ଗୁଡ଼ିକ କରି କରି ଖୁବ୍ ଥକି ଗଲିଣି ଆଉ କରି ପାରିବିନି । ସେଥି ପାଇଁ ଉଭୟ ଉଭୟ ଙ୍କୁ ଦୋଷ ଦେବା ଆରମ୍ଭ କରି ଦେଇଥାନ୍ତି ଓ କହୁଥାନ୍ତି କି ମୁଁ ସବୁଠୁ ଅଧିକ କଷ୍ଟ ପାଉଛି ତୁମେ କମ୍ । 

 

ଆଜ୍ଞା ହଁ କେହି କାହାକୁ ତଳକୁ ଖସାଇବା ସମ୍ପୂର୍ଣ ରୂପେ ଭୁଲ ନାରୀ ଟେ ତା ଜୀବନ ରେ ବହୁତ୍ ହିଁ କଷ୍ଟ କରିଥାଏ ଯାହା ଆମ ସମସ୍ତଙ୍କୁ ଜଣା ଅଛି । ହଁ ଆଜ୍ଞା ନାରୀ ଟେ ଘର ଯାକର ସମସ୍ତ କାର୍ଯ୍ୟ କରିବା ସହିତ ରୋଷେଇ , ୟା କଥା ବୁଝିବା ତ ଦେହ ପାହା କଥା ବୁଝିବା । ଘର ଭିତରେ କାହାରି ରୋଗ ହେଲେ ତାଙ୍କର ସେବା ଶୁଶ୍ରୁଷା କରିବା ତା ସହିତ କେମିତି ଭାବେ ସମସ୍ତ ଙ୍କ ମନ କୁ ନେଇ ଚାଲିବା ଏମିତି ବହୁତ୍ କିଛି କାର୍ଯ୍ୟ କରିଥିବା ବେଳେ ପୁରୁଷ ଭି କୌଣସି କାର୍ଯ୍ୟ ରେ କମ୍ କରୁ ନାହାନ୍ତି । ସେହି ଭଳି ଭାବେ ଜଣେ ଭଉଣୀ ଏବେ ଏବେ ସୋସିଆଲ ମିଡିଆ ରେ କିଛି କଥା ପୁରୁଷ ମାନଙ୍କୁ ନେଇ କହିଛନ୍ତି  ଯାହା ଙ୍କ କଥା କୁ ଖୁବ୍ ଲୋକ ପସନ୍ଦ କରିଛନ୍ତି ଓ ଏହି କଥା ଗୁଡ଼ିକ ସମ୍ପୂର୍ଣ ରୂପେ ହୃଦୟ ସ୍ପର୍ଶି ।

 

ଭଉଣୀ ଜଣକ କହିଛନ୍ତି କିଏ କହିଲା କି ପୁଅ ମାନଙ୍କ ଜୀବନ ରେ କଷ୍ଟ ନାହିଁ ପୁଅ ମାନେ ଭି ଝିଅ ଙ୍କ ଠୁ ଅଧିକ କଷ୍ଟ କରିଥାନ୍ତି । ହଁ ଆଜ୍ଞା ପୁଅ ମାନେ ନିଜ ଘର କୁ ଛାଡ଼ି ବାହାର ଜାଗା ରେ ରହିଥାନ୍ତି ନିଜ ଘର ର ଲୋକ ଖୁସି ରେ ରହିବା ପାଇଁ । ପୁଅମାନଙ୍କର ୧୨ ଘଣ୍ଟିଆ  ଡ୍ୟୁଟି  ଥିବା ବେଳେ ଅଧିକ ଡ୍ୟୁଟି କରି ଥାଆନ୍ତି କେମିତି କିଛି ପଇସା ଆସିଲେ ଘର ଲୋକ ଖୁସି ରେ ରହିବେ । ଯେ ପୁଅ ନିଜ ହାତ ରେ ପାଣି ଗ୍ଲାସ୍ ଟିଏ ଉଠେଇ ପିଉ ନ ଥାଏ ସେ ପୁଅ ନିଜ ଘର ର ଖୁସି ପାଇଁ ନିଜେ ରୋଷେଇ କରିବା ଶିଖି ଯାଇଥାଏ । ତେବେ ପୁଅ ମାନେ ଭି ବହୁତ୍ ହିଁ ବେଶୀ କଷ୍ଟ କରିଥାନ୍ତି ଓ ଏଥି ସହିତ ଘରୁ ବାହାରେ ରହିଥିବା ଭାଇ ମାନଙ୍କୁ ସଲାନ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *