ଦେଖନ୍ତୁ ସାପ କୁକୁର ଲଢେଇ । କିଏ ଜିତିଲା ଦେଖ ଭିଡ଼ିଓ…

 

ଯଦି ଆପଣ ଏହି ଖବର ସମ୍ପର୍କରେ ଜାଣିବାକୁ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଦେଖନ୍ତୁ ନାଗ ଓ କୁକୁର ଙ୍କ ଲଢେ଼ଇ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡ଼ିଶାର ଏକ ସ୍ଥାନରେ ଏକ ବି-ଷା-କ୍ତ ସାପ କୁ ଉଦ୍ଧାର କରାଯାଇଛି । ସାପ ଟି ବୁଲୁବୁଲୁ ଜଣେ ବ୍ୟକ୍ତି ଙ୍କ ଘରେ ପଶିଯାଇଥିଲା। ଯେତେବେଳେ ସେହି ସାପଟି କୁ ତାଙ୍କ ଘର ର ରୋଷଇଶାଳା ରେ ଦେଖିଥିଲେ । ଘରେ ସବୁ ଡରରେ ଭୟବିତ ହେଇଯାଇଥିଲେ । ଏହା ପରେ ସେମାନେ ସାପ ଧରାଳି ଙ୍କୁ ଘରକୁ ଡ଼ାକି ସାପ କୁ ଆସି ନେଇଯିବା କୁ କହିଥିଲେ। ପର ଦିନ ସକାଳେ ସାପ ଟିକୁ ନେବାପାଇଁ  ସାପ ଧରାଳି ଆସି ସେହି ବ୍ୟକ୍ତି ଙ୍କ ଘରେ ପହଞ୍ଚିଥିଲେ। ସାପ ଟି ତାଙ୍କ ରୋଷେଇ ଘରେ ଥିବା ହେତୁ ସେହି ଲୋକ କୁ ନେଇ ରୋଷେଇ ଘରେ ସାପ ଥିବା ଜାଗା ଟି ଦେଖେଇ ଦିଆଯାଇଥିଲା। ଏହାପରେ ତାଙ୍କ ଟିମ୍ ଆସି ସାପଟିକୁ ଧରିବାକୁ ଚେଷ୍ଟା କରିଥିଲେ ହେଲେ ସାପ ଟି ଧରା ଦେଉନଥିଲା । ସେମାନେ ଧରିବା କୁ ଯିବା ସମୟରେ ସେ  ଅଲଗା ସ୍ଥାନ କୁ ଚାଲିଯାଉଥିଲା । ବହୁତ ସମୟ ର ଚେଷ୍ଟା ପରେ ସାପ ଟି କୁ ଧରିବାରେ ସେମାନେ ସଫଳ ହୋଇଥିଲେ । ସାପ କୁ ଦେଖିବା ପାଇଁ ସେହି ସ୍ଥାନ ରେ ଅନେକ ଲୋକ ଜମା ହୋଇଯାଇଥିଲେ। 

          

ସେମାନଙ୍କୁ ପଚାରିଵାରୁ ସେ କହିଲେ ଏହାକୁ ନାଗସାପ ବା ଚନ୍ଦ୍ରାନାଗ ସାପ ବୋଲି କୁହାଯାଏ । ସେମାନଙ୍କ କହିବା ଅନୁସାରେ ସବୁ ସାପ ଙ୍କର ଗୋଟେ ବିଷ ଥିବା ବେଳେ ଏହି ସାପ ଦେହରେ ଦୁଇ ପ୍ରକାର ର ବିଷ ପ୍ରବାହିତ ହେଇଥାଏ । ବିରୋ ତକସିତ୍ ଓ ସାଇକ ତକସିଦ୍ ନାମକ ଦୁଇଟି ବିଷ ପ୍ରବାହିତ ହେଇଥାଏ । ଏହି ସାପ ଯଦି କେବେ ଆପଣକୁ କାମୁଡିଦେଲେ ଏହାର ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ  ତା ନହେଲେ ଲୋକ ମରିଯିବା ର ସମ୍ଭାବନା ମଧ୍ୟ ରହିଥାଏ। ଏହି ସାପ କାମୁଡିବା ପରେ ମଣିଷ ପାଖରେ ୨୦ରୁ୨୫ ମିନିଟ୍ ରେ ଦେହ ରୁ ଝାଳ ବାହାରିବା ଆରମ୍ଭ କରିଦେଇଥାଏ । ଏହା ସମ୍ପୂର୍ଣ୍ଣ ଦେହ କୁ ଅକାମୀ କରିଦେଇଥାଏ। ମଣିଷ ନା କଥା କହିପାରେ ନା କିଛି କାର୍ଯ୍ୟ କରିପାରେ । ଅହିବାପ ଦେହରେ ଅଟେ ବିଷାକ୍ତ ବିଷ ରହିଛି ଯଦି ଏହି ସାପ ଲକ୍ଷ୍ୟ କରି କୌଣସି ବ୍ୟକ୍ତିକୁ ଚୋଟ ମାରିଦିୟେ ସେହି ଲୋକର ବଞ୍ଚିବାର ଆଶଙ୍କା ଅନେକ କମ୍ ଥାଏ । ଏହି ସାପ ସାଧାରଣତଃ ସବୁ ଜାଗାରେ ଦେଖିବାକୁ ମିଳିଥାଏ । ହେଲେ ଓଡ଼ିଶା ର ଭଦ୍ରକ ଜିଲ୍ଲାରେ ଏହି ସାପ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହି ସାପ ମାଛ ଖାଇବାରେ ପ୍ରଖର ଅଟେ । ଏହି ସାପ ବହୁତ କମ୍ ସାପ କୁ କାମୁଡି ଥାଏ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *