ଦେଖ ସାପ ଓ କୁକୁର ର ଭୟଙ୍କର ଲଢେଇ ଭିଡ଼ିଓ । ଦେଖ ଭିଡ଼ିଓ କିଏ ଜିତିଲା…

 

ଯଦି ଆପଣ ଏହି ଖବର ସମ୍ପର୍କରେ ଜାଣିବାକୁ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଭଦ୍ରକର ଏହି ଗ୍ରାମରୁ ଧରାଗଲା ଏହି ବିଷଧର ସାପକୁ, ଲୋକମାନେ ଦେଖି ଭୟଭୀତ, ସାପଧରାଳି କଣ କହିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ସବୁ ଦେଖିବାକୁ ମିଳନ୍ତି, ସବୁ ସ୍ଥାନରେ ସବୁ ପ୍ରକାରର ଜୀବଜନ୍ତୁ ଦେଖିବାକୁ ମିଳନ୍ତି ନାହିଁ। ସେହିପରି ସାପ ହେଉଛି ଏକ ଏପରି ଜୀବ ଯାହାର ନାମ ଶୁଣିଲେ ହିଁ ଲୋକ ମାନେ ଡରି ଯାଆନ୍ତି, କାହିଁକି ନା ସାପରେ ଯେଉଁ ବିଷ ଥାଏ ଯାହା ସଙ୍ଗେ ସଙ୍ଗେ ହି ଲୋକ ମାନଙ୍କର ଜୀବନ ନେଇ ଯାଇଥାଏ। ତେବେ ଓଡିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ବିଷଧର ସାପ ସବୁ ଦେଖିବାକୁ ମିଳନ୍ତି। ସା-ପ ମାନଙ୍କ ମଧ୍ୟରୁ ଏକ ବହୁତ ହିଁ ବିଷଧର ସାପ ହେଉଛି ତମ୍ପ, ଏହି ସାପ ଯାହାକୁ ଥରେ କାମୁଡିଥାଏ ସେହି ଲୋକର ବଞ୍ଚିବାର ଆଶା ବହୁତ କମ୍, ଆଉ ଏହି ସାପ ଓଡିଶାର ଭଦ୍ରକ ଜିଲ୍ଲାରେ ବେଶୀ ଦେଖିବାକୁ ମିଳେ। 

 

ତେବେ ସେହି ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ଗୋଟିଏ ତମ୍ପ ସାପ ଜଣେ ଲୋକଙ୍କ ରୋଷେଇଘରେ ପଶି ଯାଇଥିଲା। ଲୋକମାନେ ସାପଟିକୁ ଦେଖି ବହୁତ ଭୟଭୀତ ହୋଇ ଯାଇଥିଲେ, ଲୋକ ମାନେ ଡରି ତାଙ୍କ ରୋଷେଇଘରକୁ ମଧ୍ୟ ଯାଉନଥିଲେ। ଏହାପରେ ସେମାନେ ସାପଧରାଳିଙ୍କୁ ଖବର ଦେଇଥିଲେ, ସେମାନେ ମଧ୍ୟ ତାଙ୍କ ଘରେ ଆସି ପହଞ୍ଚିଥିଲେ। ଘରଲୋକ ସାପ ଧରାଳି ଙ୍କୁ ନେଇ ସା-ପ କେଉଁଠାରେ ଅଛି ଦେଖାଇଥିଲେ, ଏହାପରେ ସା-ପ ଧରାଳି ସା-ପଟିକୁ ଧରିବାକୁ ଚେଷ୍ଟା କରିଥିଲେ ହେଲେ ସାପଟି ଧରା ଦେଉନଥିଲା। ସାପ ଧରାଳି ସାପଟିକୁ ଧରିବାକୁ ଯାଉଥିବା ସମୟରେ ସାପଟି ଅନ୍ୟ ସ୍ଥାନକୁ ପଳାଇ ଯାଉଥିଲା, ବହୁତ ସମୟ ପରେ ସାପଟିକୁ ସାପ ଧରାଳି ଧରିଥିଲେ। ଏହାପରେ ସେ ସା-ପଟିକୁ ତାଙ୍କ ଘରୁ ବାହାରକୁ ନେଇ ଆସିଥିଲେ, ସା-ପଟିକୁ ଦେଖିବା ପାଇଁ ସେଠାରେ ଅନେକ ଲୋକ ଜମା ହୋଇ ଯାଇଥିଲେ। 

 

ଲୋକ ମାନେ ସାପ ଧରିଲା ବାଲାଙ୍କୁ ସା-ପ ବିଷୟରେ ପଚାରିଲେ, ସେ କହିଲେ କି ଏହାକୁ ନାଗସାପ ବା ଚ-ନ୍ଦ୍ର-ନା-ଗ ସାପ ବୋଲି କୁହାଯାଇଥାଏ, ଲୋକ ମାନେ ଏହାକୁ ବେଶୀ ତମ୍ପ ସାପ ବୋଲି କହି ଥାଆନ୍ତି। ସେ କହିଲେ କି ସବୁ ସାପଙ୍କ ଦେହରେ ଅନେକ ପ୍ରକାରର ବି-ଷ ଥାଏ କେଉଁ କେଉଁ ସାପଙ୍କ ଦେହରେ ଗୋଟିଏ ବି-ଷ ଥାଏ ଏବଂ ଅଧିକ ମଧ୍ୟ ଥାଏ। ଏହି ସାପ ଦେହରେ ଦୁଇଟି ବି-ଷ ଥାଏ, ବିରୋ ଟକ୍ସିନ୍ ଓ ସାଇକୋ ଟକ୍ସିନ୍। ଏହି ସା-ପ ଯଦି କେବେ କାହାକୁ କାମୁଡେ ତେବେ ଏହାକୁ ତୁରନ୍ତ ଚିକିତ୍ସା କରନ୍ତୁ, ନହେଲେ ଏହାର ବିଷ ଏତେ ଶକ୍ତିଶାଳୀ ଯେ ଲୋକର ଜୀବନ ମଧ୍ୟ ଯାଇପାରେ। ଏହି ସାପ କାମୁଡିବା ପରେ ମଣିଷ ପାଖରେ ୨୦ ରୁ ୨୫ ମିନିଟ୍ ଥାଏ ଯାହା ମଧ୍ୟରେ ସେ ଚି-କି-ତ୍ସି-ତ ହୋଇପାରିବ, ଆଉ ଏହି ସାପ କାମୁଡିବା ପରେ ପ୍ରଥମେ ସେହି ଲୋକ ଦେହରୁ ବହୁତ ଝାଳ ବାହାରିଥାଏ। ଏହି ବିଷ ମଣିଷର ସମ୍ପୂର୍ଣ୍ଣ ଶରୀରକୁ ଅକାମୀ କରି ଦେଇଥାଏ, ମଣିଷ କିଛି କଥା ମଧ୍ୟ କହି ପାରେନାହିଁ। ଏହି ସା-ପ ମାଛ ଖାଇବାରେ ପ୍ରଖର ଅଟେ, ଏହି ସାପ ବହୁତ କମ୍ ଲୋକଙ୍କୁ କାମୁଡି ଥାଏ।

ଦେଖ ତଳେ ଥିବା ଭିଡ଼ିଓ ସାପ VS କୁକୁର ଲଢେଇ

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *