ଦେଖ ଭିଡ଼ିଓ କଲେ ଯୁବତୀଙ୍କ । ଭିଡ଼ିଓ କଲ କର ମୋ ଜିନିଷ ସବୁ ଦେଖିବ….

 

ଯଦି ଆପଣ ଏହି ଖବର ସମ୍ପର୍କରେ ଜାଣିବାକୁ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସାବଧାନ ! ଭିଡିଓ କଲ୍ ଦ୍ଵାରା ଯୁବକମାନେ ହେଉଛନ୍ତି ଠକାମି ର ଶିକାର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସାମ୍ପ୍ରତିକ ସମାଜରେ ବିଭିନ୍ନ ସମସ୍ୟା ମାନ ମନୁଷ୍ୟକୁ ସମ୍ମୁଖୀନ ହେବାକୁ ପଡ଼ିଥାଏ । ସଂସାରରେ ମନୁଷ୍ୟ ଦିନକୁ ଦିନ କଳୁଷିତ ହେବାରେ ଲାଗିଲାଣି । ଯଦ୍ୱାରା ମଣିଷର ବହୁ କ୍ଷତି ମଧ୍ୟ ହୋଇଥାଏ । ଯୁଗ ଯେତିକି ପରିମାଣ ରେ ଡିଜିଟାଲ ହେଉଛି ମଣିଷ ସେତିକି ପରିମାଣରେ ଠକେଇ ର ଶିକାର ହେଉଛି । ମଣିଷର ବୁଦ୍ଧି ବିବେକ ଥାଇ ମଧ୍ୟ ଠକାମି ର ଶିକାର ହୋଇଥାଏ । ତେବେ ଆଜିର ସ୍ମାର୍ଟ ଯୁଗରେ ମଣିଷ ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ସେହି ଡିଜିଟାଲ ସେବା ଯୋଗୁ ମାତ୍ର କିଛି କ୍ଷଣ ରେ ସବୁ ଅର୍ଥ ଅନର୍ଥ ହେଇଯାଉଛି । ଏସବୁ ପଛରେ କେବଳ ମଣିଷ ହିଁ ଦାୟୀ । ଶାସ୍ତ୍ରରେ କୁହାଯାଇଛି ମନୁଷ୍ୟ ସମସ୍ତ ଇନ୍ଦ୍ରିୟ କୁ ଜୟ କରିପାରିଲେ ସଂସାରରେ ସେହି ବ୍ୟକ୍ତି କୁ ଦୁଃଖ ଭୋଗ କରିବାକୁ ପଡିବ ନାହିଁ । କିନ୍ତୁ ଆଜିର ଯୁବ ସମାଜ କାମନା ବାସନା ରେ ଜର୍ଜରିତ । ଯାହାଦ୍ଵାରା ଦୁଃଖ ଭୋଗ କରୁଛନ୍ତି । ସାଧାରଣତଃ ମନୁଷ୍ୟ ଉନ୍ନତି ପଛରେ ଗୋଟିଏ ନାରୀ ର ହାତ ଥାଏ ବୋଲି କୁହାଯାଏ । ଆଉ ସେହି ନାରୀ ମଧ୍ୟ ମନୁଷ୍ୟକୁ କରୋଡ଼ପତି ରୁ ରୋଡ଼ପତି ବନେଇଦିଏ । ତେବେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ଏହିକି ଯେ କିଛି ଯୁବତୀ ନିଜ ନଗ୍ନ ଫଟୋ ପରିବେଷଣ କରି ଯୁବକଙ୍କ ପାଖରୁ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଯାହାକି ବହୁ ଦ୍ରୁତ ମାତ୍ରାରେ ଭଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ । ଏହି ଘଟଣାଟି ହେଉଛି ରାଉଲକେଲା ଅଞ୍ଚଳର । ଦିନକୁ ଦିନ ଅନଲାଇନ ଠକେଇ ବଢ଼ି ଚାଲିଛି । ଆଜିକାଲି ପ୍ରାୟତଃ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ । ଆଉ ସେହି ସୋସିଆଲ ମିଡ଼ିଆ କୁ ମାଧ୍ୟମ କରି ଅନ୍ୟକୁ ବ୍ଲାକମେଲ୍ , ଆକାଉଣ୍ଟ ହେକ୍ କରିବା , ଅନ୍ୟ ମାନଙ୍କ ପ୍ରାଇଭେସି କୁ ଦେଖିବା ଆଦି ମନ୍ଦ ଅପ୍ରୀତିକର କାର୍ଯ୍ୟ ଦେଖିବାକୁ ମିଳୁଛି ।

 

 ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା 19000 ଏଭଳି କେସ ଦେଖିବାକୁ ମିଳିଛି । ତେବେ ଜନତାଙ୍କ ପ୍ରତିକ୍ରିୟା ଅନୁଯାୟୀ  ଏହି ଡିଜିଟାଲ ସୁନ୍ଦରୀ ମାନେ ପ୍ରଥମେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଉଛନ୍ତି ଆଉ ତାପରେ ମିଠା ମିଠା କଥା କହି ସମ୍ପର୍କ ବଢାଇଥାନ୍ତି । ଆଉ ତାପରେ ୱାଟ ସାପ୍ ରେ  ନଗ୍ନ ଅବସ୍ଥାରେ ଭିଡିଓ କଲ କରି ପୁଅ ମାନଙ୍କୁ ମଧ୍ୟ ନ-ଗ୍ନ ହେବାକୁ ବାଧ୍ୟ କରିଥାନ୍ତି । ଏହି ସମୟରେ ଝିଅମାନେ ସ୍କ୍ରିନ ରେକର୍ଡ କରିନେଇ ବ୍ଲାକ ମେଲ୍ ଆରମ୍ଭ କରିଥାନ୍ତି । 5000 ରୁ 25000 ଟଙ୍କା ଡିମାଣ୍ଡ କରିଥାନ୍ତି । ଯଦି ପଇସା ନମିଳେ ତାହେଲେ ଭିଡିଓ ସୋସିଆଲ ମିଡିଆରେ ଭଇରାଲ୍ ହେବ ବୋଲି ଧମକ ଦେଇଥାନ୍ତି । ଏହିଭଳି ଭାବରେ ଯୁବତୀମାନେ ଯୁବକଙ୍କ ଠାରୁ ଟଙ୍କା ଲୁଟିନେଇ ଥାଆନ୍ତି । ତେବେ ବର୍ତ୍ତମାନ ଯୁବ ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ସାଇବର କ୍ରାଇମ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ସମସ୍ତ ଯୁବକ ମାନେ ଏସବୁ ଘଟଣା ରୁ ସଚେତନ ରୁହନ୍ତୁ । ନଚେତ୍ ଆପଣବି ହୋଇପାରନ୍ତି ଠକାମୀ ର ଶିକାର ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *