ବିଧାୟକ ଶେଷରେ କହିଦେଲେ କଣ ସତ କାହିଁକି ନ୍ୟାୟ ମିଳୁନାହିଁ….

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସାମ୍ନା କୁ ଆସିପାରିବ କି ତଦନ୍ତର ସିଦ୍ଧାନ୍ତ । ମିଳି ପାରିବକି ପ୍ରକୃତ ଦୋଷୀ କୁ ଦଣ୍ଡ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଏ ସି ଏଫ୍ ସୌମ୍ୟ ରଞ୍ଜନ ଙ୍କର ମ-ରି-ବା କୁ ମାସେ ବିତିଗଲା ପରେ ମଧ୍ୟ ଏହି ଘଟଣାର କୌଣସି ଅନ୍ତ ଘଟିଲା ନାହିଁ। ଯାହାକୁ ନେଇ ବର୍ତ୍ତମାନ ଅନେକ  ଖବର ଏବେ ସାମ୍ନା କୁ ଆସିବାରେ ଲାଗିଛି।ସୌମ୍ୟରଞ୍ଜନଙ୍କ ର ପରିବାର ଲୋକ ଙ୍କ ଦାବି ଅନୁସାରେ ଏହି  ଘଟଣା କୁ କ୍ରାଇମବ୍ରାଞ୍ଚ୍ ହାତକୁ ଦିଆ ଯାଇଥିଲା । କ୍ରାଇମବ୍ରାଞ୍ଚ୍ ର ତନାଘନା ପରେ ଏବେ କିଛି କିଛି ଜିନିଷ ସାମ୍ନା କୁ ଆସୁଛି ।ସୌମ୍ୟ ଙ୍କ ନୂତନ ଭାବରେ ବାହାଘର ହୋଇଥିଲା । ବିବାହ ରେ ସବୁ ଠିକ୍ ଠାକ୍ ଥିବା ସମୟ ରେ ଅଚାନକ ବିବାହ ର କିଛି ଦିନ ପରେ ସେ ଆର ପାରିକୁ ଚାଲି ଯାଇଥିଲେ । ସୌମ୍ୟ ଙ୍କ ଦେହ ରେ ନିଆଁ ଲାଗିବା କାରଣ ରୁ ସୌମ୍ୟ ଙ୍କ ର ମ-ର-ଣ ହେବାର ଜଣାପଡିଛି ,କିନ୍ତୁ ବିଦ୍ୟାଭାରତୀ ଏହା କୁ ଘଟଣା ର ନାମ ଦେଲା ବେଳେ ସୌମ୍ୟ ଙ୍କ ପରିବାର ଲୋକ ଏହି ଘଟଣା କୁ ଦାବି ର ସହ କହିଛନ୍ତି କି ଏହା ଏକ ଷଡ଼ଯନ୍ତ୍ର ମ-ର-ଣ ବୋଲି ଦାବି କରିଛନ୍ତି କାରଣ ସୌମ୍ୟ ଙ୍କ ର ଦେହ ଟି ୯୫ ପ୍ରତିଶତ ପୋଡି ଯିବା ପରେ ବିଦ୍ୟା ଭାରତୀ ଜାଣିପାରିଲେ ନାହିଁ କିପରି ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ ଛିଡ଼ା କରିଛି । ଅନ୍ୟ ପଟେ ପୁରାତନ ଜଗୁଆଳି ଡି ଏଫ୍ ଓ  ଙ୍କ ବିଷୟ ରେ ଏହି ବୟାନ ତଦନ୍ତ ର ଭାଷା ବଦଳାଇ ଦେଉଛି ।

                          

ସୌମ୍ୟ ଙ୍କ ମ-ରି-ବା କୁ ୨ମାସ ମାସ ହୋଇଯାଇଥିଲେ ସୁଦ୍ଧା ଆରକ୍ଷ ଅଧିକାରୀ ବା କ୍ରାଇମବ୍ରାଞ୍ଚ୍ କୌଣସି ବି ନ୍ୟାୟ ଦେଇ ପାରିଲାନାହି। ଗଜପତି ଆରକ୍ଷ ଅଧିକାରୀ  ମାସେ କାଳ ତଦନ୍ତ କରିବା ପରେ ମଧ୍ୟ କୌଣସି ସିଦ୍ଧାନ୍ତ ରେ ପହଞ୍ଚି ପାରିନଥିଲା । ଏହା ପରେ ତଦନ୍ତକୁ କ୍ରାଇମବ୍ରାଞ୍ଚ୍ କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଏତେଦିନ ହେବା କ୍ରାଇମବ୍ରାଞ୍ଚ୍ ବି କୌଣସି ସିଦ୍ଧାନ୍ତ ପାଇପାରୁନାହିଁ। ସେଥିପାଇଁ ଓଡ଼ିଶା ବାସୀ ଙ୍କ ର ଆଉ କ୍ରାଇମବ୍ରାଞ୍ଚ୍ ଉପରେ ଭରସା ନାହିଁ। ଏମିତି ବହୁତ ତଦନ୍ତ ଅଛି ଯେଉଁଟା କି କ୍ରାଇମବ୍ରାଞ୍ଚ୍ ଆଜି ଯାଏ ନ୍ୟାୟ ଦେଇ ପାରିନି। ଡି ଏଫ୍ ଓ ସଂଗ୍ରାମ ବେହେରା ଏ ସି ଏଫ୍ ସୌମ୍ୟରଞ୍ଜନ ଙ୍କ ତଦନ୍ତ ର FIR ରେ ପ୍ରଥମ ଲିଷ୍ଟ୍ ରେ ଅଛନ୍ତି ଆଉ ତ୍ରିନାଲ୍ ୨ ରେ ବୁକ୍ ହେଇଛନ୍ତି । ତ୍ରିନାଲ୍ ୨ ରେ ବୁକ୍ ହେଇଥିଲେ ସରକାର ତାଙ୍କୁ ସସ୍ପେନ୍ତ୍ କରିବା କଥା , ଫରୱାର୍ଡ କରିବା କଥା କିଁମ୍ୱା ଟ୍ରାନସ୍ଫର  କରିବା କଥା କିନ୍ତୁ ଉପରୁ ଚାପ ପଡ଼ିବାରୁ ସେ ସବୁ କିଛି ହେଉନାହିଁ । ଡି ଏଫ୍ ଓ ଙ୍କ ଘର କୁ ଯାଇଛନ୍ତି ଓ ଵିଦ୍ୟା ଭାରତୀ ଘରକୁ ଯାଇ ଜେରା କରିଛନ୍ତି । କିନ୍ତୁ ସେମାନେ କୁ  ଥାନା କୁ ନେଇ ବସାଇବା କଥା । ଏହି କଥା ଯେତେବେଳେ ବିଜେପି ବିଧାୟକ  କହିଥିଲେ ସେତେବେଳେ ସେ ସରକାର ଙ୍କ ଆଖିରେ ଜନତା କି ଆଖିରେ ଦୋଷୀ ସାବ୍ୟସ୍ତ କରିବାକୁ ଚାହୁଁଚି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *