ବିଜେଡି କୁ ଝଟକା ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ନେଇ ଏବେ ଏବେ ଆସିଲା ବଡ଼ ଦୁଃଖଦ ଖବର…

 

ଯଦି ଆପଣ ଏହି ଖବର ସମ୍ପର୍କରେ ଜାଣିବାକୁ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପ୍ରତାପ ଜେନାଙ୍କୁ ହାର୍ଟ ଆଟାକ୍, ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆମ ଦେଶ ବା ରାଜ୍ୟକୁ ଚଳାଇବା ପାଇଁ ସରକାର ରହିଛନ୍ତି। ତେବେ ସରକାର ମନ୍ତ୍ରୀ ମାନଂକୁ ନିଯୁକ୍ତି ଦେଇ ସମସ୍ତ ଉନୟନ ମୂଳକ କାର୍ଯ୍ୟ ରେ ନିୟୋଜିତ କରି ଥାନ୍ତି। ତେବେ ସବୁ ମନ୍ତ୍ରୀ ମାନେ ଗୋଟିଏ ଗୋଟିଏ ପଦ ରେ ରହି ଥାନ୍ତି। ଆଉ ତାଙ୍କୁ ଯେଉଁ କାର୍ଯ୍ୟ ଦିଆ ଯାଇଥାଏ ସେହି କାର୍ଯ୍ୟ  କରିଥାନ୍ତି। ତେବେ ଆମ ରାଜ୍ୟରେ ପ୍ରତେକ ଜିଲ୍ଲାରେ ଜଣେ ଜଣେ ଏମ ଏଲ ଏ ରହିଛନ୍ତି। ତେବେ ଓଡିଶା ରାଜନୀତି ରେ ଅନେକ ମନ୍ତ୍ରୀ ,ବିଧାୟକ ରହିଛନ୍ତି। ତେବେ ସେମାନେ ନିଜ ରାଜ୍ୟର ଉନ୍ନତି କରିବା ରେ ଲାଗିଥାନ୍ତି। ତେବେ ରାଜନୀତି ରେ ଅନେକ ଭଲ ମନ୍ତ୍ରୀ ମଧ୍ୟ ରହିଛନ୍ତି ଆଉ ଅନେକ ଖରାପ ମନ୍ତ୍ରୀ ମଧ୍ୟ ରହିଛନ୍ତି। ତେବେ ସେମାନେ ସବୁବେଳେ ତାଙ୍କ କାର୍ଯ୍ୟ ପାଇଁ ଲୋକଙ୍କ ପାଖରେ ପରିଚିତ ହୋଇ ଥାନ୍ତି। 

 

ତେବେ ପ୍ରତାପ ଜେନାଙ୍କୁ ତ ସମସ୍ତେ ଭଲ ଭାବରେ ଜାଣିଥିବେ। ସେ ଜଣେ ଭଲ ରାଜନେତା ।ତେବେ  ପ୍ରତାପ ଜେନା ଙ୍କ ଜନ୍ମ: ୩ ଜୁନ ୧୯୬୬ ମସିହା ରେ ହୋଇ ଥିଲା । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପ୍ରତାପ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କିଷାନନଗର ଓ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ତେବେ ସେ ଅନେକ ଭଲ କାମ କରି ଆମ ରାଜ୍ୟ ରେ ପରିଚିତ ହୋଇ ଛନ୍ତି। ତେବେ ସୂଚନା ମିଳିଛି କି କାର୍ଯ୍ୟରତ୍ ଥିଲା ବେଳେ  ରାଜ୍ୟ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇ ପଡି ଥିଲେ। ଆଉ  ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ଥିଲେ। ତେଣୁ ତାଙ୍କୁ ତାଙ୍କ ପରିବାର ଲୋକ ଭୁବନେଶ୍ବର ରେ ଥିବା ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ। ତେବେ ସେଠାରେ ଡାକ୍ତର  ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଥିଲେ। ଆଉ  ତାଙ୍କ ରିପୋର୍ଟ୍ ରୁ ଜଣା ପଡି ଥିଲା କି ତାଙ୍କର ଛାତିରେ ଦୁଇଟି ବ୍ଲକେଜ ରହିଛି। ଏହାପରେ ଅସ୍ତ୍ରୋପଚାର କରା ଯାଇ ଦୁଇଟି ଷ୍ଟେଣ୍ଟ ଲଗାଯାଇଛି। ବର୍ତ୍ତମାନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *