ଏହି ଭିଡ଼ିଓ ଦେଖିଲେ ପଥର ହୃଦୟ ବି ଭୋ ଭୋ କାନ୍ଦି ଉଠିବ ।ଥରେ ଦେଖନ୍ତୁ ଏହି ଭିଡ଼ିଓ….

ଯଦି ଆପଣ ଏହି ଖବର ସମ୍ପର୍କରେ ଜାଣିବାକୁ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବିଧାନସଭା ସମ୍ମୁଖରେ ବି-ଷ ପିଇ ଆ-ତ୍ମା-ହୁ-ତି ପାଇଁ ଉଦ୍ୟମ,ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଦେଶରେ ତଥା ରାଜ୍ୟରେ ସରକାର ଙ୍କର ପରମ କର୍ତ୍ତବ୍ୟ ହେଉଛି ଜନ ସାଧାରଣ ଙ୍କ କଲ୍ୟାଣ ତଥା ସେବା ସୁବିଧା ଯୋଗାଇବା । ସରକାର ଲୋକ ତଥା ଦେଶ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ଧିଷ୍ଟ । ତେଣୁ ସରକାର ଙ୍କ ପକ୍ଷରୁ ବହୁ ଯୋଜନା ମାନ ଜନ କଲ୍ୟାଣ ପାଇଁ ପ୍ରସ୍ତୁତ ହୋଇଥାଏ । ତେବେ ନିକଟରେ ବିଧାନସଭା ସମ୍ମୁଖରେ ଜଣେ ବ୍ୟକ୍ତି ବି-ଷ ପିଇ ଆତ୍ମତ୍ଯାଗ ପାଇଁ ଉଦ୍ୟମରଥ ହୋଇଛନ୍ତି । ଶେଷରେ ତାଙ୍କର ପରଲୋକ ହୋଇଛି । ତେବେ ଏସବୁ କେବଳ ଚିକିତ୍ସା ଅଭାବରୁ ହୋଇଛି ବୋଲି ଜଣା ପଡିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ । ଦୁଷ୍ମନ୍ତ ନାମକ ବ୍ୟକ୍ତି ରୋଗରେ ପୀଡ଼ିତ ଥିଲେ ଏବଂ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନଥିଲେ । ଗରିବ ଲୋକ ହୋଇଥିବାରୁ ସେ ସରକାର ଙ୍କୁ ନିବେଦନ କରିଥିଲେ । ଏଥି ସହ ରାଜ୍ୟପାଳ ତଥା ସ୍ବାସ୍ଥ୍ୟ ସଚିବଙ୍କୁ ଟୁଇଟର ମାଧ୍ୟମରେ ନିଜ ଚିକିତ୍ସା କଥା ଜଣାଇଥିଲେ । ପରେ ସରକାରଙ୍କ ପକ୍ଷରୁ SCB ହସ୍ପିଟାଲ ରେ ଚିକିତ୍ସା ପାଇଁ ସୂଚନା ଦେଇଥିଲେ । ସେଠାରେ ଚିକିତ୍ସିତ ହେଉଥିବା ବେଳେ ଦୁଷ୍ମନ୍ତ ଙ୍କ ଅସ୍ତ୍ରୋପଚାର ରେ ତ୍ରୁଟି ତଥା ଅବହେଳା ହୋଇଥିଲା ବୋଲି ଦୁଷ୍ମନ୍ତ ମିଡ଼ିଆ ସମ୍ମୁଖରେ ପ୍ରକାଶ କରିଥିଲେ । ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବ କହି ଦୁଷ୍ମନ୍ତ ଙ୍କୁ ହସ୍ପିଟାଲ ରୁ ବାହାର କରିଦେଇଥିଲେ । ତେବେ ଏହି ପରିସ୍ଥିତିରେ ଗରିବ ଲୋକ କଣ ଚିକିତ୍ସା ହୋଇପାରିବନି ବୋଲି ପ୍ରଶ୍ନ କରିଥିଲେ ଦୁଷ୍ମନ୍ତ । 

 

ଦେଶର ସ୍ଥିତି ଏତେ ଜଟିଳ ଯେ ଜଣେ ଲୋକ ବି-ଷ ପିଇ ପ୍ରାଣ ଦାନ ପାଇଁ ଉଦ୍ୟମ ରଥ ଥିବାବେଳେ ମିଡ଼ିଆ ଲୋକ ତାଙ୍କୁ ପ୍ରତିକ୍ରିୟା ରଖିବାକୁ ବାଧ୍ୟ କରୁଛନ୍ତି । ଏଥି ବ୍ୟତୀତ ସବୁଠାରୁ ବଡ ବିଷୟ ହେଉଛି ଯେ ସରକାର ଙ୍କ ପ୍ରତିଶ୍ରୁତି କଣ ହେଲା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ସ୍ମାର୍ଟ୍ ହେଲଥ୍ କାର୍ଡ ରେ କଣ ଦୁଷ୍ମନ୍ତ ଙ୍କ ଚିକିତ୍ସା ହୋଇପାରିଲା ନାହିଁ । ଏନେଇ ଜନତା ସରକାରଙ୍କୁ ବହୁ ପ୍ରଶ୍ନ କରୁଛି । ସରକାର କେବଳ ନିଜ ସ୍ବାର୍ଥ ସାଧନ ପାଇଁ ଭୋଟ ପାଇଁ ଏହିଭଳି ଯୋଜନା ମାନ ପ୍ରସ୍ତୁତ କରିଥାଏ । କିନ୍ତୁ ଏହା ପରେ ଫଳପ୍ରଦ ହୁଏ ନାହିଁ । ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି ଯାହାକି ଦୁଷ୍ମନ୍ତ ଘର ର ଭିଡିଓ । ଘରେ ତାଙ୍କର 80 ବର୍ଷର ବାପା , ସ୍ତ୍ରୀ ଓ ଛୋଟ ଝିଅଟିଏ ଅଛନ୍ତି । ଛୋଟ ଝିଅଟିଏ କଥା ଶୁଣିଲେ ଆପଣ ଭାବ ବିହ୍ୱଳ ହୋଇ ଉଠିବେ । ହେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବାପାଙ୍କ ଭଲ କରିଦିଅ , ମୋ ବାପା ଭଲ ହେଇଗଲେ ଚୁଇଙ୍ଗମ୍ ଆଣିଦେବେ ମୋ ପାଇଁ ଫ୍ୟାର ଲବିଲି ଆଣିବେ ମୋ ପାଇଁ ସଜବାଜ ଡବା ଆଣିବେ  ଏଭଳି ଦୁଖନୀୟ କଥା କହି ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଛି । ଦୁଷ୍ମନ୍ତ ଙ୍କ ପାଇଁ ଏହି ଖବର ସେୟାର କରନ୍ତୁ ।

ଭିଡ଼ିଓ ର ଶେଷ ଆଡକୁ ଆପଣ ଦୁଷ୍ମନ୍ତ ଙ୍କ କୁନି ଝିଅ ର ସରକାରଙ୍କୁ ଗୁହାରି ଦେଖନ୍ତୁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *