ଧୋନି ରହିବେନି T 20 ବିଶ୍ୱକପ ରେ ମେଣ୍ଟର । ଆସିଲା ବିବାଦ….

 

ଯଦି ଆପଣ ଏହି ଖବର ସମ୍ପର୍କରେ ଜାଣିବାକୁ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବଢିଲା ଧୋନୀ ବିବାଦ,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

୨୦୦୭ ରୁ ୨୦୧୬ ଟି-୨୦ ବିଶ୍ଵ କପ୍ ରେ ଭାରତୀୟ ଦଳ ର ଅଧିନାୟକ । ବର୍ତ୍ତମାନ ୨୦୨୧ ଟି-୨୦ ରେ ବିଶ୍ଵ କପରେ ଭାରତୀୟ ଦଳର ମେଣ୍ଟର । ସେତେବେଳେ ସେ ଦଳର ନେତୃତ୍ୱ ନେଇଥିଲେ ବର୍ତ୍ତମାନ ସେ ଦଳ କୁ  ବିଶ୍ୱକପ୍ ରେ ବିଜୟୀ ର ଫର୍ମୂଲା କହିବେ । ପୂର୍ବ ଅପେକ୍ଷା ଦାୟିତ୍ଵ ବଦଳିଛି ସତ ହେଲେ ଦଳ ରେ ସେହି ସମାନ କାମ କରିବେ ଟିମ୍ ଇଣ୍ଡିଆ ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ବୁଧବାର ଆସିଶିଆଇ ଟି-୨୦ ବିଶ୍ୱକପ୍ ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କୁ ଭାରତୀୟ ଦଳ ର ମେଣ୍ଟର ଭାବେ ଦାୟିତ୍ଵ ମିଳିବା ପରେ କ୍ରିକେଟ ସମେଖ ମାନେ କିଛି ମତ ଦେଇଥିଲେ । ଟି -୨୦ କ୍ରିକେଟ୍ ରେ କୋହଲି ଙ୍କ ସଫଳତା ହାର ସେତେ ଭଲ ନୁହଁ । ଚାମ୍ପିଅନ ତିଆରି କରିବାରେ ମାହୀର ହେଉଛନ୍ତି ଧୋନି । କୋହଲି ଙ୍କୁ ଚାମ୍ପିଅନ ବନେଇବାରେ ମାହି ଙ୍କ କାନ୍ଧ ରେ କୋର୍ଟ ଦେଇଛି ବଡ଼ ଦାୟିତ୍ଵ । ଧୋନି ଙ୍କ ପାଖରେ ଏପରି ଦକ୍ଷତା ରହିଛି ଯେ କୌଣସି ଖେଳାଳି ଙ୍କୁ ଦେଖି ଜାଣି ଦେଇ ପାରନ୍ତି ।

 

ତେବେ ଧୋନି ଙ୍କ ନିଯୁକ୍ତି କୁ ନେଇ ଦେଖା ଦେଇଛି ବିବାଦ । ଧୋନି ଙ୍କୁ ନେଇ କନ୍ଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟ   ଭୂମିକା ର ଅଭିଯୋଗ ଲାଗିଛି । ବିସିସିଆଇ ନିକଟ ରେ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟର ଆସୋସିଏସନ୍ ର ପୂର୍ବତନ ଅଧିକାରୀ ସଞ୍ଜୀବ ଗୁପ୍ତା । ଲୋଧା କମିଟି ସଂଶୋଧନ ଅନୁସାରେ ଜଣେ ବ୍ୟକ୍ତି ଦୁଇଟି ପଦବୀ ରେ ରହି ପାରିବେ ନାହିଁ । ଅଭିଯୋଗକାରୀ ଙ୍କ କହିବା ଅନୁଯାୟୀ ଧୋନି ଆଇପିଏଲ ଫ୍ରାଞ୍ଚାଇଯି ଚେନ୍ନଇ ସୁପର୍ କିଙ୍ଗ ର କ୍ୟାପଟେନ ଅଛନ୍ତି ଓ ବର୍ତ୍ତମାନ ତାଙ୍କୁ ମେଣ୍ଟର କରିବା ନିୟମ ର ଉଲଂଘନ । ପୂର୍ବରୁ ରାହୁଲ ଦ୍ରାବିଡ ଓ ସୈାରଭ ଗାଙ୍ଗୁଲି ମଧ୍ୟ ଏହି ଭଳି ବିବାଦ ର ସାମ୍ନା କରି ସାରିଛନ୍ତି । ଗତକାଲି ବିସିସିଆଇ ଟି -୨୦ ବିଶ୍ୱକପ୍ ପାଇଁ ଭାରତ ଦଳ ର ନାମ ଘୋଷଣା କରିଥିଲେ । ଏହି ଅବସର ରେ ଅସିଶିଆଇ ର ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ର ମେଣ୍ଟର ଭାବେ ଧୋନି ଙ୍କୁ ନିଯୁକ୍ତି କରିଥିଲେ । ଗତବର୍ଷ ଅଗଷ୍ଟ ୧୫ ତାରିଖ ରେ ଧୋନି ଆନ୍ତର୍ଜାତିୟ କ୍ରିକେଟ ରୁ ସନ୍ନ୍ୟାସ ନେଇ ଥିଲେ । ଧୋନି ଙ୍କ ପାଖରେ ରହିଛି ତିନୋଟି ଅଶିଶିଆଇ ଟ୍ରଫି ଜିତିବାର ଅଭିଜ୍ଞତା । ଧୋନି ଙ୍କ ନେତୃତ୍ୱ ରେ ୨୦୦୭ ରେ ଟି-୨୦ ବିଶ୍ୱକପ୍ ,  ୨୦୧୧ ବିଶ୍ୱକପ୍ , ୨୦୧୩ ରେ ଚାମ୍ପିଅନ ଟ୍ରଫି ଜିତିଛି ଭାରତ । ବର୍ତ୍ତମାନ ଧୋନି ନିଜ ଆଇପିଏଲ ଟିମ୍ ଚେନ୍ନଇ ସୁପର୍ କିଙ୍ଗ ସହ ୟୁଏଇ ରେ ଅଛନ୍ତି । ଆସନ୍ତା ୧୯ ତାରିଖ ରୁ ଟୁର୍ଣ୍ଣାମେଣ୍ଟ ର ୧୪୦୦ ସଂସ୍କରଣ ର ଦ୍ଵିତୀୟ ପର୍ଯ୍ୟାୟ ଖେଳା ଯିବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *