ସୌମ୍ୟଙ୍କ କେସ ହେଇଛି ୩୦ ଲକ୍ଷ୍ୟ ଟଙ୍କାରେ ଡିଲ । ଦେଖ ଭିଡ଼ିଓ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ର ଏହି ୱେବ ପୋର୍ଟାଲ କୁ ଆଜି ଆମେ ଦେଖିବା ୩୦ ଲକ୍ଷେ ଟଙ୍କାରେ ହେଇଛି ଡିଲ ସୌମ୍ୟଙ୍କ କେସରେ । ଭିଡ଼ିଓ ଦେଖିବା ପୂର୍ବରୁ ଘଟଣା ବିଷୟରେ ପୁରା ଜାଣିବା ପାଇଁ ପଢିନିଅ ।

ସୌମ୍ୟଙ୍କ କେସ ୭୫ ଦିନ ପରେ ମଧ୍ୟ କିଛି ଖୁଲାସା ହୋଇ ପାରିନାହିଁ । ସୌମ୍ୟଙ୍କ ବାପା ମା ଭାଇ ଙ୍କ କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି ହେଲେ କିଛି ବି ଫରକ ପଡୁନି । କ୍ରାଇମବ୍ରାଞ୍ଚ ତଦନ୍ତ ଦିଗହରା ହୋଇ ପଡିଛି ଯେମିତି କିଛି ହୋଇନାହିଁ । ଏହି କେସ ରେ ୩୦ ଲକ୍ଷ୍ୟ ଟଙ୍କାରେ ଡିଲ ହୋଇଛି ବୋଲି ଜଣାପଡିଛି ।

ଆଜି ସୌମ୍ୟଙ୍କ ବାପା କହିଛନ୍ତି ମୋ ପୁଅ କୁ କେବେ ମିଳିବ ନ୍ୟାୟ । ନବୀନ ସରକାର ଗୋଟିଏ ସ୍ଥାଣୁ ସରକାର । ତାର ସବୁ ନେତା ମନ୍ତ୍ରୀ ମୋ ପୁଅ କୁ ହରେଇବାର କାରଣ । ସେ ଆଜି କରିଛନ୍ତି ବଡ ଖୁଲାସା କହିଛନ୍ତି ୩୦ ଲକ୍ଷ୍ୟ ଟଙ୍କା DFO ଦେଇ ଏ କେସ କୁ ଚାପି ଦେବାକୁ ବସିଛନ୍ତି । ହେଲେ ଆମେ ଛାଡ଼ିବୁନି CBI ତଦନ୍ତ କରେଇବୁ ।

ଯଦି ଆପଣ ଚାଂହୁଛନ୍ତି ସୌମ୍ୟଙ୍କ ନ୍ୟାୟ ତାହେଲେ ଗୋଟିଏ ଲାଇକ କରନ୍ତୁ ତଳେ । ଜୟ ଜଂଗନ୍ନାଥ

Leave a Reply

Your email address will not be published. Required fields are marked *