ରାନି ପଣ୍ଡା ଙ୍କ ଏହି ଭିଡ଼ିଓ ଦେଖିଲେ ଆପଣଙ୍କୁ ବି ଲାଜ ମାଡିବ….

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୋସିଆଲ ମିଡ଼ିଆରେ ଲାଇଭ ଆସି ଏମିତି କହିଲେ ରାନୀ ପଣ୍ଡା। ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ର ବିବାଦୀୟ ମନ୍ତବ୍ୟ ଦେଇ ରାନୀ ପଣ୍ଡା ଚର୍ଚ୍ଚା ରେ ଥାଆନ୍ତି।ଯାତ୍ରା ରେ ଅର୍ଦ୍ଧ ଲଗ୍ନ ହୋଇ ନୃତ୍ୟ ପରିବେଷଣ ହେଉ କି ଯାତ୍ରାରେ ଦର୍ଶକଙ୍କ କାନ କାମୁଡିବା ହେଉ ସବୁଥିରେ ରାନୀ ପଣ୍ଡା ଚର୍ଚ୍ଚା ରେ ଥାଆନ୍ତି।ଏଥିପାଇଁ ରାନୀ ଙ୍କୁ ଖଣ୍ଡଗିରି ଯାତ୍ରା ମହୋତ୍ସବ ରେ ନିଷେଧ କରା ଯାଇ ଥିଲା। ଏହା ପରେ ରାନୀ ଚଳଚିତ୍ରରେ ଆଇଟମ ଗାର୍ଲ ଭାବେ ନୃତ୍ୟ କରି ଥିଲେ।ଏବେ ରାନୀ ଏକ ଆଇଟମ ଗୀତ ମଧ୍ୟ ଗାଇଥିଲେ,ଯାହା କୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି।ଏହା ସହିତ ରାନୀ ତାଙ୍କ ରୋକଠକ ମନ୍ତବ୍ୟ ଯୋଗୁଁ ମଧ୍ୟ ବିବାଦରେ ରହି ଥାନ୍ତି।ତେଣୁ କିଛି ଲୋକ ରାନୀ ପଣ୍ଡା ଙ୍କୁ ପସନ୍ଦ କରନ୍ତି ନାହିଁ। 

 

ସମସ୍ତେ ଜାଣନ୍ତି କି ଜଣେ ଯଦି ବହୁତ୍ ବଡ଼ କାମ କରି ନିଜର ନାମ ଅର୍ଜନ କରୁଛି ଓ ନିଜର ଯଶ ରଖୁଛି ସେ କେବେ ଭି ନିଜର ଖରାପ କଥା ବାର୍ତ୍ତା ଲୋକ ଙ୍କ ଆଗରେ ପ୍ରଦର୍ଶନ କରି ପାରିବ ନାହିଁ ଯାହା ଫଳ ରେ ଲୋକେ ତାକୁ ଖରାପ୍ ଭାବିବା ଆରମ୍ଭ କରିବେ ସେହି ସ୍ଥାନ ରେ ସେହି ବ୍ୟକ୍ତି ଜଣକ ନିଜର ଅର୍ଜନ କରିଥିବା ସମସ୍ତ ଯଶ ଓ ଖ୍ୟାତି କୁ ହରାଇ ଦେଇଥାଏ । ସାଧାରଣ ଲୋକ ଙ୍କ ର ତାଙ୍କ ଉପରେ ଥିବା ସମ୍ମାନ ଓ ପ୍ରେମ କମିବା କୁ ଲାଗିଥାଏ । ସତ କହିବା ପାଇଁ ଗଲେ ଦୁନିଆରେ  ଗୋଟିଏ କଥା ସଦା ସର୍ବଦା ଚାଲିଥାଏ କି ଗୋଡ଼ ଖସିଗଲେ ଜଣେ ମରଇ ତୁଣ୍ଡ ଖସି ଗଲେ ସବୁ ମରଇ । ତେଣୁ ସଦା ସର୍ବଦା ଆମେ କଣ କହିବା କଣ କରିବା ତାହା ନିଶ୍ଚିତ୍ତ ଭାବରେ ଚିନ୍ତା କରି ଭାବି କରିବା ଉଚିତ୍ । କେବେ ଭି ଅଧିକ ରାଗି ଯାଇ ଉତ୍ୟକ୍ତ ନ ହୋଇ କଥା ହେବା ଉଚିତ୍ ନୁହଁ । ତେଣୁ ନିଜ ସମ୍ମାନ ନିଜ ହାତରେ । ସେହି ଭଳି ଆଜି ରାନୀ ପଣ୍ଡାଙ୍କୁ ସମସ୍ତେ ବହୁତ୍ ଭଲ ଭାବରେ ଜାଣିଛନ୍ତି ସେ ତାଙ୍କର ଜନତା ଙ୍କ ପଛରେ କାମ କରୁଥିବା ର ନଜର କୁ ଆସିଥିଲେ ଯାହା କୁ ଲୋକେ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । ରାନୀ ପଣ୍ଡା ମଧ୍ୟ ବହୁତ୍ ହିଁ ଅଭଦ୍ର ଭାଷା ଓ କଦର୍ଯ୍ୟ ଭାଷା କହି ଗାଳି କରୁଛନ୍ତି ଯେଉଁ ମାନେ ୟୁ ଟ୍ୟୁବ୍ ରେ ତାଙ୍କ ନାମ ରେ ବହୁତ୍ କିଛି ଭିଡିଓ ପଠାଇଛନ୍ତି । ସେ ଲାଇଭ ଆସି ସେହି ସବୁ ସମ୍ବନ୍ଧରେ ଖୁବ୍ ପାଟି ତୁଣ୍ଡ କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *