ଚାଲିଗଲେ ଅଭିଷେଖ କେମିତି ଅଛନ୍ତି ECMO ଚିକିତ୍ସିତ ଅଭିଷେଖ….

 

ଯଦି ଆପଣ ଏହି ଖବର ସମ୍ପର୍କରେ ଜାଣିବାକୁ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏତେ ସବୁ ସଂଘର୍ଷ ପରେ ଆଖି ବୁଜି ଦେଲେ ଅଭିଷେକ । ତେବେ କଣ ରହିଛି ପ୍ରକୃତ ଘଟଣା ଚାଲନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆପଣ ମାନେ ଏହି କୋରନା ଆକ୍ରାନ୍ତ ଜଣେ କମ୍ ବୟସ୍କ ଅଳ୍ପ ଦିନ ବିବାହ କରିଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ରେ ବହୁତ୍ ଭଲ ଭାବ ରେ ଜାଣିଥିବେ ଅଭିଷେକ । ସେ କୋରନା ର ଦ୍ଵିତୀୟ ଲହର ସମ୍ବନ୍ଧରେ ବହୁତ୍ ଭଲ ଭାବରେ ଜାଣିଥିବେ ଯାହା ପାଇଁ ବହୁତ୍ ଲୋକ ଖୁବ୍ ଆକ୍ରାନ୍ତ ହୋଇ ଯାଉଛନ୍ତି । ସେଥି ପାଇଁ ଲୋକେ ଇଗ୍ମୋ ବ୍ୟବସ୍ଥା କରିଛନ୍ତି ଅଭିଷେକ ସେଥିରେ ଆକ୍ରାନ୍ତ ହୋଇଥିଲେ ତାଙ୍କ ପାଇଁ ତାଙ୍କ ନବ ବିବାହିତା ସ୍ତ୍ରୀ , ବାପା ଓ ମାଆ ମିଡ଼ିଆ ଆଗରେ ତାଙ୍କର ସହାୟତା ପାଇଁ ବହୁତ୍ ନିବେଦନ କରିଥିଲେ ଓ ତା ସହିତ ତାଙ୍କୁ କଲିକତା ମଧ୍ୟ ନେଇ ଇଗ୍ମୋ  କରେଇଥିଲେ ।

 

ଏବେ ତାଙ୍କ ସ୍ୱାସ୍ଥ୍ୟ ଵସ୍ଥା ରେ କିଛି ଟା ପରିବର୍ତ୍ତନ ଆସିଲାଣି ଅଭିଷେକ ଙ୍କ ର । ଏବେ ଫିଜିଓ ଗ୍ରାଫି ଚାଲିଚି ଓ ସେ ଏବେ ଟିକେ ଆଖି ଖୋଲିଲେଣି ଓ ତା ସହିତ ତାଙ୍କ ମୁଣ୍ଡ ରେ ଥିବା ବ୍ରେନ୍ କାମ କରିଲାଣି ଓ ସେ ସବୁ କିଛି ବୁଝୁଛନି ତାଙ୍କ ବାପା ମଧ୍ୟ କହିଛନ୍ତି ଯଦି ତାଙ୍କୁ ଆଉ କିଛି ଦିନ ଆଗରୁ ନେଇ  ଯାଇଥାନ୍ତେ କଲିକତା ତେବେ ସେ ଠିକ୍ ହେଇ ସରନ୍ତେ ଏତେ ବେଳକୁ ଯାହା ହେଉଚି ସବୁ ସେଇ ଠାକୁରଙ୍କ ଇଛା ରେ ସେ ଆଶୀର୍ବାଦ କରିବାରୁ କିଛିଟା ସ୍ବାସ୍ଥ୍ୟ ବସ୍ଥା ର ପରିବର୍ତନ ଦେଖିବା ପାଇଁ ମିଳୁଛି । ଆଉ ଲୋକ ମାନେ ଏତେ ପରିମାଣ ରେ ଅଭିଷେକ ଙ୍କ ପାଇଁ ଠାକୁର ଙ୍କ ଠାରେ ବିନତି କରିବା ଯୋଗୁଁ ଆଉ ମଧ୍ୟ ତାଙ୍କ ମା ତାଙ୍କୁ ଝୁରି ଝୁରି ଖାଇବା ଛାଡ଼ି ଦେଲେନି ବୋଲି ତାଙ୍କ ବାପା କହିଛନ୍ତି । ସବୁ କିଛି ଭଲ ଅଛି ବୋଲି ଶୁଣିଥିଲେ ସବୁ କିଛି ଠିକ୍ ହୋଇଯିବ ବୋଲି ଡକ୍ଟର ମଧ୍ୟ କହିଥିଲେ ହେଲେ ଆଜି ଆମ ମାନଙ୍କ ଭିତରେ ଅଭିଷେକ ଆଉ ନାହାନ୍ତି । ସେ ପରଲୋକ ଗମନ କରି ସାରିଛନ୍ତି ।

 

ଅଭିଷେକ ଙ୍କ ପାଇଁ ଲୋକେ ଭଗବାନ ଙ୍କ ଠାରେ ବହୁତ୍ ହିଁ ପ୍ରାର୍ଥନା କରିଥିଲେ ବହୁତ୍ ମଙ୍ଗଳ କାମନା ମଧ୍ୟ କରିଥିଲେ ହେଲେ ଶେଷ ତାଙ୍କ ସହିତ ଏମିତି ହେବ ବୋଲି ଆମେ କେବେ ଭି ଆଶା କରି ନଥିଲୁ ତାଙ୍କ ପାଇଁ ସମସ୍ତେ ବହୁତ୍ ହିଁ ଦୁଃଖିତ ଓ ସେଥି ପାଇଁ ତାଙ୍କ ଘର ଲୋକ ବହୁତ୍ ହିଁ ଦୁଃଖିତ । ସମସ୍ତଙ୍କ ମନ ରେ ଗୋଟେ ହିଁ ଆଶା ଥିଲା କି ଅଭିଷେକ ବଞ୍ଚିଯିବେ । ତାଙ୍କ ପାଇଁ ମଧ୍ୟ ବହୁତ୍ ହିଁ ସହାୟତା ର ହାତ ବଢିଥିଲା ହେଲେ ବୋଧ ହୁଏ ତାଙ୍କ ଆୟୁ କାଳ ସେତିକି ଦିନ ଥିଲା । ତାଙ୍କୁ ବଞ୍ଚାଇବା ସମସ୍ତଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଥିଲା ସେହିପରି ଅମୃତ ପ୍ରଧାନ ମଧ୍ୟ ECMO ଚିକିତ୍ସିତ ହେଉଛନ୍ତି ତେବେ କେମିତି ଅଛି ତାଙ୍କ ସ୍ୱାସ୍ଥ ବସ୍ତା । ସାରା ଓଡିଶା ବାସୀ ମଧ୍ୟ ଅମୃତ ସାହାଯ୍ୟ କରିଛନ୍ତି ।

 । ଏହି ମହାମାରୀ କେତେ ଜଣଙ୍କ ଜୀବନ ନେଲାଣି ତାହା ଆଜି ଯାଏଁ ହିସାବ ଭି ହୋଇ ପାରିନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *