ଯଦି ନ୍ୟାୟ ନମିଳେ ତାହେଲେ ତାହେଲେ ଆମେ କରିବୁ ଏମିତି….

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଖଇରା ବାସୀ ଦେଇଛନ୍ତି ଚେତାବନୀ । ନ୍ୟାୟ ନ ମିଳିଲେ ହେଇପାରେ ଏହି ପରି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆପଣ ମାନେ ତ ଜାଣିଥିବେ ଏ ସି ଏଫ୍  ସୌମ୍ୟ ରଞ୍ଜନଙ୍କର ଯିବାର ମାମଲା କୁ 2 ମାସେ ବିତିଗଲା ପରେ ମଧ୍ୟ ଏହି ଘଟଣାର କୌଣସି ଅନ୍ତ ଘଟିଲା ନାହିଁ। ଯାହା କୁ ନେଇ ବର୍ତ୍ତମାନ ଅନେକ  ଖବର ଏବେ ସାମ୍ନା କୁ ଆସିବାରେ ଲାଗିଛି । ସୌମ୍ୟରଞ୍ଜନଙ୍କ ର ପରିବାର ଲୋକ ଙ୍କ ଦାବି ଅନୁସାରେ ଏହି  ଘଟଣାକୁ କ୍ରାଇମବ୍ରାଞ୍ଚ୍ ହାତ କୁ ଦିଆ ଯାଇଥିଲା । କ୍ରାଇମବ୍ରାଞ୍ଚ୍ ର ତନାଘନା ପରେ ଏବେ କିଛି କିଛି ଜିନିଷ ସାମ୍ନା କୁ ଆସୁଛି । ସୌମ୍ୟ ଙ୍କ ର ପରିବାର ଲୋକ ତ ସୌମ୍ୟ ଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ସେମାନେ ହିଁ କହିପାରିବେ ବୋଲି ତାଙ୍କ ବୟାନ ନିଆ ଯାଇଥିଲା । 

ସୌମ୍ୟଙ୍କ ମା ସୌମ୍ୟ କୁ ହରାଇ ବହୁତ ଦୁଃଖ ରେ ଅଛନ୍ତି । ଏହା ପରେ ଏହି ଘଟଣାର ତଦନ୍ତ କରିବା ପାଇଁ ଡିଜି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ କ୍ରାଇମବ୍ରାଞ୍ଚ୍ ତାର ଖୋଳତାଡ ଆରମ୍ଭ ହୋଇଥିଲା ।ସବୁ ତଦାରଖ ପରେ ସାମ୍ନା କୁ ଆସିଥିଲେ ଡି ଏଫ୍ ଓ ଙ୍କ ଅଫିସ୍ ରେ କାର୍ଯ୍ୟରତ ଥିବା ପୁରାତନ ଜଗୁଆଳି । କ୍ରାଇମବ୍ରାଞ୍ଚ ସତ କୁ ସାମ୍ନା କୁ ଆଣିବା କୁ ଚାହୁଁଥିବା ବେଳେ ଏହି ପୁରାତନ  ଜଗୁଆଳି ଦେଇଛନ୍ତି ବଡ଼ ପ୍ରମାଣ। ଜଗୁଆଳି ଗଙ୍ଗା ପ୍ରଧାନ ମିଡ଼ିଆ ସାମ୍ନା ରେ ଖୋଲିଛନ୍ତି ସେ ଏହି ସବୁ ଦେଖିଥିବା କଥା ଯେତେବେଳେ ଡି ଏଫ୍ ଓ ଜାଣିଥିଲେ ଗଙ୍ଗା ପ୍ରଧାନକୁ ଚାରିକି ରୁ ବିନା କାରଣରେ କାଢ଼ି ଦେଇଥିଲେ। ଆଉ ସେ ତାଙ୍କୁ ସେହି ମାସର ଦରମା ମଧ୍ୟ  ଦେଇ ନଥିଲେ। 

ଗଙ୍ଗା ପ୍ରଧାନ ଙ୍କର ଏହି ବୟାନ କୁ ମିଛ ପ୍ରମାଣ କରିବାରେ ଲାଗିପଡିଛନ୍ତି ଡି ଏଫ୍ ଓ ଓ ସଂଗ୍ରାମ ବେହେରା । ଅନ୍ୟ ପଟେ ନ୍ୟାୟ ନ ମିଳିବାରୁ ସୌମ୍ୟ ଙ୍କ ପରିବାର ଲୋକେ ବ୍ୟାସ୍ତ ହୋଇଗଲାଣି । ନ୍ୟାୟ ମିଳିବ ଦାବି ରେ ଆଜି ଖଇରା ବ୍ଲକ୍ ରେ ସବୁ ଆଡେ ବନ୍ଦ ଡାକରା ଦିଆ ଯାଇଥିଲା । ଆଜି ସକାଳୁ ଦିନ ବାରଟା ଯାଏ ଖଇରା ବ୍ଲକ ରେ କୌଣସି ଦୋକାନ ବଜାର ଖୋଲିନଥିଲା । ସୌମ୍ୟ ରଞ୍ଜନ ଙ୍କୁ ନ୍ୟାୟ ମିଳିବା ପାଇଁ ସେଠାକାର ଲୋକ ଓ ସୌମ୍ୟ ଙ୍କ ପରିବାର ଲୋକେ ଏହିପରି ପଦକ୍ଷେପ ନେଇଥିଲେ । ବର୍ତମାନ ସୁଦ୍ଧା ଶାନ୍ତି ପୂର୍ଣ୍ଣ ଭାବରେ ସରିଛି ବନ୍ଦ ଡାକରା । ସରକାର କୁ ସବୁ କଥା ଜଣାଯାଇଛି ଆଶା କରାଯାଉଛି ସରକାର ନ୍ୟାୟ ଦେବେ ବୋଲି । ଯଦି ନ୍ୟାୟ ନ ମିଳେ ତେବେ ସାରା ଓଡ଼ିଶା ବାସୀ ଆଉ ଥରେ ବନ୍ଦ ଡାକରା ଦେବେ ବୋଲି ଚେତାବନୀ ଦେଇଛନ୍ତି ଖଇରା ବାସୀ । ଖଇରା ର ଘରୁ ଘରୁ ଲୋକ ଆସି ଆଜି ଏହି ଆନ୍ଦୋଳନ ରେ ସାମିଲ ହୋଇ ସୌମ୍ୟ ଙ୍କ ପାଇଁ ନ୍ୟାୟ ଦାବି କରିଥିଲେ । ଆଉ କହିଥିଲେ ଯଦି ନ୍ୟାୟ ନମିଳେ ତାହେଲେ ଆମେ ଭୟଙ୍କର ଆନ୍ଦୋଳନ କରିବୁ ଏତ କିଛି ନୁହଁ ସାରା ଓଡିଶା ବାସୀ ଙ୍କ ସହ ଆନ୍ଦୋଳନ କରିବୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *