ଭାଇରଲ ହେଲା ଆଉ ଏକ କଲ ରେକର୍ଡ ବିଦ୍ୟାଭାରତୀ ଓ ସୌମ୍ୟଙ୍କ ର….

ପାରଳାଖେମୁଣ୍ଡି ଏ.ସି.ଏଫ୍ ସୌମ୍ୟ ରଞ୍ଜନଙ୍କ ମ-ରି-ବା ଘଟଣାକୁ କ୍ରାଇମବ୍ରାଞ୍ଚ ଟିମ୍ ହାତକୁ ନେଇଥିବା ବେଳେ ପଚରା ଉଚରା ସମୟରେ ସୌମ୍ୟ ଏବଂ ବିଦ୍ୟା ଭାରତୀଙ୍କ କଲ୍ ରେକର୍ଡ ଏବେ ଭାଇରାଲ ହେବାରେ ଲାଗିଛି । 

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପାରଳାଖେମୁଣ୍ଡି ଏ.ସି.ଏଫ୍ ସୌମ୍ୟ ରଞ୍ଜନଙ୍କ ମ-ରି-ବା ଘଟଣାକୁ କ୍ରାଇମବ୍ରାଞ୍ଚ ଟିମ୍ ହାତକୁ ନେଇଥିବା ବେଳେ ପଚରା ଉଚରା ସମୟରେ ସୌମ୍ୟ ଏବଂ ବିଦ୍ୟା ଭାରତୀଙ୍କ କଲ୍ ରେକର୍ଡ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତମାନ ସାରା ରାଜ୍ୟରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ଦେ-ହା-ନ୍ତ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର କିଛି ଦିନ ପରେ ସୌମ୍ୟଙ୍କ ପୋଡ଼ି ହୋଇଯିବା କଥା ଏକ ଦୁର୍ଘଟଣା ରୂପରେ ଦେଖିବାକୁ ମିଳିଥିଲା ବୋଲି ସୂଚନା ମିଳିଥିବା ବେଳେ ପରିବାର ଲୋକ ଏହାକୁ ଯୋଜନାବଦ୍ଧ ମାରିଥିବା ବୋଲି ଦାବି କରିଥିଲେ । ଆଉ ଏହି ଘଟଣାର ମୁଖ୍ୟ ଆସାମୀ ହେଉଛି ବୋହୂ ବିଦ୍ୟା ଭାରତୀ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଏହି ଘଟଣାର ଏତେ ତଦନ୍ତ ହେବା ସତ୍ବେ ବି ଏହା ଯୋଜନାବଦ୍ଧ ମାରିବା ନା ଆତ୍ମତ୍ୟାଗ ନା ଦୁର୍ଘଟଣା ଏପର୍ଯ୍ୟନ୍ତ କୌଣସି ସତ୍ୟତା ପ୍ରମାଣ ହୋଇପାରିନାହିଁ । ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ଓଡ଼ିଶା ଏସିଏଫ୍ ସୌମ୍ୟ ଦେ-ହା-ନ୍ତ  ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ସାରା ଓଡ଼ିଶାରେ ସୌମ୍ୟଙ୍କ ମ-ର-ଣ ଘଟଣା ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି । ସୌମ୍ୟରଂଜନଙ୍କ ପୋଡ଼ି ହୋଇଯିବା ଦ୍ଵାରା ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିହୋଇଯାଇଥିବର ସୂଚନା ଉଲ୍ଲେଖ ହୋଇଛି । ଅନ୍ୟପଟେ ଏହି ଘଟଣାକୁ ଦୁର୍ଘଟଣାର ରୂପରେଖ ଦିଆଯାଉଥିବା ବେଳେ ପରିବାର ବର୍ଗ ଏହାକୁ ଷଡ଼ଯନ୍ତ୍ର କରି ମାରିଥିବା ବୋଲି ଦାବି କରିଥିଲେ । 

 

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଦେ-ହା-ନ୍ତ ମାମଲାରେ ନୂଆ ମୋଡ଼ ଆସିଛି । ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣିବା ସହ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ସୌମ୍ୟଙ୍କର ଝିଅଙ୍କ ସହ ସମ୍ପର୍କ ଥିଲା ବୋଲି ପତ୍ନୀ କହିଛନ୍ତି ।  ସୌମ୍ୟ ଝିଅଙ୍କୁ ଲଭ୍ ୟୁ ମେସେଜ୍ ପଠାଉଥିଲେ । ଏ ସମ୍ପର୍କରେ ସେ ଜାଣିବା ପରେ ସୌମ୍ୟ ମୋବାଇଲ ପାସୱାର୍ଡ ବଦଳାଇ ଦେଇଥିଲେ । ଏପରିକି ହ୍ୱାଟସଆପ୍ ଚାଟ୍ ଓ କଣ୍ଟାକ୍ଟସ୍‌ ଲିଷ୍ଟ ସବୁ ଡିଲିଟ୍‌ କରି ଦେଇଥିଲେ ବୋଲି ବିଦ୍ୟାଭାରତୀ ଅଭିଯୋଗ କରିଛନ୍ତି । ଫୋନରେ ସେ ଅନ୍ୟ ମହିଳାଙ୍କ ସହ କଥା ହୁଅନ୍ତି । ଥରେ ଫୋନ୍‌ରେ କଥା ହେବାବେଳେ ଧରାପଡ଼ିଥିଲେ । ବିବାହର ମାତ୍ର ୩ ମାସ ପରେ ସୌମ୍ୟଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ଜାଣିଥିଲେ ବୋଲି ବିଦ୍ୟାଭାରତୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦିନେ ଏକ ଅଜଣା ନମ୍ବରରୁ ଜଣେ ଝିଅ ସୌମ୍ୟଙ୍କ ମୋବାଇଲ୍‌କୁ କଲ୍‌ ମଧ୍ୟ କରିଥିଲେ । ବିଦ୍ୟା ମାଗିବାରୁ ସୌମ୍ୟ ଫୋନ୍ ଦେଇ ନଥିଲେ । ଏମିତି ବହୁତ ଜିନିଷ ଦେଖି ସାରିବା ପରେ ବିଦ୍ୟା ତାଙ୍କ ପାଖରୁ ସତ ଜାଣିବାକୁ ଚାହୁଁଥିଲେ । କିନ୍ତୁ ବିଦ୍ୟା ତାଙ୍କୁ କୌଣସି ପ୍ରକାରର କଥା କହିନାହାନ୍ତି । ହସ୍ପିଟାଲ୍‌ରେ ଥିବାବେଳେ ସୌମ୍ୟ ବିଦ୍ୟାଙ୍କୁ ଲଭ୍‌ ୟୁ କହିଥିଲେ ଓ ବିଦ୍ୟା ମଧ୍ୟ ତାଙ୍କୁ ଲଭ୍‌ ୟୁ’ କହିଥିଲେ ବୋଲି କହିଛନ୍ତି । ବିଦ୍ୟା ଯଦି ତାଙ୍କ ମୋବାଇଲ ଦେଖନ୍ତି ତେବେ ସେ ତାର ପାସ୍‌ୱାର୍ଡ ବଦଳାଇ ଦିଅନ୍ତି ଓ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଲେ ଆକାଉଣ୍ଟକୁ ସେ ଡିଲିଟ୍‌ କରି ଦିଅନ୍ତି । ତା ସହିତ ସୌମ୍ୟଙ୍କ ମୋବାଇଲ୍‌ ପାସ୍‌ୱାର୍ଡ ଜଣା ନାହିଁ ବୋଲି ବିଦ୍ୟା ଅଭିଯୋଗ କରିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *