ଶୁଣ ଏହି କଲ ରେକର୍ଡ କେମିତି ଯୁବକ ଙ୍କୁ ଫସଉଥିଲା ପ୍ରେମ ଜାଲରେ ଆଞ୍ଜେଲ ପ୍ରିୟା….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଭାଇରଲ ଖବର କୁ ଆଜି ଆସନ୍ତୁ ଶୁଣିବା ଓଡିଶା ର ଆଞ୍ଜେଲ ପ୍ରିୟଙ୍କା ଙ୍କ କଲ ରେକର୍ଡ କେମିତି କଥା ହୋଇ ଠକନ୍ତି କଲ ରେକର୍ଡ ବି ଶୁଣିବା । ପ୍ରଥମେ ଘଟଣା ପଢନ୍ତୁ ।

ଫେସବୁକ ଆମର ସବୁଠାରୁ ପ୍ରିୟ ଆପ କିନ୍ତୁ ଏହାର ଦୁରୂପଯୋଗ କରି କିଛି FAKE ID କରି ଲୋକଙ୍କୁ ହଇରାଣ କରୁଛନ୍ତି । FACEBOOK ଆମର ମନୋରଞ୍ଜନ ପାଇଁ ହୋଇଥିବା ବେଳେ ଏହାକୁ ନେଇ କିଛି ଯୁବତୀ ବେପାର ରେ ପରିଣତ କରିବସାରିଲେଣି । FAKE ID କରି ଯୁବକ ଙ୍କୁ ପ୍ରେମ ଜାଲରେ ଫସେଇ ଟଙ୍କା ଆଦାୟ ଓ ନଦେଲେ ବ୍ଲାକ ମେଲ ମଧ୍ୟ କରୁଛନ୍ତି । ଆମ ଓଡିଶାରେ ଧରା ପଡିଛି ଏକ ଏଭଳି ଘଟଣା । ଦୟାକରି ଆମର ଆପଣମାନଙ୍କୁ ଅନୁରୋଧ ଫେସବୁକ ରେ ଆପଣ ଅଚିହ୍ନା ଝିଅ ବା ପୁଅ ଙ୍କ ଫ୍ରେଣ୍ଡ ରୀକୁୱେଷ୍ଟ ACCEPT କରନ୍ତୁ ନାହିଁ ।

ଯୁବତୀ ଜଣଙ୍କ ପାଖା ପାଖି ୧୫୦ ରୁ ଅଧିକ ଫେକ ଆକାଉଣ୍ଟ କରି ଯୁବକ ଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଶୋଷଣ କରିଛନ୍ତି । ଆପଣ ଶୁଣି ବାକୁ ଯାଉଥିବା କଲ ରେକର୍ଡ ରେ ଶୁଣିବେ କିପରି ଗୋଟିଏ ସଫ୍ଟୱେର ଇଞ୍ଜିନିର କୁ 6.5 ଲକ୍ଷ୍ୟ ଟଙ୍କା ଲୁଟିଥିଲା କିପରି କଥା ହୋଇଥିଲା ଶୁଣିବେ । ଏହି ପରି ଯୁବତୀ ବହୁତ ଯୁବକଙ୍କୁ ଫସେଇ ଲକ୍ଷାଧିକ ଟଙ୍କା ନିଏ । ଆଜି ପୋଲିସ ହାତରେ ଧରା ପଡିଯାଇଛି ଏହି ଯୁବତୀ । ଆସନ୍ତୁ ଶୁଣିବା ଏହି କଲ ରେକର୍ଡ ।

ଲୋକମାନଙ୍କ ସଚେତେନ ପାଇଁ ଗୋଟିଏ ସେୟାର କରନ୍ତୁ । ତଳେ ଥିବା ଲାଇକ ବଟମ କ୍ଲିକ କରନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *