ଏବେ ଆସିଲା ଅଖୟ କୁମାର ଙ୍କୁ ନେଇ ବଡ଼ ଦୁଃଖଦ ଖବର…

ଯଦି ଆପଣ ଏହି ଖବର ସମ୍ପର୍କରେ ଜାଣିବାକୁ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବଲିଉଡ୍ ର ଫେମସ୍ ଆକ୍ଟର ଅକ୍ଷୟ କୁମାରଙ୍କୁ ନେଇ ଆସିଲା ଏକ ଦୁଃଖଦ ଖବର, ବଲିଉଡ୍ ରେ ଖେଳିଗଲା ଶୋକର ଛାୟା। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗତ ବର୍ଷ ୨୦୨୦ ମସିହା ଏବଂ ଏହି ବର୍ଷ ୨୦୨୧ ତ ଆମ ରାଜ୍ୟ, ଦେଶ ତଥା ସାରା ବିଶ୍ଵ ପାଇଁ ବହୁତ ଖରାପ  ଯାଇଛି ଏବଂ ଯାଉଛି ମଧ୍ୟ। ଏହି ବର୍ଷ ତ ଲୋକ ମାନଙ୍କ ଠାରୁ ସେମାନଙ୍କ ର ଅନେକ କିଛି ଛଡାଇ ନେଇଛି। କରୋନା ଏହି ବର୍ଷ ଲୋକ ମାନଙ୍କ ଠାରୁ ହସ ଖୁସି ସବୁକିଛି ଛଡାଇ ନେଇଛି। ଏବେ ମଧ୍ୟ ଆମ ଦେଶରେ କରୋନା ସମ୍ପୂର୍ଣ୍ଣ ଭାବେ ଲୋପ ପାଇ ଯାଇ ନାହିଁ, ଏବେବି ଲୋକ ମାନେ କରୋନା ରେ ପୀଡିତ ଅଛନ୍ତି ଏବଂ ହସ୍ପିଟାଲ୍ ରେ ତାହା ସହ ଲଢେଇ କରୁଛନ୍ତି। ଏହି ଲଢେଇ ରେ କେତେ ଜଣ ଜିତି ଯାଉଛନ୍ତି ଏବଂ ଆଉ କେତେଜଣ ହାରି ଯାଇ ନିଜ ଜୀବନ ମଧ୍ୟ ହରାଉଛନ୍ତି। 

 

ତେବେ ଏବେ ବଲିଉଡ୍ ର ଫେମସ୍ ଆକ୍ଟର ଅକ୍ଷୟ କୁମାର ଙ୍କୁ ନେଇ ଏକ ବଡ ଦୁଃଖଦ ଖବର ସାମ୍ନା କୁ ଆସିଛି, ଏହାକୁ ଶୁଣି ସାରା ବଲିଉଡ୍ ଏବେ ଶୋକ ପ୍ରକାଶ କରୁଛି। ତେବେ ଅକ୍ଷୟଙ୍କ ମାଆଙ୍କ ଦେହ ଖରାପ ହେବାରୁ ତାଙ୍କୁ ହୀରାନନ୍ଦାନୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ଅକ୍ଷୟ ଟ୍ୱୀଟ୍ କରି ଖବର ଦେଇଛନ୍ତି କି ବୁଧବାର ଦିନ ସକାଳେ ୭୭ ବର୍ଷ ବୟସରେ ତାଙ୍କ ମାଆ ଆର ପାରି କୁ ଚାଲିଗଲେ । ଅକ୍ଷୟ ଲେଖିଛନ୍ତି କି – ମୋ ମାଆ ମୋର ସବୁକିଛି ଥିଲେ, ମୁଁ ଆଜି ଏକ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛି। ମୋ ମାଆ ଶ୍ରୀମତୀ ଅରୁଣା ଭାଟିଆ ଆଜି ସକାଳେ ଏହି ଦୁନିଆ ଛାଡି ଆଉ ଅନ୍ୟ ଏକ ଦୁନିଆ ମୋ ବାପାଙ୍କ ନିକଟକୁ ଚାଲି ଯାଇଛନ୍ତି। ମୋର ପରିବାର ଭାବରେ ମୁଁ ତୁମର ପ୍ରାର୍ଥନାକୁ ଗ୍ରହଣ କରେ, ଏବଂ ମୁଁ ଏକ କଠିନ ସମୟ ଦେଇ ଗତି କରୁଛି। ଓଁ ଶାନ୍ତି। 

 

ଅକ୍ଷୟଙ୍କ ମାଆଙ୍କ ଦେହ ଖରାପ ସସୟରେ ସେ ଭାରତରେ ନଥିଲେ, ସେ ତାଙ୍କର ଫିଲ୍ମ ସିନ୍ଦୂର ସୁଟିଂ ପାଇଁ ଲଣ୍ଡନ ଯାଇଥିଲେ ଏବଂ ସେଠାରେ ଥିଲେ, ଏବଂ ନିଜ ମାଆଙ୍କ ଦେହ ଖରାପ କଥା ଶୁଣି ତୁରନ୍ତ ସେ ମୁମ୍ବାଇ ଫେରିଆସିଥିଲେ। ଅକ୍ଷୟ ତାଙ୍କ ମାଆଙ୍କର ଆରୋଗ୍ୟ କାମନା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସୂଚନା ଅନୁସାରେ ଅକ୍ଷୟ ଏବେ ବଲିଉଡ୍ ର ବ୍ୟସ୍ତବହୁଳ ଅଭିନେତା ମାନଙ୍କ ମଧ୍ୟରେ ଅଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *