ଚାଲିଗଲେ ଅଭିଷେଖ । କେମିତି ଅଛନ୍ତି ECMO ଚିକିତ୍ସିତ ଅମରିତ….

 

ଯଦି ଆପଣ ଅଭିଷେକ ଙ୍କ ଖବର ଜାଣିବାକୁ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଦୁନିଆକୁ ଓ ଘରଲୋକ ଙ୍କୁ ପର କରି ଚାଲିଗଲେ ଅଭିଷେକ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆମେ ସମସ୍ତେ ଜାଣିଚୁ କୋରନା ମହାମାରୀ କିପରି ଭାବରେ ସମସ୍ତଙ୍କୁ ମାତିବାରେ  ଲାଗୁଚି । କୋରନା ମହାମାରୀ ଏବେ ଏବେ ମରିବା ସଂଖ୍ୟା ଓ ଆକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବ ରେ ଲାଗିଛି ।  ଧିରେ ଧିରେ କୋରନା ତାର ଉଗ୍ର ରୂପ ଦେଖାଇବାରେ ଲାଗିଛି । ଯାହା ପାଇଁ ଆମେ ସମସ୍ତେ ଏତେ ସବୁ ଅସୁବିଧା ଭୋଗ କରୁଛୁ । ଯାହା ମଧ୍ୟ ସମସ୍ତଙ୍କ ପାଦରେ ବେଢ଼ି ପକାଇଦେଇଛି । କେବଳ କୋରନା ନୁହଁ ୟା ସହ ମଧ୍ୟ ବହୁତ୍ ଅସୁବିଧା ହଉଚି ଯେମିତି କି ସବୁଠୁ ମୁଖ୍ୟ ଖବର ଅମ୍ଳଜାନ ର ଅଭାବ । ଆଉ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ମଧ୍ୟ ବେଡ୍ ମିଳୁନାହିଁ । ଏହି ପରି ଭାବେ ବହୁ ଅସୁବିଧା ଓ ଅନଟନ ରେ ବହୁତ୍ ବ୍ୟକ୍ତି ଏବେ ଜୀବନ ଅତିବାହିତ କରୁଛନ୍ତି ।

 

ଆଜି ଏହି ମହାମାରୀ ସମ୍ବନ୍ଧ ରେ ଏତେ ସବୁ କଥା କଥା କହିବାର କାରଣ ଆପଣ ମାନେ ଏହି କୋରନା ଆକ୍ରାନ୍ତ ଜଣେ କମ୍ ବୟସ୍କ ଅଳ୍ପ ଦିନ ବିବାହ କରିଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ରେ ବହୁତ୍ ଭଲ ଭାବରେ ଜାଣିଥିବେ ଅଭିଷେକ । ସେ କୋରନା ର ଦ୍ଵିତୀୟ ଲହର ସମ୍ବନ୍ଧରେ ବହୁତ୍ ଭଲ ଭାବରେ ଜାଣିଥିବେ ଯାହା ପାଇଁ ବହୁତ୍ ଲୋକ ଖୁବ୍ ଆକ୍ରାନ୍ତ ହୋଇ ଯାଉଛନ୍ତି । ସେଥି ପାଇଁ ଲୋକେ ଇଗ୍ମୋ ବ୍ୟବସ୍ଥା କରିଛନ୍ତି ଅଭିଷେକ ସେଥିରେ ଆକ୍ରାନ୍ତ ହୋଇଥିଲେ ତାଙ୍କ ପାଇଁ ତାଙ୍କ ନବ ବିବାହିତା ସ୍ତ୍ରୀ , ବାପା ଓ ମାଆ ମିଡ଼ିଆ ଆଗରେ ତାଙ୍କର ସହାୟତା ପାଇଁ ବହୁତ୍ ନିବେଦନ କରିଥିଲେ ଓ ତା ସହିତ ତାଙ୍କୁ କଲିକତା ମଧ୍ୟ ନେଇ ଇକମୋ ଚିକିତ୍ସା କରେଇଥିଲେ । ହେଲେ କିଛି ଲାଭ ହେଲାନି ଚାଲିଗଲେ ଅବିଶେଖ । ସେହିପରି ECMO ଚିକିତ୍ସା ହେଉଥିବା AMRIT…

ଅମରିତ ଖବର କଣ କିଛି ଆସୁନାହିଁ । କେମିତି ଚାଲିଛି ଚିକିତ୍ସା କେମିତି ରହିଛି ସ୍ୱାସ୍ଥ ଅବସ୍ଥା ଏ ସବୁ ନେଇ ଦୁନିଆ ଲୋକ ଦୁନିଆ କଥା କହିଛନ୍ତି । ସେ ଏବେ ECMO ଚିକିତ୍ସା ରେ ଅଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *