ଆସିଲା ଭିଡ଼ିଓ ସୌମ୍ୟଙ୍କ ନ୍ୟାୟ ର କଣ ହେଲା ଫଳାଫଳ ଜାଣନ୍ତୁ…

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଖଇରା ରେ ୬ ଘଣ୍ଟିଆ ବନ୍ଦ । ପଛକୁ ଫେରୁଛି କ୍ରାଇମ୍ ବ୍ରାଞ୍ଚ । ପ୍ରଥମ ରୁ ଜେରା କରିବା ନେଇ ସୂଚନା । କଣ ରହିଛି ଘଟଣା ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଏହି କିଛି ଦିନ ହେବ ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କ ମରିବା ଘଟଣା ପୁରା ଓଡିଶା ସାରା ଏକ ବଡ ଖବର ହୋଇଯାଇଛି। କାହିଁକି ନା ସୌମ୍ୟ ଏବଂ ବିଦ୍ୟାଭାରତୀ ଙ୍କର ନୂତନ କରି ବିବାହ ହୋଇଥିଲା, ଏବଂ ବିବାହର କିଛି ଦିନ ପରେ ହିଁ ନିଆଁରେ ପୋଡି ହୋଇ ସୌମ୍ୟ ଙ୍କର ଦେ-ହା-ନ୍ତ ହୋଇଯାଇଥିଲା, ଏହି ନିଆଁରେ ସୌମ୍ୟଙ୍କର ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିଲା ଯାହାପରେ କି ତାଙ୍କର ମରଣ ହୋଇଯାଇଥିଲା । ଏହି ମରିବା ଘଟଣା କୁ ଅନେକ କଥା ସାମ୍ନା କୁ ଆସିଲା, ଅନେକ ଲୋକ ମାନେ ମଧ୍ୟ ସନ୍ଦେହ ଘେରକୁ ଆସିଲେ, ସନ୍ଦେହ ଘେରର ପ୍ରଥମେ ଥିଲେ ତାଙ୍କର ନୂତନ ବିବାହିତା ସ୍ତ୍ରୀ ବିଦ୍ୟାଭାରତୀ। ସୌମ୍ୟ ଙ୍କ ପରିବାରଙ୍କର କହିବା କଥା କି ବିଦ୍ୟାଭାରତୀ ହିଁ ଯୋଜନାବଦ୍ଧ ଭାବେ ସୌମ୍ୟ ଙ୍କୁ ମାରିଛନ୍ତି, ଏବଂ ପରେ ଏହାକୁ ଏକ ଦୁ-ର୍ଘ-ଟ-ଣା ର ରୂପ ଦେଉଛନ୍ତି। ଏହାସହ ବିଦ୍ୟାଭାରତୀଙ୍କର ଡି ଏ ଫ ଙ୍କ ସହିତ ଖରାପ୍ ସମ୍ପର୍କ ରହିଛି ବୋଲି ମଧ୍ୟ କହିଥିଲେ ।

ଡି ଏ ଫ ଙ୍କ ବିରୁଦ୍ଧ ରେ ଅନେକ ପ୍ରମାଣ ଆସିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଜେରା ସମୟ ରେ ଡି ଏ ଫ ବିଦ୍ୟା ଭାରତୀ ଙ୍କୁ ଜାଣନ୍ତି ନାହିଁ ବୋଲି କହିଥିଲେ ମାତ୍ର ସେଠାକାର ପୂର୍ବତନ ଜଗୁଆଳି ଏହି କଥା ଉପରେ ପ୍ରତିବାଦ କରି କହିଥିଲେ ଯେ ସେ ନାଇଟ ଡ୍ୟୁଟି  ସମୟ ରେ ଡି ଏ ଫ ଙ୍କୁ ରାତି ଅଧ ରେ ସୌମ୍ୟଙ୍କ ଘରକୁ ଯାଉଥିବା ର ଦେଖିଛନ୍ତି । ପୁଣି ବିଦ୍ୟା ବାହାରକୁ ଯିବା ସମୟ ରେ ମଧ୍ୟ ସେ ନଜର ରଖିଥିଲେ । ଟିଭି ତରଫ ରୁ ତାଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ବ୍ୟସ୍ତ ଅଛନ୍ତି କହି ଖସି ଯାଇଥିଲେ ହେଲେ ତାଙ୍କୁ ତାଙ୍କ ପରିବାର ସହିତ ପିକ୍ନିକ କରୁଥିବା ର ନଜର ଆସିଥିଲେ । ଅନେକ କଥା ଡି ଏ ଫ ଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇଥିବା ସତ୍ବେ ସରକାର ତାଙ୍କୁ ସୁରକ୍ଷା ଦେଉଛି ।

 

ସେଥି ପାଇଁ  ସୌମ୍ୟ ରଂଜନ ଙ୍କ ଦେ-ହା-ନ୍ତ ମାମଲା ରେ  ଆଜି ଖଇରା ରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆ ହୋଇ ଥିଲା । ଏଥିରେ ବହୁ ଅନୁଷ୍ଠାନ , ସ୍ବେଛାସେବୀ ସଂଗଠନ ଓ ସାଧାରଣ ଜନତା ମଧ୍ୟ ଯୋଗ ଦେଇଥିଲା ।  ଏହି ସମାରୋହ ରେ ସରକାର ଙ୍କୁ ଟାର୍ଗେଟ୍ ଦିଆ ଯାଇଥିଲା । ସରକାର ଙ୍କ ନିଦ ଭାଙ୍ଗିବା  ର ଏହା ଏକ ପ୍ରଯୋଜନ ଥିଲା । ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ପଛ କୁ ଘୁଞ୍ଚି ଘୁଞ୍ଚି ଯାଉଛି । ପୁଣି ଥରେ ପ୍ରଥମ ରୁ  ଯାଞ୍ଚ୍ କରିବ ବୋଲି ଶୁଣିବାକୁ ମିଳିଛି ସଞ୍ଜୀବ ପଣ୍ଡା ଙ୍କ ଠାରୁ । ପୂର୍ବରୁ ୧୪ ଜଣଙ୍କୁ ଜେରା କରିବା ପରେ ମଧ୍ୟ କୌଣସି ସତ୍ୟ ମିଳି ନାହିଁ । ତେବେ ପୁଣି ଜେରା ରେ ସମୟ ଲାଗିବ । ଏମିତି ରେ ୨ ମାସ ହୋଇ ଯାଇଛି । ତେବେ କଣ ନ୍ୟାୟ ମିଳିବ ସୌମ୍ୟ ଙ୍କୁ ଆଗାମୀ ଦିନରେ ଜଣା ପଡ଼ିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *