ସୁନା ହେଇଗଲା ଭୟଙ୍କର ଶସ୍ତା । ଏତେ ଶସ୍ତା କେବେ ପାଇବେନି ଆଗକୁ…

 

ଯଦି ଆପଣ ଏହି ଖବର ସମ୍ପର୍କରେ ଜାଣିବାକୁ  ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦେଶରେ ଗତକାଲି  ଅର୍ଥାତ ଗୁରୁବାର ସେପ୍ଟେମ୍ୱର ୯ ତାରିଖରେ ରେ ସୁନା-ରୁପା ମୂଲ୍ୟ ରେ ଅଳ୍ପ କିଛି ଟଙ୍କା ର ମୂଲ୍ୟ ଘଟିଛି । ସେହିପରି ଏକ ବଜାରରେ ମୂଲ୍ୟବାନ ଧାତୁ ର ମୂଲ୍ୟରେ ଅନେକ ହ୍ରାସ ହେବା ର ରେକଡ଼କରିଛି । ଯାହାର ପ୍ରଭାବ ଦେଶର ସାଧାରଣ ବଜାରରେ ଦୃଷ୍ଟିଗୋଚର ହୋଇଛି । ଦେଶ ରେ ବୁଧବାର ଦିନ ସକାଳୁ ସୁନା ମୂଲ୍ୟରେ ୨୯୦ ଟଙ୍କାର ହ୍ରାସ ହୋଇଛି । ସେହିପରି ଗୁରୁବାର ଦିନ  ଭାରତ ମାର୍କେଟ ରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୨୦ ଟଙ୍କାର ହ୍ରାସ ପାଇଛି । ଏହା ପରେ ୧୦ ଗ୍ରାମ ସୁନା ର ଦର ଏବେ ମୂଲ୍ୟ ୪୭,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଦିନ ସକାଳ ସୁଦ୍ଧା ସୁନା ର ମୂଲ୍ୟ ୪୭,୧୨୦ ଟଙ୍କା ପଯ୍ୟନ୍ତ ଥିଲା । ସେହିପରି ସୁନା ଦର ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୨୦ ଟଙ୍କାର ହ୍ରାସ ପାଇଛି ।ଏହା ଦ୍ବାରା ୧୦ ଗ୍ରାମ ସୁନା ଦର ୪୬,୦୦୦ ଟଙ୍କାରେ ପହଞ୍ଚିଛି । ବୁଧବାର ସକାଳ ସୁଦ୍ଧା ଏହାର ମୂଲ୍ୟ ୪୬,୧୨୦ ଟଙ୍କା ଥିଲା । ଠିକ ସେହିପରି ଗୁରୁବାର ସକାଳ ସୁଦ୍ଧା ଆମ ଦେଶରେ ରୁପା ମୂଲ୍ୟ ହ୍ରାସ ପାଇଛି । ବୁଧବାର ଦିନ ସକାଳ ସୁଦ୍ଧା ଆମ ଦେଶରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ପାଇ ଥିବା ବେଳେ ଗୁରୁବାର ଦିନ ସକାଳ ଶୁଦ୍ଧ ରୁପା ମୂଲ୍ୟରେ ୯୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୁରୁବାର ଦିନ  ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୯୦୦ ଟଙ୍କା ରେ ପହଞ୍ଚିଛି । ଯାହା ବୁଧବାର ଦିନ ୧ କେଜି ରୁପା ମୂଲ୍ୟ ୬୪,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୯୦ ଟଙ୍କା ରହିଛି । ଯାହା ସୋମବାର ୬,୪୮୦ ଟଙ୍କା ପର୍ଯ୍ୟନ୍ତ ଥିଲା । 

        

ଗୁରୁବାର ଦିନ ସକାଳ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ସୁନା ଦର ହ୍ରାସ ପାଇଛି । ବୁଧବାର ଦିନ ସକାଳ ସୁଦ୍ଧା ଭୁବନେଶ୍ୱର ରେ ସୁନା ଦର ୨୪୦ ଟଙ୍କା ହ୍ରାସ ପାଇଥିଲା।  ଠିକ ସେହିପରି ବୁଧବାର ଦିନ ସକାଳ ସୁଦ୍ଧା ୧୦ ଗ୍ରାମ ସୁନା ପିଛା ମୂଲ୍ୟ ରେ ୧୧୦ ଟଙ୍କାର ହ୍ରାସ ପାଇଛି। ଯାହା ପରେ ଭୁବନେଶ୍ୱର ରେ ୨୪ କ୍ୟାରେଟ ର ୧୦ ଗ୍ରାମ ପିଛା ସୁନା ର ମୂଲ୍ୟ ୪୮,୦୯୦ ଟଙ୍କା ରେ ପହଞ୍ଚିଛି । ଯାହା ବୁଧବାର ଦିନ ୧୦ ଗ୍ରାମ ସୁନା ପିଛା ମୂଲ୍ୟ ୪୮,୨୦୦ ଟଙ୍କା ରେ ପର୍ଯ୍ୟନ୍ତ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ପିଛା ସୁନା ମୂଲ୍ୟରେ ୧୧୦ ଟଙ୍କାର ହ୍ରାସ ପାଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୮୯୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଏହାର ମୂଲ୍ୟ ୪୬,୦୦୦ ଟଙ୍କା ଥିଲା । ସେହିପରି ଗୁରୁବାର ଦିନ ରୁପା ମୂଲ୍ୟରେ ୯୦୦ ଟଙ୍କାର ହ୍ରାସ ପାଇଛି । ଏହା ଦ୍ବାରା ଗୁରୁବାର ୧ କେଜି ରୁପା ମୂଲ୍ୟ ୬୩,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୯୦ ଟଙ୍କା ରହିଛି । ଯାହା ସୋମବାର ସୁଦ୍ଧା ୬,୪୮୦ ଟଙ୍କା ଥିଲା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *