ଆସିଲା ସୌମ୍ୟ ବିଦ୍ୟାଭାରତୀ ଙ୍କ ୨ୟ କଲ ରେକର୍ଡ…

 

ଯଦି ଆପଣ ସୌମ୍ୟଙ୍କ ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମିଳିଲା ବିଦ୍ୟା ଓ ସୈାମ୍ୟଙ୍କ ଓଡିଓ କ୍ଲିପ୍ । କଣ ରହିଛି ଏଥିରେ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗତ ଡ଼ିସେମ୍ବର ରେ ବିବାହ କରିଥିଲେ ପାରଳାଖେମୁଣ୍ଡି ରେ ବନ ସଂରକ୍ଷକ ବିଭାଗ ରେ କାର୍ଯ୍ୟରତ ସୌମ୍ୟ ରଞ୍ଜନ । ଦଶଦିଗ ପାଳ , ହୋମ ନିଆ ଓ ତେତିଶ କୋଟି ଦେବା ଦେବୀ ଙ୍କୁ ସାକ୍ଷୀ ରଖି ଜଣେ ମହିଳା ଙ୍କୁ ସ୍ତ୍ରୀ ରୂପେ ବରଣ କରିଥାଏ । ବିବାହ ହେଉଛି ଏକ ଏପରି ପବିତ୍ର ବନ୍ଧନ ଯେଉଁଠି ଜଣେ ସ୍ବାମୀ ସ୍ତ୍ରୀ ର ସିନ୍ଥି ରେ ସିନ୍ଦୂର ଦେଇଥାଏ ଓ ସାତ ଜନ୍ମ ପାଇଁ ସ୍ତ୍ରୀ ର ସୁଖ ଦୁଃଖ ର ଭାର ନେଇଥାଏ । କିନ୍ତୁ ବର୍ତ୍ତମାନ ତାଙ୍କ ଘଟଣା ବର୍ତ୍ତମାନ ଚାରିଆଡ଼େ ଚହଳ ପକାଇଦେଇଛି । ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ଥିଲେ  ସୌମ୍ୟ । ତେବେ ଏପରି ଏକ ଘଟଣା ଘଟିଲା ସୌମ୍ୟ ଙ୍କ ଜୀବନ ରେ ଯେ ଯମ ଆସି ତାଙ୍କୁ ନେଇଗଲେ । ନିଆ ରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ ପାରଳାଖେମୁଣ୍ଡି ର ବନ ସଂରକ୍ଷଣ ବିଭାଗ ଏ ସି ଏଫ୍ ସୌମ୍ୟ ରଞ୍ଜନ । ତେବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ମଧ୍ୟ କରି ସରିଛି ।  ମାତ୍ର କୌଣସି ଗୁମର ଫିଟି ନାହି । 

 

ତେବେ ବର୍ତ୍ତମାନ ଅଧିକ ଚାଂଚଲ୍ୟକର ଘଟଣା ରହୁଛି ବନ ସଂରକ୍ଷକ ସୌମ୍ୟ ରଞ୍ଜନ ଙ୍କ ମ-ରି-ବା ଘଟଣା । ଗତ ଡ଼ିସେମ୍ବର ରେ ଦିବ୍ୟା ଭାରତୀ ପଣ୍ଡା ଙ୍କୁ ବିବାହ କରିଥିଲେ ପାରଳାଖେମୁଣ୍ଡି ରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ବାଲେଶ୍ଵର , ଖଇରା ଅଞ୍ଚଳ ର ସୌମ୍ୟ ରଞ୍ଜନ ପଣ୍ଡା । ତେବେ ସରକାରୀ ବାସଭବନ ରେ ନିଜ ପତ୍ନୀ ଙ୍କ ସହିତ ରହିବା ସମୟ ରେ ହଠାତ୍ ନିଆ ଲାଗି ସେ ପୋଡ଼ି ହୋଇଯାଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲ କୁ ଅଣା ଯାଇଥିଲା । ତେବେ ସୌମ୍ୟ ଙ୍କ ବାପା ସମ୍ପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ନିଜ ପୁତ୍ର ବଧୁ ଆଉ ଡି ଏଫ୍ ଓ ଙ୍କ ଉପରେ । ଗୋଟିଏ କୋଠରୀ ଭିତରେ ବୋହୂ ର କିଛି ହେଲାନି କିନ୍ତୁ ପୁଅ କେମିତି ପୋଡ଼ିଲା ବୋଲି ବାପା ପ୍ରଶ୍ନ କରିଛନ୍ତି , ଯାହାକୁ ଖଣ୍ଡନ କରିଛନ୍ତି ବିଦ୍ୟା ଭାରତୀ । ତେବେ ଆରକ୍ଷୀ ଅଧିକାରୀ ହାତ ରେ ଏକ ଚିଠି ଲାଗିଥିଲା ଯେଉଁଥିରେ ସ୍ପଷ୍ଟ ଲେଖା ରହିଛି ଯେ ସୌମ୍ୟ ଓ ତାଙ୍କ ସ୍ତ୍ରୀ ଙ୍କ ଭିତରେ ସମ୍ପର୍କ ଭଲ ନୁହେ । ତେବେ ସୌମ୍ୟଙ୍କ ପ୍ରାଣତ୍ୟାଗ ପରେ ଡିଏଫଓଙ୍କ କିଛି ଦିନ ଧରି  ଅଫିସ ମଧ୍ୟ ଆସୁନଥିଲେ । ସିବିଆଇ ତଦନ୍ତ ପରେ ମଧ୍ୟ ଦୋଷୀ ଧରା ପଡୁ ନାହାନ୍ତି । ବର୍ତ୍ତମାନ ଏକ ଅଡିଓ କ୍ଲିପ୍ ହାତର ଲାଗିଛି । ଯେଉଁଥିରେ  ବିଦ୍ୟା ଓ ସୈାମ୍ୟଙ୍କ କଥା ହେଉଥିବା ର ଜଣା ପଡ଼ିଛି । ବିଦ୍ୟା କହୁଛନ୍ତି ଯେ ସୌମ୍ୟ ଙ୍କ ଅନ୍ୟ ଜାଗାରେ ସମ୍ପର୍କ ରହିଛି । ସୌମ୍ୟ ଙ୍କୁ ତାଙ୍କର ଫୋନ୍ ମାଗିଛନ୍ତି ।  ମାତ୍ର ସୌମ୍ୟ ଫୋନ୍ ଦେବେ ନାହିଁ ବୋଲି ସିଧା ମନା କରି ଦେଇଛନ୍ତି । ଯଦି ତୁମକୁ ପ୍ରମାଣ କରିବାର ଅଛି ତେବେ ପ୍ରମାଣ କର କିନ୍ତୁ ମୁଁ ଫୋନ୍ ଦେବି ନାହି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *