ଦୁନିଆର ସବୁଠୁ ଶକ୍ତିଶାଳୀ ଏହି ଦୁଇଟି ରାଶି…..ସବୁବେଳେ ରହିଥାଏ ମହାଦେବ ଙ୍କ କୃପା…

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମହାଦେବ ଶିବ ଙ୍କ କୃପାରୁ ଏହି ୨ ଟି ରାଶି ଙ୍କ ଜୀବନରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ ।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିଶ୍ବରେ ମନୁଷ୍ୟ ଜନ୍ମ ସମୟରେ କେବଳ ନିଜର କର୍ମଫଳକୁ ନେଇ ପୃଥିବୀ ପୃଷ୍ଠରେ ଅବତରଣ କରିଥାନ୍ତି । ମଣିଷର ଭାଗ୍ୟ ଭବିଷ୍ୟ ନିଜର କର୍ମଫଳ ଉପରେ ନିର୍ଦ୍ଧାରିତ ହୋଇଥାଏ । ଏଥି ସହ ଭାଗ୍ୟ ଭବିଷ୍ୟ ଗ୍ରହ ନକ୍ଷତ୍ର ଦ୍ଵାରା ମଧ୍ୟ ପରିଚାଳିତ ହୋଇଥାଏ । ସଂସାରରେ ମନୁଷ୍ୟ ପରିଶ୍ରମ ଦ୍ଵାରା କର୍ମଫଳ ପ୍ରାପ୍ତ କରିଥାଏ । କିନ୍ତୁ ବେଳେବେଳେ ବିନା କର୍ମରେ ମଧ୍ୟ ଫଳ ପ୍ରାପ୍ତ କରିଥାଏ । ଆଉ ଏସବୁ କେବଳ ଭାଗ୍ୟ ଦ୍ଵାରା ସମ୍ଭବପର ହୋଇପାରିଥାଏ । ଦେବ ଦେବ ମହାଦେବ ହେଉଛନ୍ତି ଜଗତ ପାଳନ କର୍ତ୍ତା । ତାଙ୍କୁ ପ୍ରସନ୍ନ କରିବା ଅତି ସହଜ । କାହିକିଁ ନା ଶିବ ହେଉଛନ୍ତି ଆଶୁତୋଷ । ତେଣୁ ମହାଦେବ ଙ୍କ କୃପା ଦୃଷ୍ଟିରୁ ଦୁଇ ଗୋଟି ରାଶି ଙ୍କ ଭାଗ୍ୟରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ । ମହାଦେବ ଙ୍କ ଆଶୀର୍ବାଦ ଆଶିଷ ଲାଭ କରିବା ବଡ଼ ଭାଗ୍ୟର କଥା । ମନୁଷ୍ୟ ପୂର୍ବ ଜନ୍ମର କର୍ମଫଳ କୁ ନେଇ ନିଜ ଜୀବନରେ ଫଳ ଭୋଗ କରିଥାଏ । ପୂର୍ବଜନ୍ମ ବଶତଃ କିଛି ମନୁଷ୍ୟ ବର୍ତ୍ତମାନ ସମୟରେ ରାଜସୁଖ ଭୋଗ କରୁଥିବାବେଳେ ଆଉ କିଛି ବ୍ୟକ୍ତି ଦାରିଦ୍ର୍ୟତା ଭୋଗ କରିଥାନ୍ତି । ତେବେ ବିଶ୍ବରେ ୧୨ ଗୋଟି ରାଶି ମାନଙ୍କ ଦ୍ଵାରା ମନୁଷ୍ୟର ଜୀବନ ପରିଚାଳିତ । ତେବେ ସେଥି ମଧ୍ୟରୁ ୨ଟି ଭାଗ୍ୟ ଶାଳୀ ରାଶି ଙ୍କ ବିଷୟରେ ଆସନ୍ତୁ ଜାଣିବା । 

 

ମେଷ – ମେଷ ରାଶି ର ଗ୍ରହାଧୀପତି ହେଉଛନ୍ତି ମଙ୍ଗଳ । ତେବେ ମେଷ ରାଶି ଙ୍କ ଭାଗ୍ୟରେ ପ୍ରଭୁ ଶିବ ଙ୍କ କୃପରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତିମାନେ ଭଗବାନ ଶିବଙ୍କୁ ନିଜର ଆରାଧ୍ୟ ଦେବ ରୂପେ ପୂଜା କରିଥାନ୍ତି । ତେବେ ଏହି ରାଶି ଙ୍କ ଜୀବନରେ ଥିବା ସମସ୍ତ ଦୁଃଖ ଅସୁବିଧା ବେଶି ସମୟ ପର୍ଯ୍ୟନ୍ତ ରୁହେ ନାହିଁ ଭଗବାନ ଶିବଙ୍କ କୃପାରୁ ଶୀଘ୍ର ଦୂରୀଭୂତ ହୋଇଯାଏ । ଏହି ରାଶିର ବ୍ୟକ୍ତି ମାନେ କର୍ମବାନ ସମ୍ପନ୍ନ ହୋଇଥିବାରୁ ଏମାନେ ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ତେବେ ମହାଦେବ ଙ୍କ କୃପାରୁ ଏମାନଙ୍କ ଭାଗ୍ୟରେ ସର୍ବଦା ଖୁସି ହାସି ଲାଗି ରହିଥାଏ । 

 

ଧନୁ – ଏହି ରାଶିର ଗ୍ରହାଧୀପତୀ ହେଉଛନ୍ତି ବୃହସ୍ପତି । ସର୍ବ ରାଶି ମାନଙ୍କ ମଧ୍ୟରେ ବୃହସ୍ପତି ହେଉଛନ୍ତି ରାଜା ରାଶି । ବୃହସ୍ପତି ସବୁଠୁ ବଡ଼ ହୋଇଥିବାରୁ ଏହି ରାଶି ମଧ୍ୟରେ ଅନ୍ୟ ରାଶି ଙ୍କ ର କୁପ୍ରଭାବ ପଡ଼ିନଥାଏ । ମହାଦେବ ଶିବ ଙ୍କ ଆଶିଷ ରୁ ଏମାନଙ୍କ ଜୀବନରେ ସର୍ବଦା ସୁଖଶାନ୍ତି ଲାଗି ରହିଥାଏ । ଏହି ରାଶି ର ବ୍ୟକ୍ତି ମାନେ ବହୁ ପ୍ରଭାବଶାଳୀ ସମ୍ପନ୍ନ ହୋଇଥାନ୍ତି , ଏମାନଙ୍କ ବିଚାରଧାରା ଉଚ୍ଚ କୋଟୀର ସ୍ୱଭାବର ହୋଇଥାଏ । ଏମାନେ ମହାଦେବଙ୍କୁ ସର୍ବଦା ଅନୁସରଣ କରୁଥିବାରୁ ଏମାନଙ୍କ ଭାଗ୍ୟରେ ସର୍ବଦା ମହାଦେବ ଙ୍କ କୃପା ରହିଥାଏ । ମହାଦେବ ସର୍ବ ଇଚ୍ଛା ବା ମନସ୍କାମନା ର ଦେବତା ହୋଇଥିବାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଥିବା ସବୁ ମନୋବଞ୍ଛା ପୂର୍ଣ୍ଣ ହୋଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *