ତେଲୁଗୁ ସୁପରଷ୍ଟାର ସାଇ ଧରମ ତେଜ ଙ୍କୁ ନେଇ ଆସିଲା ବଡ ଦୁଃ-ଖ-ଦ ଖବର….

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସାଉଥ ହିରୋ ସାଇ ଧରମ ତେଜଙ୍କୁ ନେଇ ଆସିଲା ବଡ଼ ଦୁଃ-ଖ-ଦ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ଜଗତ ଅନେକ ନାମ କମେଇ ପାରିଛି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ସମସ୍ତ କଳାକାର ବହୁ ପରିଶ୍ରମ ଫଳରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିଛନ୍ତି । ଘରେ ଘରେ ପରିଚିତ ହୋଇ ଥାନ୍ତି । ନିଜର ପରିଶ୍ରମ ବଳ ରେ ଅଧିକ ରୁ ଅଧିକ ନିଜ ଫ୍ୟାନ କରିଥାନ୍ତି । ନିଜର ଭିନ୍ନ ଭିନ୍ନ ଷ୍ଟାଇଲ ଓ ଲୁକ୍ ପାଇଁ ସେମାନେ ସୁପର୍ ଷ୍ଟାର୍ ହୋଇ ପାରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଟଲିଓଡ ଜଗତ ର ଏକ ସୁପର୍ ଷ୍ଟାର୍ ଙ୍କ ବିଷୟ ରେ ଜଣାଇବୁ ।

କୋରୋନା ସାରା ରାଜ୍ୟ ରେ ନିଜର କାୟା ବିସ୍ତାର କରିଛି । ଏହି ମହା-ମାରୀ ରେ କିଏ ବାପା ଙ୍କୁ ହରାଇ ସାରିଲେଣି ତ ମାଆ କୁ ତ ପୁଣି ଭାଇ ଓ ଭଉଣୀ । ଏହିପରି ଭାବରେ ନିଜ ଲୋକ ଙ୍କୁ ଏହି ଛଡେଇ ନେଇଛି  । ତେବେ ଏହି ମହାମାରୀ କେବଳ ସାଧାରଣ ଲୋକ ନୁହନ୍ତି କଳାକାର ଠାରୁ ଆରମ୍ଭ କରି ବଡ଼ ନେତା ପର୍ଯ୍ୟନ୍ତ ସମସ୍ତ ଙ୍କ ଉପରେ କବାଜା କରିଛି । ଅନେକ ଦୁଃ-ଖ ଖବର ଆସିଛି ସମସ୍ତ ସିନେ ଇଣ୍ଡଷ୍ଟ୍ରି ରୁ । ତେବେ ଆଜି ଏକ ଦୁଃଖ ଖବର ଆସି ପହଁଚିଛି ଟଲିଓଡ ଜଗତ ରୁ । ଟଲିଓଡ ଜଗତ ରେ ସାଇ ଧରମ କୁ କିଏ ବା ନ ଜାଣେ । ଗୋଟିଏ ପରେ ଗୋଟିଏ ସୁପର୍ ହିଟ୍ ସିନେମା ଦେଇଛନ୍ତି ଇଣ୍ଡଷ୍ଟ୍ରି ଙ୍କୁ । ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଦୁଃ-ଖ ଖବର ବୋଲି ଜଣା ପଡ଼ିଛି । ଶୁକ୍ରବାର ଦିନ ରାତି ରେ ସାଇ ଏକ ସ୍ପୋର୍ଟସ ବାଇକ୍ ଚଳାଇ ଯାଉଥିଲେ । ଦୁର୍ଗମ ଚେଭୂଲ୍ ବ୍ରିଜ ନିକଟ ରେ ତାଙ୍କର ଦୁ-ର୍ଘ-ଟ-ଣା ଘଟିଛି । ସେଠାରେ କାଦୁଅ ହୋଇଥିବାରୁ ଗାଡ଼ି ସ୍ଲିପ ହେବାରୁ ସେ ଗାଡ଼ି ରୁ ତଳେ ପଡି ଯାଇଥିଲେ । ମାତ୍ର ସେ ହେଲମେଟ ପିନ୍ଧି ଥିବାରୁ ତାଙ୍କର ମସ୍ତିସ୍କ ରେ କୌଣସି ଆ-ଘା-ତ ଲାଗି ନ ଥିଲା ।  ହେଲେ ଶରୀର ରେ ଅଧିକ ଆଘାତ ଲାଗୁଥିଲା । ଆଖି ଛାତି ଓ ଅଣ୍ଟା ରେ ଅତ୍ୟଧିକ ଆ-ଘା-ତ ଲାଗିଥିଲା । ତେଣୁ ତାଙ୍କୁ ପାଖରେ ଥିବା ଲୋକ ମାନେ ତୁରନ୍ତ ନିକଟସ୍ଥ ହ-ସ୍ପି-ଟା-ଲ୍ ରେ ଭର୍ତି କରିଥିଲେ । ପ୍ରାଥମିକ ଚି-କି-ତ୍ସା ପରେ ତାଙ୍କୁ ଆପୋଲୋ  ହ-ସ୍ପି-ଟା-ଲ କୁ ସ୍ଥାନାନ୍ତରିତ କରା ଯାଇ ଥିଲା । ଏହି ଖବର ସାରା ଇଣ୍ଡଷ୍ଟ୍ରି କୁ ଦୁଃ-ଖ ଆଣି ଦେଇଛି ।  

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *